27.2 C
Bhubaneswar
Thursday, August 6, 2026
-Advertisement-

ସୁଷମାଙ୍କ ଶେଷକୃତ୍ୟ

ବରିଷ୍ଠ ବିଜେପି ନେତ୍ରୀ ସୁଷମା ସ୍ୱରାଜଙ୍କ ଶେଷକୃତ୍ୟ । ଲୋଧିରୋଡ ଶ୍ମଶାନ ଘାଟରେ ସୁଷମାଙ୍କ ଅନ୍ତିମ ସଂସ୍କାର । ଶ୍ମଶାନ ଘାଟରେ ଶେଷ ଶ୍ରଦ୍ଧାଞ୍ଚଳି ଜଣାଇଲେ ବହୁ ବିଶିଷ୍ଟ ବ୍ୟକ୍ତି । ପ୍ରଧାନମନ୍ତ୍ରୀ ମୋଦି, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ଶ୍ରଦ୍ଧାଞ୍ଜଳି...

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳୀ

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦିବଙ୍ଗତ ବରିଷ୍ଠ ନେତ୍ରୀ ଆଦରଣୀୟ ସୁଷମା ସ୍ୱରାଜଙ୍କ ଆତ୍ମାର ସଦଗତି କାମନା କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ବିଧାନସଭାରେ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାୟକ, ପୂର୍ବତନ ମନ୍ତ୍ରୀ ଓ ବରିଷ୍ଠ...

ବି.କେ ଶର୍ମା ଇନଚାର୍ଜ ଡିଜିପି

ରାଜ୍ୟ ପୋଲିସ ବିଭାଗର ନୂଆ ମୁଖିଆ ଦାୟିତ୍ୱକୁ ନେଇ ଚାଲିଥିବା ଚର୍ଚ୍ଚାର ଅନ୍ତ ଘଟିଛି । ବିଜୟ କୁମାର ଶର୍ମାଙ୍କୁ ଇନଚାର୍ଜ ଡିଜିପି ଭାବେ ନିଯୁକ୍ତି ଦିଆଯାଇଛି । ନୂଆ ଲୋକାୟୁକ୍ତ ସଦସ୍ୟ ଭାବେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର...

୨୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର

୨୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ । ୧୦ଟି କ୍ଷେତ୍ରରେ ୨୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ନେଇ ଆଜି ଲୋକସେବା ଭବନରେ ସବୁଜ ସଙ୍କେତ ଦେଇଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସପ୍ତମ ପର୍ଯ୍ୟାୟ ଶିଳ୍ପାୟନ...

ଗଞ୍ଜେଇ ମାଫିଆଙ୍କ ହାତରେ ଯୁବତୀ

ନୂଆ କ୍ୟୈଶଳ ଆପଣେଇଛନ୍ତି ଗଞ୍ଜେଇ ମାଫିଆ । ନୂଆ ଢଙ୍ଗରେ କରଛୁନ୍ତି ଗଞ୍ଜେଇ ଚାଲାଣ । ଏହି କ୍ୟୈଶଳରେ ସାମିଲ ହେଉଛନ୍ତି ଯୁବତୀ । ନିପଟ ଗାଁ ଗଣ୍ଡାର ଯୁବତୀ ମାନଙ୍କୁ ଟଙ୍କା ପ୍ରଲୋଭନ ଦେଖାଇ ଫାସରେ ଫସାଉଛନ୍ତି ଏହି...

ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ

ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ । ବୋର୍ଡ କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ କଲେ ସଭାପତି । ମାଟ୍ରିକରେ ପାସ୍ ହାର ୪୩.୬୨ ପ୍ରତିଶତ । ଓପନ ସ୍କୁଲରେ ପାସ ହାର ୬୩.୪୪ ପ୍ରତିଶତ ।

ସୁଷମାଙ୍କ ଶେଷ ଇଛା ଥିଲା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦେ୍ଦଶ୍ୟରେ କରିଥିଲେ ଶେଷ ଟ୍ୱିଟ୍ । ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତ୍ତିରେ ବେଶ୍ ଖୁସି ଥିଲେ ସୁଷମା । ଏହି ଦିବସକୁ ସେ ଦେଖିବା ଲାଗି ଜୀବନରେ ଆଶା କରିଥିଲେ...

ଧୋଇଗଲା ରେଲୱ ଟ୍ରାକ୍

ଲଗାଣ ବର୍ଷାରେ ବେହାଲ ରାୟଗଡା ଜିଲ୍ଲା । ରାୟଗଡା ଜିଲ୍ଲା ଆମ୍ବାଦଳା ଓ ଦହିଖାଲ ମଧ୍ୟରେ ରେଳ ଟ୍ରାକ ଧୋଇ ହୋଇଯିବା ଯୋଗୁଁ ରାୟଗଡା ଟିଟିଲାଗଡ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ରେଳବାଇ ପକ୍ଷରୁ ଏହି ରୁଟରେ...

ସବୁଦିନ ପାଇଁ ଶୋଇଗଲେ ସୁଷମା

ପରଲୋକରେ ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜ । ଗତକାଲି ରାତିରେ ସେ ଦିଲ୍ଲୀସ୍ଥିତ ଏମସ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ହୃଦଘାତ ଜନିତ ରୋଗରେ ସେ ଆକ୍ରାନ୍ତ ଥିଲେ ।...

ସକାଳ ୬ରୁ ରାତି ୯ ଯାଏଁ ଖୋଲା ରହିବ ପାର୍କ

ଏଣିକି ସକାଳ ୬ଟାରୁ ରାତି ୯ଟା ଯାଏଁ ସବୁ ପାର୍କ ଖୋଲାରଖିବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ସହରାଞ୍ଚଳରେ ରହୁଥିବା ନାଗରିକଙ୍କ ବ୍ୟସ୍ତବହୁଳ ଜୀବନଶୈଳୀକୁ ଦୃଷ୍ଟିରେ ରଖି ସମସ୍ତ ମହାନଗର ନିଗମ, ପୈାର ପରିଷଦ...
- Advertisement -

Latest article

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...

ପାଣିକୁଣ୍ଡରୁ ମିଳିଲା ନିଖୋଜ ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE)ର ଡେମୋନଷ୍ଟ୍ରେସନ୍ ମଲ୍ଟିପର୍ପୋଜ୍ (ଡିଏମ୍) ସ୍କୁଲର ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ୨ୟ ଶ୍ରେଣୀ ଛାତ୍ରୀ ନିଖୋଜ ଘଟଣା। ସ୍କୁଲ୍ ପଛ ପଟେ ଥିବା ପୋଲିସ ରିଜର୍ଭ...