ବଢୁଛି ସେକ୍ସ କାରବାର
ଆକ୍ସନ ମୂଡ଼ରେ ରାୟଗଡା ପୋଲିସ | ଜିଲ୍ଲାରେ ସେକ୍ସ କାରବାର ବୃଦ୍ଧି ପାଉଥିବା ବେଳେ, ଗୋଟିଏ ଦିନରେ ପୋଲିସ ଦୁଇ ଦୁଇଟି ସ୍ଥାନରେ ଅତର୍କିତ ଚଢ଼ାଉ କରି ଦେହଜୀବୀମାନଙ୍କୁ ଗିରଫ କରିଛି | ଗାୟତ୍ରୀ ନଗର 4th ଲାଇନର ଏକ...
ରୋଗୀ ମୃତ୍ୟୁକୁ ନେଇ ମେଡିକାଲ ପରିସରରେ ଲଙ୍କାକାଣ୍ଡ
ଅଶାନ୍ତ ମୟୁରଭଞ୍ଜ ଜିଲ୍ଲା ପାଞ୍ଚପିଢ଼ ଉପଖଣ୍ଡ ମେଡିକାଲ | ଚିକିତ୍ସା ଅବହେଳା ଯୋଗୁଁ ରୋଗୀ ମୃତ୍ୟୁ ଘଟଣାକୁ ନେଇ ପ୍ରକାଶ ପାଇଛି ଉତେଜନା । ଏସମ୍ପର୍କରେ ଡାକ୍ତରଙ୍କୁ କହିବାରୁ ଡାକ୍ତର ଲକ୍ଷ୍ମୀକାନ୍ତ ମହାନ୍ତ ଉତକ୍ଷିପ୍ତ ହୋଇ ଜୈନକ ରୋଗୀ ସମ୍ପର୍କୀୟଙ୍କୁ...
ନିଲମ୍ବିତ ହେଲେ ଉଦଳାଥାନା ଏଏସଆଇ
ମୟୂରଭଞ୍ଜ ଜିଲ୍ଲାର ନୂତନ ଏସ୍ପି ଭାବେ ଦାୟିତ୍ୱ ନେବାର ପ୍ରଥମ ଦିନରୁ ହିଁ ନିଜର ସ୍ପଷ୍ଟ ଆଭିମୁଖ୍ୟକୁ ନେଇ ଚର୍ଚ୍ଚାରେ ଥିବା ଏସ୍ପି ପୁଣି ଥରେ ନିଜ କଡା ଆଭିମୁଖ୍ୟର ପରିଚୟ ଦେଇଛନ୍ତି | ରବିବାର ଉଦଳାଥାନା ଏଏସଆଇ...
ପୁଣି ବୁହା ହେଲେ ପ୍ରସୂତି
ପୁଣି ବୁହା ହେଲେ ପ୍ରସୂତି | ଗାଁକୁ ଭଲ ରାସ୍ତା ନଥିବା ନେଇ ଆସିପାରିଲା ନାହିଁ ଆମ୍ବୁଲାନ୍ସ | ପରିବାର ଲୋକେ ଓ ଆଶା ଦିଦି ପ୍ରସୂତୀଙ୍କୁ ମଟର ସାଇକେଲ, କିଛି ବାଟ ଚାଲି ଚାଲି ଓ କିଛି ବାଟ...
ଓଡିଶାରେ କୋରିଆ ପ୍ରତିନିଧି ଦଳ, ପୁଞ୍ଜି ନିବେଶ ନେଇ କଲେ ଆଗ୍ରହ
ଓଡିଶାରେ ଦକ୍ଷିଣ କୋରିଆର ୪୬ ଜଣିଆ ପ୍ରତିନିଧି ଦଳ | ପୁଣି ଓଡିଶାରେ ପୁଞ୍ଜିନିବେଶ କରିବା ଲକ୍ଷ୍ୟରେ ଆସିଛନ୍ତି ୪୬ ଜଣିଆ ପ୍ରତିନିଧି ଦଳ | ପୋସ୍କୋ ପ୍ରକଳ୍ପ ବିଫଳ ହେବା ପରେ ଓଡିଶାରୁ ମୁହଁ ଫେରାଇ ନେଇଥିବା କୋରିଆ...
