ବାପାଙ୍କ ପ୍ରତିମୂର୍ତ୍ତିକୁ କୁଣ୍ଢେଇ ପକଉଛି, ଖୁଆଇଦଉଛି ଲଡୁ
ଏ ଦୃଶ୍ୟ ଆପଣଙ୍କୁ ବି ବିଚଳିତ କରିଦେବ । ବାପା କଣ ଜାଣିବା ଆଗରୁ ଆରପାରିକୁ ଚାଲିଯାଇଛନ୍ତି ବାପା । କୁନି ଝିଅଟି ବାପାଙ୍କ ପ୍ରତିମୂର୍ତ୍ତିକୁ ଗେଲ କରୁଛି, ବାପାଙ୍କ ସାଙ୍ଗେ ଗୁଣୁ ଗୁଣୁ ହୋଇ କଥା ହେଉଛି ।...
ଗାଡିଥିଲେ ଫାସଟ୍ୟାଗ୍ ବାଧ୍ୟତାମୂଳକ
ଆପଣଙ୍କର ଫୋର୍ ହୁଇଲର୍ ଅଛି କି, ଯଦି ଫୋର୍ ହୁଇଲର୍ ଅଛି, ଆପଣ ଟୋଲ ଗେଟ୍ ଦେଇ ଯିବା ଆସିବା କରୁଛନ୍ତି, ତେବେ ଆପଣଙ୍କୁ ଫାଷ୍ଟାଗ୍ କରିବାକୁ ପଡିବ. ଜାତୀୟ ରାଜପଥ କର୍ତ୍ତୃପକ୍ଷ ଡିସେମ୍ବର ପହିଲାରୁ ଏହାକୁ ବାଧ୍ୟତାମୂଳକ କରି...
ବେଲୁନ୍ ଉଡାଇ ଇକୋ ରିଟ୍ରିଟ୍ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
କୋଣାର୍କ ବେଳାମାର୍ଗରେ ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ୍ । ଶନିବାର ସଂନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଲୁନ ଉଡାଇ ଏହି ମେଘା ଇଭେଣ୍ଟର ଶୁଭାରମ୍ଭ କରିଥିଲେ । ପରେ ପରେ ବ୍ୟାଟେରୀ ଚାଳିତ ଗାଡିରେ ରିଟ୍ରିଟ୍ ଟେଣ୍ଟ ରହଣିସ୍ଥଳ ବୁଲି...
ଏଡସ ଆକ୍ରାନ୍ତଙ୍କୁ ଅବହେଳା
ପ୍ରସବ ବେଦନାରେ ଛଟପଟ ହେଉଥିଲେ ମହିଳା । ମଝିରେ ମଝିରେ କଷ୍ଟ ସହି ନ ପାରି ମୁର୍ଚ୍ଛା ହେଉଯାଉଥିଲେ ମହିଳାଜଣକ । ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଭିତରେ ମହିଳା ଜଣକ ଏମିତି ଛଟପଟ ହେଉଥିଲେ ବି...
ଚାର୍ଜର ବି ନେଇପାରେ ଜୀବନ
ମୋବାଇଲ ଚାର୍ଜର ଲାଗି ଚାଲି ଯାଇପାରେ ଜୀବନ. ଏ କଥାକୁ କେହି ବିଶ୍ବାସ କରିପାରୁନାହାନ୍ତି. କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଅନ୍ତର୍ଗତ ମେରଘରା ଗାଁରେ ଘଟିଛି ଏମିତି ଅଭାବନୀୟ ଘଟଣା. ଗାଁର କୋଡିଏ ବର୍ଷ ବୟସର ଯୁବକ ସୁରେନ୍ଦ୍ର ମାଝୀ...
ଜଜଙ୍କ ଉପସ୍ଥିତିରେ ଭିକାରୀକୁ ମିଳିଲା ଚାଉଳ
ଖାଦ୍ୟ ସୁରକ୍ଷା ଆଇନରେ ସାମିଲ ହେବା ପରେ ମାସକୁ ମିଳୁଥିଲା ଦଶକେଜି ଚାଉଳ. ସେତିକିରେ କଷ୍ଟେମଷ୍ଟେ ଗୁଜୁରାଣ ମେଣ୍ଟାଉଥିଲେ ଜାନୁ ଟାକିରୀ ଓ ତା ସ୍ତ୍ରୀ. ମାତ୍ର ଆଧାର ଲିଙ୍କ ବାଧ୍ୟତାମୂଳକ ହେବା ପରେ ଚାଉଳ ପାଇବାରୁ ବଞ୍ଚିତ ହୋଇଗଲେ...
ଗଣଦୁଷ୍କର୍ମ ପରେ ମାରିଦେଲେ
ଏନକାଉଣ୍ଟର କରି ମାରିବା ପରେ ବି ଥମୁନି ଦୁଷ୍କର୍ମ ଭଳି ଅପରାଧ . ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ବି.ଗୁମୁଡଲି ଗାଁରେ ପୁଣି ଏମିତି ଏକ ଚାଞ୍ଚଲ୍ୟ. ଜଣେ ଷୋହଳ ବର୍ଷିୟା ନାବାଳିକାକୁ ଗଣଦୁଷ୍କର୍ମ କରିବା ଏବଂ...
ତମ୍ବୁରେ ମିଳିବ ତାରକା ହୋଟେଲର ସୁବିଧା
ତମ୍ବୁରେ ମିଳିବ ତାରକା ହୋଟେଲ ପରି ସୁବିଧା । ଆଜିଠୁ ପୁରୀ କୋଣାର୍କ ମେରାଇନ ଡ୍ରାଇଭ ରୋଡ ରାମଚଣ୍ଡି ମୁହାଣରେ ପ୍ରଥମଥର ପାଇଁ ଅନୁଷ୍ଠିତ ହେବ ମରାଇନ ଡ୍ରାଇଭ ଇକୋ ରିଟ୍ରିଟ୍ ମହୋତ୍ସବ । ଆଜିଠୁ ଆରମ୍ଭ ହୋଇଥିବା ଏହି...
ଲାଲଗଡରେ ଉଡିଲା ତ୍ରିରଙ୍ଗା
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ସ୍ୱାଭିମାନ ଅଞ୍ଚଳ ଲାଲଗଡରେ ଉଡିଲା ତ୍ରିରଙ୍ଗା । ପ୍ରଥମଥର ପାଇଁ ମାଓଗଡରେ ଶୁଭିଲା ଭାରତ ମାତା କି ଜୟର ଧୋନି । ଯେଉଁ ଅଞ୍ଚଳରେ ତ୍ରିରଙ୍ଗା ପତାକା ଉଡାଇବା ପାଇଁ ପୋଲିସ ଭୟ କରୁଥିଲା ।...
ରାସ୍ତା ନିର୍ମାଣରେ ନିମ୍ନମାନର କାମ, କାମ ଚାଲିଥିବା ବେଳେ ଆପତ୍ତି ଉଠାଇଲେ ଗ୍ରାମବାସୀ
ରାସ୍ତା ନିର୍ମାଣରେ ନିମ୍ନମାନର କାମ । କାମ ସରିବା ପରେ ନୁହେଁ, କାମ ଚାଲିଥିବା ବେଳେ ଆପତ୍ତି ଉଠାଇଛନ୍ତି ଗ୍ରାମବାସୀ । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କଟକ ଚାନ୍ଦବାଲି ରାସ୍ତା ଠାରୁ ଡିହାପଡା ପର୍ଯ୍ୟନ୍ତ ତିଆରି ହେଉଥିବା...












