28.4 C
Bhubaneswar
Sunday, August 9, 2026
-Advertisement-

ମାଙ୍କ ମହାନବମୀ

ଆଜି ଜଗତଜନନୀ ମା ଦୁର୍ଗାଙ୍କ ମହାନବମୀ ପୂଜା | ଚାରିଆଡେ ଉତ୍ସବର ମାହୋଲ | ଶଙ୍ଖ ଓ ବାଜା ଧ୍ୱନିରେ ଫାଟି ପଢୁଛି ପରିବେଶ | ମାଙ୍କ ଦର୍ଶନ ପାଇଁ ସବୁ ପୂଜା ମଣ୍ଡପରେ ଜମୁଛି ହଜାର ହଜାର ଭକ୍ତଙ୍କ...

ଆରେ କଲୋନିରୁ ଗଛ କଟା ଉପରେ ଲାଗିଲା ରୋକ

ଗଛ କଟା ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ | ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଗଛ ନକାଟିବା ପାଇଁ ନିର୍ଦେଶ ଦେଇଛନ୍ତି କୋର୍ଟ | ମୁମ୍ବାଇର ଆରେ କଲୋନିରୁ ମହାରାଷ୍ଟ୍ର ସରକାର ଗଛ କାଟିଥିଲେ | ଯାହାକୁ ନେଇ ପ୍ରତିବାଦ ସୃଷ୍ଟି...

ଭାରତର ବିଶାଳ ବିଜୟ

ବିଶାଖାପାଟଣା ଟେଷ୍ଟ ଜିତିଲା ଟିମ୍ ଇଣ୍ଡିଆ । ଦକ୍ଷିଣ ଆଫ୍ରିକାକୁ ୨୦୩ ରନରେ ହରାଇଲା ଭାରତ । ଦ୍ୱିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକା ମାତ୍ର ୧୯୧ରେ ଅଲ ଆଉଟ୍ ହୋଇଛି । ଦ୍ୱିତୀୟ ଇନିଂସରେ ମହମ୍ମଦ ସାମିଙ୍କୁ ୫, ଜାଡେଜାଙ୍କୁ...

ଚତୁର୍ଦ୍ଦିଗରେ ପାର୍ବଣର ମହ ମହ ବାସ୍ନା

ଆସିଛି ପାର୍ବଣ .ଚାରିଆଡେ ପାର୍ବଣର ମହ ମହ ବାତ୍ସ୍ନା. ଧରାପୃଷ୍ଠରେ ଅବତରଣ କରିଛନ୍ତି ଜଗତଜନନୀ ମା ଦୁର୍ଗା. ଯୁଗେ ଯୁଗେ ପାପର ବିନାଶ ପାଇଁ ଦେବୀ ଏମିତି ଧରାପୃଷ୍ଠକୁ ଅବତରଣ କରନ୍ତି. ଆଉ ମାଙ୍କୁ ସ୍ବାଗତ କରିବା ପାଇଁ ସବୁଠି...

ରକ୍ତ ରଞ୍ଜିତ ହେଲା ମାଣିକେଶ୍ୱରୀ ପୀଠ

ମା ମାଣିକେଶ୍ୱରୀଙ୍କ ଆଦିପୀଠ ଧୁଆମୂଳ ରାମପୁରରେ ପାଳିତ ହୋଇଯାଇଛି ପ୍ରସିଦ୍ଧ ଛତର ଯାତରା । ପରଂପରା ଅନୁଯାୟୀ ମହାଷ୍ଟମୀ ମଧ୍ୟରାତ୍ରିରେ ସନ୍ଧିପୂଜା ହେବା ପରେ ସକାଳେ ଛତର ଯାତରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥାଏ । ପ୍ରଥମେ ଜେନାଖାଲରେ ପୂଜାର୍ଚ୍ଚନା...

ସମାଜର ଶତବାର୍ଷିକ ସମାରୋହରେ ଯୋଗଦେବେ

ଆଜି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ସେ ଦୈନିକ ଓଡିଆ କବର କାଗଜ ସମାଜର ଶତବାର୍ଷିକ ସମାରୋହରେ ଯୋଗଦେବେ । ଏଥପାଇଁ କଟକ ସ୍ଥିତ ଜବାହରଲାଲ ନେହେରୁ ଷ୍ଟାଡିୟମକୁ ସୁସଜ୍ଜିତ କରାଯାଇଛି । ଆଜି...

ଆହତ ଯବାନଙ୍କ ସହାୟତା ରାଶି ବୃଦ୍ଧି

ବୁଦ୍ଧି ପାଇଲା ଆହତ ଯବାନଙ୍କ ଆର୍ଥିକ ସହାୟତା ରାଶି | ୪ ଗୁଣା ବୁଦ୍ଧି ପାଇଲା ସହାୟତା ରାଶିର ପରିମାଣ | ଦୀର୍ଘ ଦିନ ଧରି ଆହତ ଯବାନଙ୍କ ସହାୟତା ରାଶି ବୃଦ୍ଧି କରିବା ନେଇ ଦାବି ହୋଇଆସୁଥିବା ବେଳେ...

ରାତି ୧୨ ଯାଏଁ ଜମିବ ମେଲୋଡି

ଚାଲିଛି ପାଵଣ ଋତୁ | ଆସିଛନ୍ତି ମା | ମାଙ୍କ ଆଗମନକୁ ନେଇ ଚାରିଆଡେ ଉତ୍ସବର ମାହୋଲ | ରଙ୍ଗ ବିରଙ୍ଗ ଆଲୋକ ମାଳରେ ସୁସଜ୍ଜିତ ହୋଇଛି ତୋରଣମାନ | ଭଳିକି ଭଳି ଆଲୋକ ମାଳ ସାଙ୍ଗକୁ ଝଲସୁଛନ୍ତି ମା...

ସ୍ତ୍ରୀ ଦେଲା ସ୍ୱାମୀଙ୍କୁ ମୁଖାଗ୍ନି

ସ୍ୱାମୀଙ୍କୁ ମୁଖାଗ୍ନି ଦେଲେ ସ୍ତ୍ରୀ । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରୁପାଲି ଥାନା ତମାମୁରା ଗାଁରେ ଘଟିଛି ଘଟଣା । ଗାଁର ଚନ୍ଦ୍ରମୁଣି ଭୁଇଁ କେନାଲକୁ ଗାଧୋଇବାକୁ ଯାଇ ଆଉ ଫେରିନଥିଲେ । ପରେ ପରେ କେନାଲରୁ ତାଙ୍କ ମୃତ...

ଅନନ୍ତନାଗରେ ଆତଙ୍କୀ ଆକ୍ରମଣ

ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆତଙ୍କୀ ଆକ୍ରମଣ | ଡେପୁଟି କମିସନର୍‌ଙ୍କ ଅଫିସ୍‌ ବାହାରେ ଆତଙ୍କବାଦୀମାନେ କରିଛନ୍ତି ଗ୍ରେନେଡ୍‌ ମାଡ଼ | ଏହି ଆକ୍ରମଣରେ ପ୍ରାୟ ଦଶ ଜଣ ଆହତ ହୋଇଛନ୍ତି | ଆହତଙ୍କ ମଧ୍ୟରେ ଶିଶୁ ମଧ୍ୟ ସାମିଲ...
- Advertisement -

Latest article

Promos d’Entrée au Tournoi Betriviera

SommaireGuide Pratique : Comment Profiter des Promos d'Entrée au Tournoi BetrivieraÉtape 1 : Inscription et Éligibilité au TournoiÉtape 2 : Choisir et Activer son...

Date limite du bonus de bienvenue Stake : ne le laissez pas expirer

SommaireComprendre la période de validité de votre bonus StakeLes conditions de mise (Wagering Requirements) et le compte à reboursGuide étape par étape pour éviter...

Estave Instant Cashback vs Weekly Cashback

ContentsHow Instant Cashback Works at EstaveUnderstanding the Weekly Cashback ModelKey Differences: A Side-by-Side ComparisonWhich Cashback Offer Should You Choose?Common Terms and How to Claim...