31.7 C
Bhubaneswar
Thursday, August 6, 2026
-Advertisement-

ଅନ୍ତର୍ଜାତୀୟ ବାଲୁକାକଳା ଚାମ୍ପଅନସିପରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ କମାଲ

ଓଡ଼ିଶା ଗର୍ବ ଓ ଗୌରବ ଅନ୍ତର୍ଜାତିକ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓଡିଶା ପାଇଁ ପୁଣୀ ଏକ ସମ୍ମାନ ଆଣିଦେଇଛନ୍ତିା । ଆମେରିକାରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ମିଳିଛି ପିପୁଲ୍ସ ଚଏସ ଆୱାର୍ଡ ସମ୍ମାନ । ଆମେରିକାର ବୋଷ୍ଟନରେ ଚାଲିଥିବା ଅନ୍ତର୍ଜାତୀୟ...

ମାଓ ସଂଗଠନ ପାଳୁଛି ସହିଦ ସପ୍ତାହ

ଆଜି ଠାରୁ ମାଓସଂଗଠନ ପାଳନ କରୁଛି ସହିଦ ସପ୍ତାହ । ରାୟଗଡା ଜିଲ୍ଲାରେ କଡା ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଛି . ନିୟମଗିିରି ଅଂଚଳରେ ଲାଲ ସଂଗଠନର ଦବଦବା ରହିଥିବାରୁ କଲ୍ୟାଣସିଂହପୁର,ବିଷମକଟକ ଓ ମୁନିଗୁଡା ଅଂଚଳରେ କମ୍ବିଂ ଅପରେସନ ଜୋରଦାର...

ପୋଲିସ ନଜରରେ ଡ୍ୟାନ୍ସ ବାର୍

ପୁଣି ନଜରକୁ ଆସିଲା ଡାନ୍ସ ବାରର ଦୃଶ୍ୟ । ଭୁବନେଶ୍ୱରର ବିଭିନ୍ନ ଡାନ୍ସ ବାର୍ ଗୁଡିକରେ ରାତି ଅଧରେ ଦେଖିବାକୁ ମିଳୁଥିଲା ଯୁବତୀ ମାନଙ୍କର ଅର୍ଦ୍ଧନଗ୍ନ ନୃତ୍ୟ । ରାଜଧାନୀରେ ଏହି ଖବର ଏବେ ଚର୍ଚ୍ଚା ଜୋର ଧରିଛି ।...

ଦେଶର ୫୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଦୂତୀ

ପ୍ରକାଶ ପାଇଛି ଦେଶର ଶୀର୍ଷ ୫୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା । ଏହି ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଭାରତର ଏକ ନମ୍ବର ଧନୀ ମୁକେଶ ଅମ୍ବାନୀ । ତାଲିକାରେ ସ୍ଥାନ ପାଇଥିବା ୫୦ ଜଣଙ୍କ ମଧ୍ୟରୁ ୧୬...

ରାଷ୍ଟ୍ରପତିଙ୍କ ସହ ବିଦେଶ ଗସ୍ତ କରିବେ ପ୍ରତାପ

ରାଷ୍ଟ୍ରପତିଙ୍କ ସହ ବିଦେଶ ଗସ୍ତରେ ଯିବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଏହି ଗସ୍ତ ସମୟରେ ରାଷ୍ଟ୍ରପତି ଆଫ୍ରିକାର ଜିନିଆ, ଗାମ୍ବିଆ ଓ ବେନିନ ଯିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ...

ଭୁବନେଶ୍ୱରରେ ଅନୁଷ୍ଠିତ ହେବ ‘ଇଣ୍ଡିଆନ୍ ଆଇଡଲ’ ଅଡିସନ୍

ସୋନି ଚ୍ୟାନେଲରେ ପ୍ରସାରିତ ସଙ୍ଗୀତ ରିଆଲିଟି ସୋ ' ଇଣ୍ଡିଆନ୍ ଆଇଡଲ ସିଜନ୍ ୧୧' ର ଅଡିସନ୍ ଆରମ୍ଭ ହେବାକୁ ଯାଉଛି । ତେବେ ଭୁବନେଶ୍ୱରରେ ମଧ୍ୟ ଏହି ସୋର ଅଡିସନ୍ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅଡିସନ୍...

