ସାମ୍ବାଦିକତାକୁ କ୍ୟାରିଅର କରିବା ପାଇଁ ଆଗ୍ରହୀ ପିଲାମାନେ କଣ କହୁଛନ୍ତି,ଶୁଣନ୍ତୁ
ବିଜେବି ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ସକାଳ ଦଶଟାରୁ ଆରମ୍ଭ ହୋଇ ନାମଲେଖା ପ୍ରକ୍ରିୟା ୫ଟା ପର୍ଯ୍ୟନ୍ତ ଚାଲିଥିଲା । ବିଦ୍ୟାଳୟରେ ସିଟ୍ ସଂଖ୍ୟା ମୋଟ ୪୮ ଥିବାବେଳେ ୨୩୮ ଛାତ୍ରଛାତ୍ରୀ...
ମଲାଲୋକକୁ ବଞ୍ଚାଇବାକୁ ମେଡିକାଲରେ ଝଡାଫୁଙ୍କା !
ମେଡିକାଲ ଭିତରେ ଚାଲିଛି ଝଡାଫୁଙ୍କା । ମରିଯାଇଥିବା ଲୋକଟିକୁ ବଞ୍ଚାଇବାକୁ ପ୍ରୟାସ । ଘର ଲୋକଙ୍କ ବିଶ୍ବାସ ଗୁଣିଆ ଝଡାରେ ବଞ୍ଚିଯିବ ପୁଅ । ଏମିତି ପ୍ରୟାସ ପରିବାର ପକ୍ଷରୁ ଆରମ୍ଭ ହୋଇଛି । ଦେଖନ୍ତୁ ଝଡାଫୁଙ୍କାରେ ବ୍ୟସ୍ତ ଗୁଣିଆ ।...
ଜେଲରୁ ବାହାରିବେ ମାନ୍ୟବର
ଆଜି ମୁକୁଳିବେ ସାରଥି । ହାଇକୋର୍ଟଙ୍କ ନିଦେ୍ର୍ଦଶର ୭୨ ଘଣ୍ଟା ପରେ ମଧ୍ୟ ଜେଲରୁ ମୁକୁଳି ପାରିନାହାଁନ୍ତି ସାରଥୀ । ଏବେ ସୁଦ୍ଧା ଜେଲକୁ ଆସିନାହିଁ ନିଦେ୍ର୍ଦଶ । ଆଜି ଏହି ନିଦେ୍ର୍ଦଶ ପହଁଞ୍ଚିବ ବୋଲି ଚର୍ଚ୍ଚା ହେଉଛି ।...
କଟକରେ ବୁଲୁଛି ସାଇକୋ କିଲର
ସାବଧାନ । କଟକରେ ବୁଲୁଛି ସାଇକୋ କିଲର । ଫୁଟପାଦରେ ଶୋଇଥିବା ଲୋକଙ୍କୁ କରୁଛି ଆଟାକ୍ । ଧାରୁଆ ଅସ୍ତ୍ରରେ ଗଳାକାଟି କରୁଛି ହତ୍ୟା । ଉଡିଯାଇଛି କମିଶନରେଟ ପୋଲିସର ହୋସ । ୨୪ ଘଣ୍ଟାରେ କଟକ ସହର ଭିତରେ...
ଜିତିବି ବୋଲି ଆଗରୁ ଜାଣିଥିଲି: ସାବିତ୍ରୀ ଅଗ୍ରୱାଲ
ବହୁ ପ୍ରତିକ୍ଷିତ ପାଟକୁରା ନିର୍ବାଚନର ଫଳାଫଳ ଆସିଲା । ଦୀର୍ଘ କିଛିଦିନ ଧରି ସାରା ଓଡିଶାରେ ଚର୍ଚ୍ଚାରେ ଥିବା ପାଟକୁରାବାସୀ ତାଙ୍କର ପ୍ରତିନିଧୀ ଚୟନ କରିସାରିଛନ୍ତି । ପ୍ରାୟ ୧୭ ହଜାରରୁ ଅଧିକ ଭୋଟରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ...
ନିର୍ବାଚନ ଫଳ ମୋ ବିପକ୍ଷରେ ଯିବାର ଅନେକ କାରଣ
ଚର୍ଚ୍ଚା ଆଲୋଚନାର ଅନ୍ତ । କିଏ ପିନ୍ଧିବ ପାଟକୁରା ମୁକୁଟ । ପାଟକୁରାରେ ବିଜୟ ବାଜି ମାରିନେବେ କି । ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଥିବାବେଳେ ଆଜି ପଡିଛି ପୂର୍ଣ୍ଣଛେଦ । ପାଟକୁରା ରାଜନୀତିର ଚିତ୍ର ସ୍ପଷ୍ଟ ହୋଇଛି...
ବ୍ୟାକୁଳ ଚାଷୀକୂଳ
ଶ୍ରାବଣ ମାସରେ ଖରା ଦିନ ପରି ଖରା । ଦିନକୁ ଦିନ ଖରାର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଲାଣି । ଅତ୍ୟଧିକ ଖରା ଯୋଗୁଁ ଏବେ ଚିନ୍ତାରେ ଚାଷୀକୂଳ । ଖରା ପ୍ରଭାବରେ ଧାନବିଲ ସବୁ ଫାଟି ଆଁ କଲାଣି...
ଧୂଳିସାତ୍ ହେଲା ବିଜୟଙ୍କ ସ୍ୱପ୍ନ
ପାଟକୁରାରେ ବିଜେଡି ପୁଣି ଉଡାଇଲା ବିଜୟ ବାନା । ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ପାଟକୁରାରେ ବିଜୟୀ ହେବା ସହ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ବିଧାନସଭା ସ୍ୱପ୍ନକୁ ଧୂଳିସାତ୍ କରିଦେଇଛନ୍ତି । ବିଜୟଙ୍କ ଠାରୁ ସାବିତ୍ରୀ ବହୁ ଭୋଟରେ...
ଆଉ କେତେଦିନ ଚାଲିବ ନାରୀ ନିର୍ଯାତନା,ଦୁଷ୍କର୍ମ
ରାଜ୍ୟ ବିଜେଡି ବିରୋଧରେ ଆଜି ରାଜ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ । କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଶାନ୍ତିପୂର୍ଣ୍ଣ ବିକ୍ଷୋଭର ଆୟୋଜନ କରାଯାଇଛି । ଦୀର୍ଘଦିନ ଧରି ରାଜ୍ୟରେ ବିଜେଡି ଶାସନ ଚାଲୁଥିଲେ ମଧ୍ୟ ଶିଶୁ ବୃଦ୍ଧି,...
ଦାୟିତ୍ୱ ନେଲେ ବିଶ୍ୱଭୂଷଣ
ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ବିଶ୍ୱଭୂଷଣ ହରିଚନ୍ଦନ। ଶପଥ ଗ୍ରହଣ ଉତ୍ସବରେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ୱାଇ.ଏସ୍. ଜଗନମୋହନ ରେଡ୍ଡି ଉପସ୍ଥିତ ଥିଲେ। ଗତ ୧୬ ତାରିଖରେ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତ କରାଯିବା...















