କାଲି ହେବନି ନିର୍ଭୟା ଦୋଷୀଙ୍କୁ ଫାଶୀ
ନୂଆଦିଲ୍ଲୀ: କାଲି ଦିଆଯିବନି ନିର୍ଭୟା ଦୋଷୀଙ୍କୁ ଫାଶୀ । ବହୁ ଚର୍ଚ୍ଚିତ ନିର୍ଭୟା ମାମଲାରେ ଦୋଷୀଙ୍କ ଫାଶୀ ତାରିଖ ପୁଣି ଘୁଞ୍ଚିଛି । ଆସନ୍ତା କାଲି ଫାଶୀ ହେବାର ତାରିଖ ଧାର୍ଯ୍ୟ ହୋଇଥିଲା କିନ୍ତୁ ଡେଥୱାରେଣ୍ଟ ଉପରେ ରହିତାଦେଶ...
କପିଲ ଶର୍ମାଙ୍କ ମା’ଙ୍କୁ ଘାରିଲା ଟିକ୍ଟକ୍ ନିଶା
ମୁମ୍ବାଇ: କପିଲ ଶର୍ମାଙ୍କ ମା’ଙ୍କୁ ଏବେ ଟିକ୍ଟକ୍ ନିଶା ଘାରିଛି । ସାଧାରଣତଃ କପିଲ ଶର୍ମାଙ୍କ କମେଡିର ସମସ୍ତେ ଦିବାନା ଅଟନ୍ତି । ଆପଣମାନେ ଯଦି ତାଙ୍କ ସୋ ଲଗାତାର ଦେଖୁଛନ୍ତି ତେବେ ଜାଣିଥିବେ କପିଲ ଶର୍ମାଙ୍କ ମା ସୋରେ...
କେତେଜଣଙ୍କ ସ୍ବାମୀ ..
ସ୍ବାମୀ ବିରୋଧରେ ପ୍ରଥମ ସ୍ତ୍ରୀର ସଙ୍ଗୀନ ଅଭିଯୋଗ. ଯୌତୁକ ନିର୍ୟାତନାଠୁ ଆରମ୍ଭ କରି ଜୀବନରେ ମାରିଦେବାର ଧମକ. ସ୍ବାମୀଙ୍କ ଅନୁପସ୍ଥିତିରେ ଶାରିରୀକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ ଶ୍ବଶୁର. ଶେଷରେ ଅତ୍ୟାଚାର ସୀମା ଟପିଗଲା. ଗତ ଅକ୍ଟୋବର ୨୦ ତାରିଖରେ...
ଟିମ୍ ୱାର୍କ: ତାଲା ପକାଇ ପଳାଇଲେ କୃଷି ବିଭାଗ ବାବୁ
ରାଜ୍ୟରେ ଚାଲିଛି ଫାଇବ୍ ଟି ଶାସନ. ଗୋଟିଏ ପରେ ଗୋଟିଏ ବିଭାଗ ଫାଇଭ୍ ଟି ରେ ସାମିଲ ହେବା ପରେ ଏବେ ସବୁଠୁ ଶକ୍ତିଶାଳୀ ଫାଇଭ୍ ଟି. ଫାଇଭ୍ ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିୟାନଙ୍କ ଅଚାନକ ଗସ୍ତ, ଆଉ...
ଦୁର୍ଦ୍ଦିନରେ ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ସାରଥୀ
ଜୀବନର କାହାଣୀ ଏମିତି ବି ହୁଏ । ଯାହା ନିଜେ ନପରଖିଲେ ଜାଣି ପାରିବେନି । ଦିନ ଥିଲା ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ସାରଥୀ ସାଜିଥିଲେ । ହେଲେ ଆଜି ବେଡରେ ପଡି ପଡି ଦିନ କଟୁଛି ।...
ଚାଲି ଚାଲି ବର ପହଂଚିଲା କନ୍ୟା ଘରେ
ଡେରାଡୁନ: ବର ବେଶରେ ଛତା ଧରି ବାରଯାତ୍ରୀଙ୍କ ସହ ଚାଲି ଚାଲି କନ୍ୟା ଘରେ ପହଞ୍ଚିଛି ବର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରାଖଣଣ୍ଡରେ । ପ୍ରବଳ ତୁଷାରପାତ ଯୋଗୁଁ ବରକୁ କରିବାକୁ ପଡିଥିଲା...
ପୁଲବାଣୀରେ କରୋନା ଆକ୍ରାନ୍ତ
ଫୁଲବାଣୀର ଜଣେ ଡାକ୍ତରୀ ଛାତ୍ରଙ୍କୁ କରୋନା ଆକ୍ରାନ୍ତ ସନ୍ଦେହ । ଚୀନରେ ଏମବିବିଏସ କରୁଥିବାରୁ କରୋନା ଆକ୍ରାନ୍ତ ସନ୍ଦେହ । ଗତ ୧୧ ତାରିଖରେ ଚୀନରୁ ଫେରିଥିଲେ ଅସୁସ୍ଥ ଡାକ୍ତରୀ ଛାତ୍ର । ଘରକୁ ଫେରିବା ଦିନଠାରୁ କାଶ, ଥଣ୍ଡା...
କରୋନା ଭାଇରସ୍କୁ ଗ୍ଲୋବାଲ ଇମର୍ଜେନ୍ସି , ମୃତ୍ୟୁ ସଂଖ୍ୟା ୨୦୦ ଟପିଲା
ନୂଆଦିଲ୍ଲୀ : କୋରୋନା ଭାଇରସ୍ ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ବର୍ତ୍ତମାନ ଏହା ୧୭ଟି ଦେଶରେ ପହଞ୍ଚି ସାରିଲାଣି । ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଟପିଲାଣି । ସଂକ୍ରମଣ ବ୍ୟାପୁଥିବାରୁ କରୋନା ଭାଇରସ୍କୁ...
ସଂସଦରେ ବଜେଟ ଅଧିବେଶନ ଆରମ୍ଭ, ରାଷ୍ଟ୍ରପତିଙ୍କ ଅଭିଭାଷଣ
ନୂଆଦିଲ୍ଲୀ : ଆଜିଠାରୁ ସଂସଦରେ ବଜେଟ ଅଧିବେଶନ ଆରମ୍ଭ ହୋଇଛି । ସଂସଦର ପ୍ରଥମଦିନରେ ୨୦୧୯-୨୦୨୦ ଆର୍ଥିକ ବର୍ଷ ଅର୍ଥନିତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହେବ । ଆସନ୍ତାକାଲି ସାଧାରଣ ବଜେଟ ଉପସ୍ଥାପନା କରିବେ ଅର୍ଥ ମନ୍ତ୍ରୀ ନିର୍ମଳା...
ବସନ୍ତ ପଞ୍ଚମୀରେ ଶ୍ରୀକ୍ଷେତ୍ରରେ ରଥକାଠ ପୂଜାର୍ଚ୍ଚନା
ଆଜି ପବିତ୍ର ଶ୍ରୀପଞ୍ଚମୀ ତିଥିରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ରଥକାଠ ପୂଜାର୍ଚନା କରାଯାଇଛି | ଏଥିପାଇଁ ନୟାଗଡ ବନଖଣ୍ଡରୁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ 12 ଫୁଟିଆ ଧଉରା କାଠକୁ ରଥଖଳାରେ...















