କାହା ପାଇଁ ଆଖି ବୁଜିଲା ଉନ୍ନାଓ ପୀଡିତା
ଶେଷରେ ଆଖି ବୁଜିଦେଲା ଉନ୍ନାଓ ପୀଡିତା. ଗତ ଗୁରୁବାର ଦିନ ପୀଡିତା କୋର୍ଟକୁ ଯାଉଥିବା ବେଳେ ଦୁଷ୍କର୍ମ ଅଭିଯୁକ୍ତ ସମତେ ପାଞ୍ଚଜଣ ପୀଡିତାଙ୍କୁ ମାଡ ମାରିବା ସହ ନିଆଁ ଲଗେଇ ଦେଇଥିଲେ. ପୀଡିତାଙ୍କ ଶରୀରର ନବେଭାଗ ପୋଡି ଯାଇଥିବା ବେଳେ...
ଦେଶ ପାଇଁ ଅତି ଭୟାନକ
ଯାହା ହେଲା, ଦେଶ ପାଇଁ ଅତି ଭୟାନକ. ନ୍ୟାୟିକ ପ୍ରକ୍ରିୟାରେ ଦୋଷୀକୁ ଦଣ୍ଡ ମିଳିବା ଦରକାର. ଆଇନକୁ ହାତକୁ ନେବା ଠିକ୍ ନୁହେଁ. ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣାରେ ଚାରିଜଣ ଅଭିଯୁକ୍ତଙ୍କୁ ତେଲେଙ୍ଗାନା ପୋଲିସ ଏନକାଉଣ୍ଟର କରିବା ପରେ ଏମିତି ପ୍ରତିକ୍ରିୟା...
ଦଶଦିନରେ ନ୍ୟାୟ
ଅତି ଭୟଙ୍କର ଭାବେ ଡାକ୍ତର ରେଡ୍ଡୀଙ୍କୁ ଗଣଦୁଷ୍କର୍ମ କରିବା ପରେ ନିଆଁ ଲଗାଇ ପୋଡି ମାରିଦେଇଥିଲେ ଚାରିଜଣ ଅପରାଧୀ. ସମଗ୍ର ଦେଶରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲା. ତେଲେଙ୍ଗାନା ପୋଲିସ ସେମାନଙ୍କୁ ଗିରଫ କଲା ଏବଂ ଏନକାଉଣ୍ଟର...
ଯେଉଁଠି ମାରିଥିଲେ, ସେଇଠି ଏନକାଉଣ୍ଟର
ହାଇଦ୍ରାବାଦର ଜଘନ୍ୟ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ସମସ୍ତ ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର । ପୋଲିସର ଏନକାଉଣ୍ଟରରେ ସମସ୍ତ ୪ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଛି । ଚେତନାପାଲି ଓଭରବ୍ରିଜ୍ ଉପରେ ଏହି ଏନକାଉଣ୍ଟର ହୋଇଥିଲା । ଯେଉଁଠି ସେମାନେ ଗଣଦୁଷ୍କର୍ମ...
ଶୁଣାଣୀ ପାଇଁ କୋର୍ଟକୁ ଯାଉଥିବା ବେଳେ ପୀଡିତାଙ୍କୁ ନିଆଁ ଲଗାଇଦେଲେ
ଗଣଦୁଷ୍କର୍ମକୁ ନେଇ ପୁଣି ବର୍ବରତା. ଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲାରେ ଗତ ମାର୍ଚ୍ଚମାସରେ ହୋଇଥିବା ଗଣଦୁଷ୍କର୍ମ ଘଟଣାର ପୀଡିତାଙ୍କୁ ଆଜି ପାଞ୍ଚଜଣ ଦୁର୍ବୃତ୍ତ ନିଆଁ ଲଗାଇ ପୋଡି ମାରିଦେବାକୁ ଉଦ୍ୟମ କରିଛନ୍ତି. ପୀଡିତାଙ୍କ ଶରୀରର ଷାଠିଏ ସତୁରୀ ଭାଗ ପୋଡି ଯାଇଥିବା...
