ଜନ୍ମ ନେଲା ମୁଣ୍ଡ ବିହୀନ ବାଛୁରୀ
ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀ ବ୍ଲକ କୁସୁମବନ୍ଧ ଗାଁରେ ବିରଳ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗାଇ ଏକା ଥରକେ ୩ଟି ବାଛୁରି ଜନ୍ମ ଦେଇଛି । ତିନୋଟି ବାଛୁରି ମଧ୍ୟରୁ ଗୋଟିଏ ବାଛୁରୀର ମୁଣ୍ଡ ନାହିଁ । ଜନ୍ମର...
ଗୁଣି ଗାରେଡିରୁ ଫୁଟିଲା ଗୁଳି
ଗୁଣି ଗାରେଡିରୁ ଫୁଟିଲା ଗୁଳି । ଗୁଣିଗାରେଡି ସନ୍ଦେହରୁ ଲୋକଙ୍କୁ ମାରପିଟ୍ କରିବା ଘଟଣା ନୂଆ ନୁହେଁ । କିନ୍ତୁ, ଡାହାଣୀ ଭାବି ଗୁଳିମାଡ଼ କରିବା ଘଟଣା ଖୁବ୍ କମ୍ ଦେଖିବାକୁ ମିଳିଥାଏ । ମୟୂରଭଞ୍ଜ ଜିଲ୍ଲାର ବିଶୋଇ...
ସମ୍ବଲପୁରରେ ଗଣଦୁଷ୍କର୍ମ, କୋଡିଏ ଦିନରେ ହେବ ଚାର୍ଜସିଟ୍
ସମ୍ବଲପୁର ଅଇଁଠାପାଲି ଅଞ୍ଚଳରେ ଗଣଦୁଷ୍କର୍ମ . ଜଣେ ଆଦିବାସୀ ଯୁବତୀଙ୍କୁ ଚାରିଜଣ ଯୁବକ ଦୁଷ୍କର୍ମ କରିବା ପରେ ରାସ୍ତାକଡରେ ଫିଙ୍ଗିଦେଇ ଚାଲି ଯାଇଥିଲେ. ଗୁରୁତ ପୀଡିତାଙ୍କୁ ହସପିଟାଲରେ ଭର୍ତ୍ତି କାରଯାଇଥିବା ବେଳେ ପୋଲିସ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି. ମାମଲାକୁ...
ଦିଲ୍ଲୀରେ ଅଗ୍ନିକାଣ୍ଡ ଘଟଣା: ମୃତକଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଦିଲ୍ଲୀର ରାଣୀ ଝାନସି ରୋଡରେ ଥିବା ବ୍ୟାଗ ତିଆରି ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୪୩ ଜଣଙ୍କ ମୃତ୍ୟୁ ହୋଇଛି | ତେବେ ଆଗକୁ ମଧ୍ୟ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି | ସେପଟେ ଏହି...
ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ଦେହାନ୍ତ
କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ଦେହାନ୍ତ | ଭୁବନେଶ୍ୱରସ୍ଥିତ ବାସଭବନରେ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି | ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା | ସେ ଜଣେ...
ବରୁଣେଇରେ ରାଷ୍ଟ୍ରପତି, ପାଇକ ବିଦ୍ରୋହ ସ୍ମାରକୀର କଲେ ଶିଳାନ୍ୟାସ
୨ ଦିନିଆ ଓଡିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖୋର୍ଦ୍ଧା ଜିଲ୍ଲା ବରୁଣେଇରେ ପହଂଚି ପାଇକ ବିଦ୍ରୋହ ସ୍ମାରକୀର ଶିଳାନ୍ୟାସ କରିଛନ୍ତି | ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଧର୍ମପତ୍ନୀ ସବିତା କୋବିନ୍ଦ, ଓଡ଼ିଶାର ରାଜ୍ୟପାଳ ପ୍ରଫେସର...
ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ, ୪୩ ମୃତ
ଦିଲ୍ଲୀରେ ଏକ ବ୍ୟାଗ ତିଆରି ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ | ସେଣ୍ଟ୍ରାଲ ଦିଲ୍ଲୀର ରାଣୀ ଝାନସି ରୋଡରେ ଥିବା ଅନାଜ ମଣ୍ଡିରେ ନିଆଁ ଲାଗିଯିବାରୁ ୪୩ ଜଣଙ୍କର ମୃତ୍ୟୁ ଘଟିଛି | ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ...
ଛ’ଟି ଜିଲ୍ଲାରେ ସ୍ବାସ୍ଥ୍ୟ ଭିତ୍ତିଭୂମି ସଜାଡିବେ ସରକାର
'ମୋ ସରକାର' ଟିିମ୍ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସମ୍ବଲପୁର, ଦେବଗଡ, ଅନୁଗୁଳ, କେନ୍ଦ୍ରାପଡା,ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ପାଇଁ ନୂଆ ଘୋଷଣା କରିଛନ୍ତି । ମୋ ସରକାର ଟିମରେ ସରକାରଙ୍କ ବରିଷ୍ଠ ଅଧିକାରୀ...
ସ୍କୁଲରେ ପିଲାଙ୍କ ଦେହରେ ଲାଗିଲା ଭୁତ !
ରାୟଗଡା ଜିଲ୍ଲା ବିଷମ କଟକ ଚାଟିକଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସପ୍ତମ ଓ ଅଷ୍ଟମ ଶ୍ରେଣୀର ପାଞ୍ଚଜଣ ଛାତ୍ରୀ ହଠାତ୍ ଅସ୍ୱାଭାବିକ ଆଚରଣ ଦେଖାଇବା ଆରମ୍ଭ କଲେ । ମଧ୍ୟାହ୍ନ ଭୋଜନ...
ଅଟୋ ଓଲଟି ଛାତ୍ରୀ ମୃତ
କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ଗରାଗାଁ ନିକଟରେ ଅଟୋ ଓଲଟି ଜଣେ ସ୍କୁଲ ଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଚାରିଜଣ ଗୁରୁତର ଆହତ ହୋଇଛନ୍ତି. ଔପଦା ସରସ୍ବତୀ ଶିଶୁମନ୍ଦିରରୁ ପିଲାମାନଙ୍କୁ ଆଣି ଆସୁଥିବା ବେଳେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା....














