ବଢିଲା ଅଯୋଧ୍ୟା ମାମଲାରେ ଶୁଣାଣି କରୁଥିବା ୫ ଜଷ୍ଟିସଙ୍କ ସୁରକ୍ଷା ବ୍ୟବସ୍ଥା
ବହୁ ଚର୍ଚ୍ଚିତ ଅତି ସମ୍ଵେଦନଶୀଳ ଅଯୋଧ୍ୟା ମାମଲାର ପ୍ରକାଶ ପାଇଛି ଐତିହାସିକ ରାୟ | ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ରାୟ ଦେଇଛନ୍ତି | ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ୍ ଏସ.ଏ.ବୋବଡେ, ଜଷ୍ଟିସ୍ ଏସ୍...
୧୩ରୁ ଶୀତ ଅଧିବେଶନ
ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ | ୧୩ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୧୯ ତାରିଖ ଯାଏଁ ଚାଲିବ ଅଧିବେଶନ | ଚଳିତ ବର୍ଷର ଏହି ଅଧିବେଶନରେ ୩୦ଟି କାର୍ଯ୍ୟ ଦିବସ ରହିଛି...
ଆଜି ଲକ୍ଷ୍ମୀ ନୃସିଂହ ବେଶ, କାଲି ସୁନାବେଶ
ମାସ ଭିତରେ ଶ୍ରେଷ୍ଠ କାର୍ତ୍ତିକ I ଧର୍ମର ମାସ, ପୂଣ୍ୟର ମାସ. ସେଥିପାଇଁ ବ୍ରତଧାରୀମାନେ ମାସସାରା ନିଷ୍ଠାର ସହ ରାଇ ଦାମୋଦର ପୂଜା କରି ବ୍ରତ ପାଳନ କରିଥିବା ମାସର ଶେଷ ପାଞ୍ଚଦିନକୁ ପଞ୍ଚୁକ ଭାବେ ପାଳନ କରିଥାନ୍ତି. ପବିତ୍ର...
ବୁଲିଗଲା ବୁଲ୍ ବୁଲ୍ , ଦେଇଗଲା ଅସରନ୍ତି ଦୁଃଖ
ସ୍ଥଳଭାଗ ଛୁଇଁ ସାରିଛି ବାତ୍ୟା ବୁଲ୍ ବୁଲ୍ । ହେଲେ ବାଳେଶ୍ୱର, କେନ୍ଦ୍ରାପଡା , ପାରାଦୀପରେ ରଚିଛି ତାଣ୍ଡବ । ସମୂଦ୍ରର ଘୋ ଘୋ ଗର୍ଜନ । ଅଶାନ୍ତ ହୋଇ କୂଳକୁ ମାଡି ଆସୁଥିଲା ଏହିଭଳି ଢଙ୍ଗରେ । ଏପଟେ...
କଅଁଳ ଶିଶୁଙ୍କ ମୁଣ୍ଡ ନେଲାଣି ଅଜଣା ରୋଗ
ଜାପାନିଜ୍ ଏନସେଫାଲାଇଟ୍ସ , ସ୍ୱାଇନ ପ୍ଲୁଂ ପରେ ମାଲକାନଗିରିରେ ଅଜଣା ରୋଗର ଆତଙ୍କ । ଜିଲ୍ଲାର କାଲିମେଳା ବ୍ଲକ ତାମାନାପଲ୍ଲୀ ଗାଁରେ ଅଜଣା ରୋଗରେ ୧୫ ଦିନ ଭିତରେ ୬ଜଣ ଶିଶୁଙ୍କର ମୃତ୍ୟୁ ହୋଇସାରିଛି । ଅନ୍ୟ ୭ଶିଶୁ ଆକ୍ରନ୍ତ...
୨ ଲକ୍ଷ ୩୦ ଟଙ୍କାର ଜାଲ୍ ନୋଟ୍ ଜବତ
ଏକ ଭଡ଼ା ଘରୁ ପୁଲିସ ୨ ଲକ୍ଷ ୩୦ ଟଙ୍କାର ଜାଲ୍ ନୋଟ୍ ଜବତ କରିଛି। ଏହି ଘଟଣାରେ ପୁଲିସ ଜଣକୁ ଗିରଫ କରିଛି। କେତେଦିନ ଜାଲ୍ ନୋଟ୍ କାରବାର ଚାଲିଥିଲା, ତାହା ଉପରେ ରାୟଗଡ଼ା ଜିଲ୍ଲା ଟିକିରି ଥାନା...
ପାଖଉଛି ବୁଲ୍ ବୁଲ୍
ବାତ୍ୟା ବୁଲ୍ ବୁଲ୍ ନେଇ ଏସଆରସି ପ୍ରଦିପ ଜେନାଙ୍କ ସୂଚନା । ବୁଲ୍ ବୁଲ ଏବେ ପାରାଦୀପଠାରୁ ୯୫ କିଲୋମିଟର ଦୂରରେ ରହିଛି । ଘଣ୍ଟା ପ୍ରତି ୧୩ କିମି ବେଗରେ ଗତି କରୁଛି ବୁଲ୍ ବୁଲ୍ । ‘ଆଜି...
ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ
ଅଯୋଧ୍ୟା ମାମଲାରେ ସୁପ୍ରିମ କୋଟଙ୍କ ବଡ ନିର୍ଦ୍ଦେଶ । ମୁସଲିମ ପକ୍ଷକୁ ଅନ୍ୟତ୍ର ଜାଗା ଦେବାକୁ ସୁପ୍ରିମକୋର୍ଟଙ୍କ ଆଦେଶ । ମୁସଲିମ ପକ୍ଷଙ୍କୁ ବିକଳ୍ପ ଜାଗା ଦେବାକୁ କହିଲେ ସୁପ୍ରିମକୋର୍ଟ । ସୁନି ୱାକପ ବୋର୍ଡକୁ ୫ ଏକର ଜମି...
ଦୁଇଦିନ ସବୁ ସ୍କୁଲ ଛୁଟି
ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ଆସନ୍ତାକାଲି ୯ଟି ଜିଲ୍ଲାରେ ସ୍କୁଲ ଗୁଡିକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆଜି ପୁୂରୀ , କେନ୍ଦ୍ରାପଡା, ଜଗତସିଂହପୁର ଓ ଯାଜପୁର ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା...
ଓଡିଆ ଯବାନ ଗିରଫ
ପାକିସ୍ତାନର ମହିଳା ଆଇଏସଆଇ ଏଜେଣ୍ଟକୁ ତଥ୍ୟ ଯୋଗାଉଥିବା ଅଭିଯୋଗରେ ଗଞ୍ଜାମ ଜିଲ୍ଲାର ଓଡିଆ ଯବାନ ଗିରଫ । ରାଜସ୍ଥାନ ଜୟପୁର ରେଳ ଷ୍ଟେସନରୁ ପୋଲିସ ଦୁଇ ଜଣ ଯବାନଙ୍କୁ ଗିରଫ କରିଛି । ଜଣଙ୍କର ପ୍ରମାଣ ମିଳିନଥିବାରୁ ଜଣେ ଯବାନଙ୍କୁ...










