ବଜ୍ରାଘାତରେ ପରିବାରର ୫ ଗୁରୁତର
ବଜ୍ରାଘାତରେ ଗୋଟିଏ ପରିବାରର ୫ ଗୁରୁତର । ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଖମାର ଥାନା ମୁଣ୍ଡୁରୀବେଡା ଗାଁର ଘଟଣା । ବଜ୍ରାଘାତରେ ଗୋଟିଏ ପରିବାରର ମା ସମେତ ୪ ଛୁଆ ଗୁରୁତର ହୋଇଛନ୍ତି । ସମସ୍ତେ ଘରେ ଥିବାବେଳେ...
ଚାକିରୀ ଦେବା ନାଁରେ ଯୁବତୀଙ୍କୁ ଦୁଷ୍କର୍ମ
ରାଜଧାନୀରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଭୁବନେଶ୍ୱର ଲକ୍ଷ୍ମୀ ସାଗର ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ପରେ ପୋଲିସ ନେଇଛି କାର୍ଯ୍ୟାନୁଷ୍ଠାନ । ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଜଣେ ବ୍ୟକ୍ତି ଛତିଶଗଡ଼ର ଜଣେ ଯୁବତୀଙ୍କୁ ଏକ...
ବାଇକ୍ ସହ ପାଣିରେ ଭାସିଗଲେ ୩ ଯୁବକ
କାଲି ରାତିରେ ରାଜଧାନୀରେ ଜାରି ରହିଥିଲା ବର୍ଷା । ରାସ୍ତା ଉପରେ ପ୍ରଚୁର ବର୍ଷା ଜଳରେ ବୁଡି ଯାଇଥିଲା ଡ୍ରେନ୍ । ଆଜି ସକାଳେ ଡ୍ରେନରେ ୩ଜଣ ଯୁବକ ଭାସିଯାଇଥିବା ଜଣାପଡ଼ିଛି । ରାସ୍ତା ଉପରେ ପ୍ରବଳ ପାଣି ଥିବାରୁ...
ବାୟୁସେନା ଶକ୍ତି ବଢାଇବ ‘ଆପାଚି’
ଆଜିଠାରୁ ବାୟୁସେନାରେ ସାମିଲ ହେବ ଅତ୍ୟାଧୁନିକ ‘ଆପାଚି’ ହେଲିକପ୍ଟର । ଦୁନିଆର ସବୁଠାରୁ ଲଢୁଆ ଏଏଚ ୬୪-ଇ ଏହି ହେଲିକପ୍ଟରକୁ କୁହାଯାଇଛି । ଆମେରିକା ସେନା ଏହି ‘ଆପାଚି’ ହେଲିକପ୍ଟର ବ୍ୟବହାର କରିଥାନ୍ତି । ଆଠଟି ‘ଆପାଚି’ହେଲିକପ୍ଟର ଆଜି ଭାରତୀୟ...
ନୂଆଁଖାଇ ଜୁହାର୍
ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବମୁଖର ସମଗ୍ର ପଶ୍ଚିମ ଓଡିଶା । ନିର୍ଦ୍ଧାରିତ ଲଗ୍ନ ଅନୁସାରେ ଅର୍ଥାତ୍ ସକାଳ ୧୦ ଟା ୫ରୁ ୧୦ଟା ୨୦ ମଧ୍ୟରେ ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀଙ୍କ ନିକଟରେ ନୂଆ ଶସ୍ୟରେ ପ୍ରସ୍ତୁତ ନବାନ୍ନ ଲାଗି...
ପୁରୀ ଥଇଥାନ ପ୍ୟାକେଜ ଘୋଷଣା
ପୁରୀକୁ ବିଶ୍ୱ ଐତିହ୍ୟ କରିବା ପାଇଁ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ୭୫ମିଟର ଯାଏଁ ଜାରି ରହିଛି ଉଚ୍ଛେଦ ପ୍ରକ୍ରିୟା । ଉଚ୍ଛେଦ ପ୍ରକ୍ରିୟାକୁ ନେଇ କ୍ଷତିଗ୍ରସ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥଇଥାନ ପାଇଁ...
କୁଳଭୂଷଣଙ୍କୁ ଭେଟିବେ ଭାରତୀୟ ପ୍ରତିନିଧି
କୁଳଭୂଷଣ ଯାଦବଙ୍କୁ ପାକିସ୍ତାନରେ ଭେଟିଲେ ଭାରତୀୟ ପ୍ରତିନିଧି । ପାକିସ୍ତାନ ଦେଇଥିବା ପ୍ରସ୍ତାବକୁ ଗ୍ରହଣ କରିଛି ଭାରତ । ଏହାପରେ କୁଳଭୂଷଣ ଯାଦବଙ୍କୁ ଭେଟିଛନ୍ତି ଭାରତୀୟ ପ୍ରତିନିଧି ଗୌରବ ଆଲୁବାଲିଆ । ତେବେ ଏହି ସାକ୍ଷାତକାର ଅବାଧ୍ୟ ନିରପକ୍ଷ ହେବା...
ଶିକ୍ଷୟତ୍ରୀଙ୍କୁ ପ୍ରେମ ନିବେଦନ କରି ଗିରଫ ହେଲେ କିରାଣୀ
ଜଣେ ଶିକ୍ଷୟତ୍ରୀଙ୍କୁ ପ୍ରେମ ନିବେଦନ କରି ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରି ଗିରଫ ହୋଇଛନ୍ତି ଜଣେ ସ୍କୁଲର କିରାଣୀ । ଏହି ଘଟଣା ଘଟିଛି ରାୟଗଡା ଜିଲ୍ଲା ବିଷମକଟକ ଅଞ୍ଚଳରେ । ଏହି ଅଞ୍ଚଳର ଦୁର୍ଗୀ ହାଇସ୍କୁଲକୁ ବଦଳି...
୪୦୭ ଧକ୍କାରେ ଜଣେ ମୃତ,ଜଣେ ଗୁରୁତର
ଭୁଜବଲ ନିକଟସ୍ଥ ବ୍ରିଜ ଉପରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ୪୦୭ ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ସୂଚନା ଯେ,ଭୁଜବଲ ଅଞ୍ଚଳର ଚୈତନ୍ୟ...
ନୁଆଁଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡିଶା
ନୂଆ ଉତ୍ସାହ ନୂଆ ଉଦ୍ଦିପନା ନେଇ ଆସୁଛି ନୂଆଖାଇ । ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇରେ ନବାନ୍ନ ପାଳନ କରିବାକୁ କେହି ବି ହାତ ଛଡା କରିବାକୁ ଚାହାଁନ୍ତିନି । ମହିଳାମାନେ ଘରକରଣା ଜିନିଷ ଓ ଲୁଗାପଟା ସଫା ସୁତୁରା...