ଅପରେସନ ମହାଲକ୍ଷ୍ମୀ ଉଦ୍ଧାର ହେଲେ ୭୦୦ ଯାତ୍ରୀ

ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ ଏବଂ ଏହାର ନିକଟବର୍ତ୍ତିୀ ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ମୁମ୍ବାଇ -କୋହ୍ଲାପୁର ମଧ୍ୟରେ ଚାଲିଥିବା ମହାଲକ୍ଷ୍ମୀ ଏକ୍ସପ୍ରେସ୍ କିଛି ଘଣ୍ଟା ହେବ ବଦଲାପୁର ଏବଂ ୱାନଗାନୀ ରୁଟରେ...

ଇ ଯାନ କ୍ରୟ ଉପରୁ କମିଲା ଜିଏସଟି

ଶୁକ୍ରବାର ଜିଏସଟି କାଉନସିଲର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ବ୍ୟାଟେରୀ ଚାଳିତ କାର ,ସ୍କୁଟରରେ ଜିଏସଟି ଦର କମିବା ପାଇଁ ନିଷ୍ପତି ନିଆଯାଇଛି । ତେବେ ବିଦ୍ୟୁତ୍ ଚାଳିତ ଯାନବାହନରେ ଉପରେ ଥିବା ଜିଏସଟିକୁ...

ବୋଲେରୋକୁ ଧକ୍କାଦେଲା ଟ୍ରକ ଦୁଇ ବୋଲବମ୍ ଯାତ୍ରୀଙ୍କ ମୃତ୍ୟୁ

ଭୋଲେ ବାବା ପାର କରେଗା ,ଡମ୍ବୁରୁଧାରୀ ପାର୍ କରେଗା ଏମିତି ନାନାଦି ଡାକରେ ରାସ୍ତାଘାଟ ଫାଟିପଡୁଥାଏ ଶ୍ରାବଣ ମାସ ସାରା । କାରଣ ଏହି ମାସରେ ଦେବ ଦେବ ମହାଦେବଙ୍କୁ ପ୍ରଶନ୍ନକରିବାକୁ ଭକ୍ତମାନେ କାହିଁ କେତେ ଦୁରରୁ ଜଳଭାର ନେଇ...

ରାୟଗଡାରେ ବର୍ଷାର ତାଣ୍ଡବ

ଆରମ୍ଭ ହୋଇସାରିଛି ବର୍ଷାର ତାଣ୍ଡବ । କଲ୍ୟାଣୀ ଓ ନାଗାବଳୀ ନଦୀରେ ଫୁଲିବାକୁ ଲାଗିଛି ବନ୍ୟାଜଳ । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁରଠାରୁ ୬ଟି ପଞ୍ଚାୟତକୁ ସଂଯୋଗ କରିଛି କଲ୍ୟାଣୀ ନଦୀ । ଏହା ଉପରେ ହୋମ ପାଇପ ଦ୍ୱାରା ଏକ...
- Advertisement -

Latest article

Règles de Cumul des Codes Bonus Rivo Casino

SommaireComprendre le Concept d'Empilement de BonusProcédure Correcte pour Utiliser un Code PromotionnelConditions de Mise et Restrictions ClésProblèmes Fréquents et leurs SolutionsStratégies pour Optimiser Votre...

Règles de mise maximale au Rivo Casino pendant l’activation du bonus

SommaireComprendre la Limitation de Mise avec un Bonus ActifOù Trouver les Règles Exactes pour Votre BonusConséquences du Non-Respect de la Règle de Mise MaxTableau...

Codici Promo Scaduti di Winnita Casino: Come Individuarli

Indice1. Controllare la Data di Scadenza sul Sito Ufficiale2. Errori di Digitazione e Messaggi di Sistema3. Termini e Condizioni Associati al Bonus4. Dove Trovare...