ଅଜଣା ଗାଡି ଧକ୍କାରେ ଦମ୍ପତ୍ତି ମୃତ
ଅଜଣା ଗାଡି ଧକ୍କାରେ ଦମ୍ପତ୍ତି ମୃତ । କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଘୋଳିଯୁବା ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ଆଜି ସକାଳେ ଭବାନୀପାଟଣା ଜୟପୁର ରାସ୍ତାର ୨୬ ନମ୍ବର ଜାତୀୟ ରାଜପଥ ମର୍ଣ୍ଣଂ ୱାର୍କରେ ଯାଇଥିବାବେଳେ...
ଝଲସୁଛି କୋଣାର୍କ
କୋଣାର୍କ ଉତ୍ସବର ଚତୁର୍ଥ ସଂନ୍ଧ୍ୟାରେ କୁଚୁପୁଡି ଏବଂ ଓଡିଶୀ ନୃତ୍ୟ ସମସ୍ତଙ୍କୁ ମନ୍ତ୍ର ମୁଗ୍ଧ କରିଛି । ମୁକ୍ତାକାଶ ରଙ୍ଗମଞ୍ଚରେ କୁଚୁପୁଡି ଶାସ୍ତ୍ରୀୟ ନୃତ୍ୟ ଗୁରୁ ଦମ୍ପତ୍ତି ନୃତ୍ୟ ପରିବେଶଣ କରିଥିଲେ । ରାଜା ରାଧା ରେଡ୍ଡୀ ସାଥୀ କଳାକାରଙ୍କ...
ଘର ଭିତରେ ବ୍ୟାଙ୍କ ମ୍ୟାନେଜରଙ୍କ ମୃତଦେହ , ସୋସିଆଲ ସାଇଟରେ ଜୀବନ ମୃତ୍ୟୁର ପୋଷ୍ଟ
ଭୁବନେଶ୍ୱରରେ ଚାଞ୍ଚଲ୍ୟ । ଘର ଭିତରୁ ବ୍ୟାଙ୍କ ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ସନ୍ଦେହଜନକ ଭାବେ ଘର ଭିତରୁ ଝୁଲନ୍ତା ମୃତ ଦେହ ଉଦ୍ଧାର କଲା ପୋଲିସ । ମୃତ ବ୍ୟାଙ୍କ ମ୍ୟାନେଜରଙ୍କ ନାଁ ଆର୍. ରଞ୍ଜିତା ରାଓ...
ସଫେଇ କର୍ମଚାରୀ ଦେଲେ ଇଞ୍ଜେକସନ୍
ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ସୁଧାରିବାପାଇଁ କେମିତି କାମ କରୁଛି ସ୍ୱାସ୍ଥ୍ୟ ବିଭାଗ । ଫାଇଭ ଟିରେ ଏହି ବିଭାଗ ସାମିଲ ହେବା ପରେ ବଦଳିଲାଣି କି ଡାକ୍ତରଖାନା କର୍ମଚାରୀଙ୍କ ଚରିତ୍ର । ଆସନ୍ତୁ ଯିବା ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା...
ତୃତୀୟ ସନ୍ଧ୍ୟାରେ ମନମୋହିଲା ଓଡିଶୀ ଓ ମୋହିନୀଆଟମ ନୃତ୍ୟ
ଉଠୁଛି ପଡୁଛି ଅର୍କକ୍ଷେତ୍ର କୋଣାର୍କ । ସଂନ୍ଧ୍ୟା ହେଲେ ଜମିଯାଉଛି ଲୋକଙ୍କ ଗହଳି । ମହୋତ୍ସବର ତୃତୀୟ ସନ୍ଧ୍ୟାରେ ମନମୋହିଲା ଓଡିଶୀ ଓ ମୋହିନୀଆଟମ । ସୁନ୍ଦର ଆଲୋକ ସାଜସଜା ସହ ମୁକ୍ତାକାଶ ରଙ୍ଗମଞ୍ଚରେ ଦର୍ଶକ ଓଡିଶୀ ଓ ମୋହିନୀଆଟମ...















