ଏକ ବଡ ଅଘଟଣରୁ ବର୍ତ୍ତିଲା ଡିଏମୟୁ ଟ୍ରେନ
ଏକ ବଡ ଧରଣର ଅଘଟଣରୁ ବର୍ତ୍ତିଲା ଟ୍ରେନ | ଟ୍ରେନ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ପାଇଁ ବଂଚିଯାଇଛି ବହୁ ଯାତ୍ରୀଙ୍କ ଜୀବନ | ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ନିକଟସ୍ଥ ସାନମଉଦା ନିକଟରେ ଏକ ବଡ଼ ଦୁର୍ଘଟଣାରୁ ବର୍ତି ଯାଇଛି ଡିଏମୟୁ...
ଘରୋଇ କମ୍ପାନୀମାନଙ୍କୁ ଖୁସି ଖବର ଦେଲେ ଅର୍ଥମନ୍ତ୍ରୀ
ଘରୋଇ କମ୍ପାନୀ ଏବଂ ନୂତନ ମାନ୍ୟୁଫାକଚରିଂ କମ୍ପାନୀମାନଙ୍କ ପାଇଁ ଖୁସି ଖବର | ହ୍ରାସ ପାଇବ ଟ୍ୟାକ୍ସ | ଶୁକ୍ରବାର ଗୋଆରେ ଚାଲିଥିବା ଜିଏସଟି କାଉନସିଲ୍ ବୈଠକ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ ଏହି ଖୁସି ଖବର ଦେଇଛନ୍ତି |...
ଧରାଦେଲା ବୟଫ୍ରେଣ୍ଡ!
ଜଗତସିଂହପୁର ନର୍ସ ନିହାରିକା ପାତ୍ରଙ୍କ ମୃତ୍ୟୁ ଘଟଣା । ଅଭିଯୁକ୍ତ ବୟଫ୍ରେଣ୍ଡ ରାଜା ଆଞ୍ଚଲ ଆତ୍ମସମର୍ପଣ କରିଥିବା ସୁଚନା ମିଳିଛି । ପୋଲିସ ନିକଟରେ କିଶୋର ଆତ୍ମସମର୍ପଣ କରିଛି । କିଶୋରକୁ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଛି ପୋଲିସ...
ଯନ୍ତ୍ରଣା ଭୋଗୁଛି ଦୁର୍ଗା
ଅସ୍ୱାଭାବିକ ଭାବେ ବଢୁଛି ମୁଣ୍ଡ । ଶରୀର ତୁଳନାରେ ମୁଣ୍ଡର ଆକାର ଖୁବ୍ ବଡ । ରାଜ୍ୟରେ ଏଭଳି ରୋଗ ବିରଳ । ତେବେ ଏହି ଘଟଣା ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧିନ ଚୁଆପଦା ଗାଁର । ନବଦମ୍ପତ୍ତିଙ୍କ...
ସ୍ୱାଭିମାନ ଅଞ୍ଚଳରେ ୧୪୪ ଧାରା
ଅଶାନ୍ତ ହୋଇପଡିଛି ମାଲକାନଗିରି | ଅଙ୍ଗନବାଡି କେନ୍ଦ୍ରରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ମିଳିବା ଘଟଣା ପରଠୁ ଅଂଚଳରେ ଉତେଜେନା ଦେଖାଦେଇଛି | ଗତ ୧୩ ତାରିଖରେ ଚିତ୍ରକୋଣ୍ଡା ବ୍ଲକ୍ର ଧୂଳିପୁଟ ଗ୍ରାମପଞ୍ଚାୟତ ଅନ୍ତର୍ଗତ ରାଙ୍ଗିଣିଗୁଡ଼ା ଗାଁର ରାଜୁ ହନ୍ତାଳ...
BSNL ଅଫିସରେ ଭୀଷଣ ଅଗ୍ନିକାଣ୍ଡ
ବଜ୍ରକବାଟୀ ରୋଡ୍ ବିଏସଏନଏଲ ଅଫିସରେ ଅଗ୍ନିକାଣ୍ଡ । ଭୀଷଣ ଆକାରରେ ନିଆଁ ଲାଗିଥିବା ସୂଚନା । ଅଗ୍ନିଶମ ଗାଡି ପହଁଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ନିଆଁ ଲାଗିଥିବା ଯୋଗୁଁ କଟକରେ ବିଏସଏନଏଲ ସେବା ଠପ୍ ...
ଭୁବନେଶ୍ୱର ରେଳଷ୍ଟେସନର ହେବ ନବକଳେବର
ଭୁବନେଶ୍ୱର ରେଳଷ୍ଟେସନର ହେବ ନବକଳେବର | ଉଭୟ ରେଳବାଇ ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ବଦଳିବାକୁ ଯାଉଛି ଭୁବନେଶ୍ୱର ରେଳଷ୍ଟେସନର ଢାଞ୍ଚା | ନୂଆଦିଲ୍ଲୀସ୍ଥିତ ଉଦ୍ୟୋଗ ଭବନଠାରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ...
ଗୁଗୁଲ ଆପରେ ଓଡିଆ ଭାଷା
ଓଡିଆ ଭାଷା ପ୍ରେମୀଙ୍କ ପାଇଁ ଗୁଗୁଲ ଆପଣାଇବାକୁ ଯାଉଛି ନୂଆ ଉପାୟ | ଓଡ଼ିଆ ଭାଷାଭାଷୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି ଗୁଗଲ୍ । ଦିନକୁ ଦିନ ଇଣ୍ଟରନେଟ୍ର ବ୍ୟବହାର ଏବଂ ବ୍ୟବହାରକାରୀଙ୍କ ସଂଖ୍ୟା ବଢୁଥିବା ବେଳେ ଖୁବ୍...
ବିଦ୍ୟୁତ ଆଘାତରେ ମା ଓ ପୁଅ ମୃତ
ବିଦ୍ୟୁତ ଆଘାତରେ ଚାଲିଗଲା ମା ଓ ପୁଅର ଜୀବନ | ଖଲ୍ଲିକୋଟ ଥାନା ବାକୁଟ ଗାଁରେ ଘଟିଛି ଏହି ଅଘଟଣ | ପୁଅକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ ମା | ମୃତ ପୁଅ ନାରାୟଣ ନାହାକ ଓ...
ସ୍ୱାମୀର ଆକ୍ରମଣରେ ସ୍ତ୍ରୀ ମୃତ
ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ଲାଗିଲା ରକ୍ତର ଛିଟା | ପାରିବାରିକ କଳହକୁ କେନ୍ଦ୍ର କରି ରକ୍ତ ମୁଖା ହେଲା ସ୍ୱାମୀ | ଶେଷରେ ନିଜର ମାନସିକ ଭାରସାମ୍ୟ ହରାଇ ସ୍ତ୍ରୀକୁ ପିଟି ପିଟି କଲା ହତ୍ୟା | ଯଶିପୁର ଥାନା...















