ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ତୀର ମାଡ
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ତୀର ମାଡ । ତୀର ମାଡରେ ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଜମଡିହ ଗାଁର ଯୁବକ ଗୁରୁ ଧିବର ଗୁରୁତର । ଛେଳି ଚରାଇବାକୁ ଯାଉଥିବାବେଳେ ଗୁରୁ ଧିବରଙ୍କୁ ସେହି ଗାଁର ଜୁଲୁମ ସିଂହ ତୀରମାଡ...
ପୁଣି ରବି ଶାସ୍ତ୍ରୀ
ରବି ଶାସ୍ତ୍ରୀଙ୍କୁ ପୁଣି ଟିମ୍ ଇଣ୍ଡିଆ କୋଚ୍ ଦାୟିତ୍ୱ । ପ୍ରେସମିଟରେ ଘୋଷଣା କଲେ କପିଲ ଦେବ । ରବି ଶାସ୍ତ୍ରୀ ଆଗକୁ ମଧ୍ୟ ଟିମ୍ ଇଣ୍ଡିଆର ଦାୟିତ୍ୱ ଜାରି ରଖିବେ ବୋଲି ଶୁକ୍ରବାର ସନ୍ଧ୍ୟାରେ ଘୋଷଣା କରିଛନ୍ତି...
ବିଜେଡି ନେତାଙ୍କୁ ନିଯୁକ୍ତି, କାହାକୁ ମିଳିଲା କେଉଁ ଦାୟିତ୍ୱ ପଢନ୍ତୁ
ବିଭିନ୍ନ ପଦବୀରେ ବିଜେଡି ନେତାଙ୍କୁ ନିଯୁକ୍ତି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧ୍ୟକ୍ଷଙ୍କ ତାଲିକାରେ ସୁଲୋଚନା ଦାସଙ୍କୁ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ପଦ ମିଳିଥିବା ବେଳେ ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ ମିଶନଶକ୍ତି ପରାମର୍ଶଦାତା ଓ କୃତିବାସ ପାତ୍ରଙ୍କୁ କୃଷି ଓ...
ରାଜ୍ୟ ଛାଡିଲେ ଗଣିବେ
ଏଣିକି ଏମବିବିଏସ୍ ପରେ ପିଜି କୋର୍ସ କଲେ ଛାତ୍ରଛାତ୍ରୀମାନେ ରାଜ୍ୟରେ ରହିବାକୁ ବାଧ୍ୟ । ରାଜ୍ୟ ସରକାର ବଦଳାଇଲେ ମେଡିକାଲ ବଣ୍ଡ ପଲିସି ନିୟମ । ସରକାରୀ ମେଡିକାଲ କଲେଜରେ ଏମବିବିଏସ୍ କରି ପିଜି କଲେ ରହିବେ ।...
ଚାକିରିରୁ ଇସ୍ତଫା ଦେଲେ ଗଗନ!
ବରିଷ୍ଠ ଆଇଏଏସ ଗଗନ ଧଳ ଚାକିରିରୁ ଇସ୍ତଫା ଦେଇଛନ୍ତି । ୧୯୮୫ ବ୍ୟାଚର ବରିଷ୍ଠ ଆଇଏଏସ ହେଉଛନ୍ତି ଗଗନ ଧଳ । କୃଷି ଉତ୍ପାଦନ କମିଶନର ଭାବେ କାର୍ଯ୍ୟରତ ଥିଲେ ଗଗନ । ଗଗନ ଧଳଙ୍କ ଜାଗାରେ ପ୍ରଦୀପ୍ତ ମହାପାତ୍ରଙ୍କୁ...
ନିଆରା ଢଙ୍ଗରେ ରାକ୍ଷୀ ବାନ୍ଧିଲେ
ଆଦିବାସୀ ଅଧୁସିତ ମାଲକାନଗିରି ଜିଲ୍ଲାର ଲୋକେ ଆଜୀବି ଜୀବନର ପ୍ରତିଟି ଭାଗରେ ପ୍ରକୃତି ସହ ଜଡିତ ଅଛନ୍ତି । ଆଉ ଏହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଜିଲ୍ଲାର ପଦ୍ମଗିରି ସ୍ଥିତ ସରକାରୀ ଏସ ଏସ ଡି ଉଚ ବିଦ୍ୟାଳୟରେ...
ନୂଆ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ
୧୯୮୬ ବ୍ୟାଚର ଆଇଏଏସ ଅଫିସର ଅସିତ ତ୍ରିପାଠୀଙ୍କୁ ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି । ସେହିପରି ସୁରେଶ ମହାପାତ୍ରଙ୍କ ଉନ୍ନୟନ କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ଏହାସହ ସେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟକାରୀ...
ଏଥର ନବୀନ ଲୋକଙ୍କୁ ସିଧାସଳଖ ଫୋନ କରିବେ
ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଆୟୋଜିତ ରାଜ୍ୟସ୍ତରୀୟ ସ୍ୱାଧିନତା ଦିବସରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସ୍ତରୀୟ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, ରାଜ୍ୟ...
ଲାଲକିଲାରୁ ମୋଦିଙ୍କ ଐତିହାସିକ ଘୋଷଣା
୭୩ତମ ସ୍ୱାଧିନତା ଦିବସ ଅବସରରେ ଲାଲକିଲାରେ ଜାତୀୟ ପତାକା ଉତ୍ତୋଳନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେସବାସୀଙ୍କୁ ଉଦବୋଧନ ଦେଇଛନ୍ତି । ଦେଶର ଅଖଣ୍ଡତା ଓ ସାର୍ବଭୌମତ୍ୱ ବଜାୟ ରଖିବା ପାଇଁ ସରକାର ବଦ୍ଧ ପରିକର ବୋଲି ସେ କହିଛନ୍ତି...
ବିଜେପିକୁ ଅଡୁଆ ଅପରାଜିତା
ଭୁବନେଶ୍ୱର ବିଜେପିକୁ ଅଡୁଆ ଅପରାଜିତା । ଖୋଦ୍ ଭୁବନେଶ୍ୱର ବିଜେପିର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ ଏହି ଅଭିଯୋଗ ଆଣିଛନ୍ତି । ତେବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ନେଇ କିଭଳି ଓ କାହିଁକି ଭୁବନେଶ୍ୱର ବିଜେପିରେ ବିବାଦ...



