ପୁଣି ଲଜ୍ୟା, ଭାଇରାଲ ହେଲା ଗଣ ଦୁଷ୍କର୍ମ ଭିଡିଓ
ପୁଣି ଭାଇରାଲ ହେଲା ଏକ ଗଣ ଦୁଷ୍କର୍ମର ଭିଡିଓ | ଯାହାକୁ ନେଇ ଜୁନାଗଡ ଥାନାର ଦ୍ୱାରସ୍ଥ ହେଲେ ପୀଡ଼ିତ ଯୁବତୀ | କଳାହାଣ୍ଡିରେ ଜିଲ୍ଲାରେ ଘଟିଛି ଏହି ଲଜ୍ୟା ଜନକ ଘଟଣା | ଅପରାହ୍ଣରେ ପୀଡ଼ିତ ଯୁବତୀ ଜଣକ...
ତିହାର ଜେଲରେ କଂଗ୍ରେସ ଅଧ୍ୟକ୍ଷା ଓ ପୂର୍ବତନ ପ୍ରଧାନମନ୍ତ୍ରୀ
ତିହାର ଜେଲରେ ପହଁଚି କଂଗ୍ରେସ ନେତା ପି. ଚିଦାମ୍ୱରମ୍ ଙ୍କୁ ଭେଟିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ | ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ତିହାର ଜେଲରେ ପି. ଚିଦାମ୍ୱରମ୍ ଥିବା ବେଳେ...
୨୫ ଓ ୨୬ରେ ଛେଚିବ ବର୍ଷା
ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ | ଏହାର ପ୍ରଭାବରେ ୨୫ ତାରିଖ ଠାରୁ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗରେ ବର୍ଷାର ପ୍ରଭାବ ବଢିବ | ଏହାର ୨୪ ଘଣ୍ଟା ପରେ ଅର୍ଥାତ୍ ୨୬ ତାରିଖ ବେଳକୁ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ...
‘ହାଓଡି ମୋଦୀ’ କାର୍ଯ୍ୟକ୍ରମରେ ଏକତାର ପାଠ ପଢ଼ାଇଲେ ମୋଦୀ
‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଝଲସିଛନ୍ତି ପ୍ରଧାନମନ୍ତ୍ରୀ ମୋଦି | ହଷ୍ଟନରେ ଖେଳିଯାଇଥିଲା ପ୍ରଧାନମନ୍ତ୍ରୀଙ୍କ ଭାଷଣର ଯାଦୁ | ଏନ୍ଆର୍ଜି ଷ୍ଟାଡିୟମରେ ୫୦ ହଜାରରୁ ଅଧିକ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେଇଥିଲେ । ଏହି ଅବସରରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍...
ବିଜେପୁର ଆସନ ପାଇଁ ନାମାଙ୍କନ ଦାଖଲ ପକ୍ରିୟା ଆରମ୍ଭ
ବିଜେପୁର ଉପନିର୍ବାଚନ ପାଇଁ ନିର୍ଵାଚନ ବିଗୁଲ ବାଜି ସାରିଛି | ଅକ୍ଟୋବର ୨୧ ତାରିଖରେ ମତଦାନ ଏବଂ ୨୪ରେ ଭୋଟ ଗଣତି ହେବ | ୨୭ ଅକ୍ଟୋବରରେ ସୁଦ୍ଧା ନିର୍ବାଚନ ପକ୍ରିୟା ଶେଷ ହେବ | ତେବେ ନିର୍ବାଚନ ତାରିଖ...
















