କେନ୍ଦ୍ରାପଡା ଏସପିଙ୍କ ବରଖାସ୍ତ ଦାବିରେ ଲୋୟର ପି ଏମ୍ ଜିରେ ଧାରଣାରେ ସାମ୍ବାଦିକ
ଗତକାଲି କେନ୍ଦ୍ରାପଡାର ବାରିମୂଳ ଠାରେ ନ୍ୟୁଜ୍ ୧୮ ର ପ୍ରତିନିଧି ଅଶେଜ ମଲ୍ଲିକଙ୍କୁ କେନ୍ଦ୍ରାପଡା ଏସପି ନିତୀଶେଖର ସର୍ବସମ୍ମୁଖରେ ର୍ଦୁବ୍ୟବହାର ଏବଂ ମାଡ ମାରିବା ପାଇଁ ହାତ ଉଠାଇଥିଲେ । ଏହାର ପ୍ରତିବାଦରେ ଆଜି ସାରା ଓଡିଶାରେ ସାମ୍ବାଦିକ ମାନେ...
କମ୍ପାନୀକୁ ନୋଟିସ ଦେଲେ କେନ୍ଦ୍ର ସରକାର
ବର୍ତ୍ତମାନ ଯୁବ ପିଢିଙ୍କ ମନୋରଞ୍ଜନର ଏକ ପ୍ରମୁଖ ଉପାଦାନ ପାଲଟିଛି ଟିକ୍ ଟକ୍ ଓ ହେଲୋ । ଟିକ୍ ଟକ୍ ବ୍ୟବହାରକାରୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । କଲେଜ ପିଲାଙ୍କଠୁ ଆରମ୍ଭକରି ଗୃହିଣୀ ସମସ୍ତେ ଟିକ୍ ଟକ୍...
ସାମ୍ବାଦିକଙ୍କୁ ର୍ଦୁବ୍ୟବହାର ପ୍ରସଙ୍ଗ: ଉଠୁଛି ପଡୁଛି ବିଧାନସଭା
ବିଧାନସଭାରେ ସାମ୍ବାଦିକଙ୍କୁ ର୍ଦୁବ୍ୟବହାର ପ୍ରସଙ୍ଗ । ଉଠୁଛି ପଠୁଛି ଗୃହ । କେନ୍ଦ୍ରାପଡା ଏସପି ନୀତିଶେଖରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିରୋଧୀ ଦଳ ନେତା । ସାମ୍ବାଦିକଙ୍କ ସୁରକ୍ଷା ଆଇନ ଆଣିବାକୁ ଦାବି କରିଛି ବିଜେପି ।...
ପୁଣି ମାତିଲେ ମାଓବାଦୀ
ମାଲକାନଗିରିରେ ମାତିଲେ ମାଓବାଦୀ । ଦୁଇଜଣଙ୍କୁ ବିଭସô ଭାବେ ହତ୍ୟା କରିଛନ୍ତି ମାଓବାଦୀ । ମାଲକାନଗିରି ଜିଲ୍ଲା ରାଲେଗଡା ପଞ୍ଚାୟତ ବିରବରଂ ଗାଁରେ ଏଭଳି ଘଟଣା ଘଟିଛି । ଆଜି ଭୋରରେ ଗାଁର ଭାସ୍କର ରାଓ ଓ ସତୀବାବୁଙ୍କୁ କିଛି...
ପ୍ରକାଶ ପାଇଲା +୩ ପ୍ରଥମ ମେରିଟ୍ ଲିଷ୍ଟ
ଯୁକ୍ତ ୩ ସ୍ୱୟଂ ଶାସିତ ବିଦ୍ୟାଳୟ ,ସେଲ୍ଫ ଫାଇନାନ୍ସିଂ ଏବଂ ସଂସ୍କୃତ କଲେଜରେ ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଡ୍ ଲିଷ୍ଟ । ପ୍ରଥମ ପର୍ଯ୍ୟାୟ କଟଅଫ ପାଇଁ ୧ଲକ୍ଷ ୮୮ ହଜାର ୨୨ ଛାତ୍ରଛାତ୍ରୀ ଆବେଦନ...
ଜୁଲାଇ ୨୨ରେ ଭାରତର ଚନ୍ଦ୍ର ଅଭିଯାନ
ଜୁଲାଇ ୨୨ ତାରିଖରେ ଇତିହାସ ରଚିବ ଭାରତ କାରଣ ୨୨ ଜୁଲାଇ ଅପରାହ୍ନ ୨ଟା ୪୩ ମିନିଟରେ ଉତକ୍ଷେପଣ ହେବ ଚନ୍ଦ୍ରାୟନ-୨ । ଆନ୍ଦ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ଶତୀଶ ଧୱନ ପ୍ରକ୍ଷେପଣ କେନ୍ଦ୍ରରୁ ଶକ୍ତିଶାଳୀ ରକେଟ ଜିଏସ୍ ଏଲ୍ଭି ଏମକେ-୩...
ପଡୋଶୀକୁ ଗୋଡେଇ ଗୋଡେଇ ହାଣିଲା ପଡୋଶୀ
ନିଜ ଘର ସମ୍ମୁଖରେ ଯୁବକଙ୍କୁ ନିର୍ମମ ହତ୍ୟା । ମୟୁରଭଞ୍ଜ କରଞ୍ଜିଆ ଅନ୍ତର୍ଗତ ନଦା ଗାଁରେ ହୋଇଛି ନିର୍ମମ ହତ୍ୟା । ଗାଁର ନାରଣ ପାତ୍ରଙ୍କୁ ସେହି ଗାଁର ଗଜେନ୍ଦ୍ର ପାତ୍ର ଏବଂ ତାଙ୍କର ଦୁଇ ପୁତ୍ର ଅତି ନିର୍ମମ...
ପ୍ରଥମେ ଚାପୁଡା ପରେ କ୍ଷମା ପ୍ରାର୍ଥନା
ପଦାରେ ପଡିଲା କେନ୍ଦ୍ରାପଡା ପୋଲିସର ଗୁଣ୍ଡା ଚେହେରା । କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜିଲ୍ଲା ପୋଲିସ ମୁଖିଆଙ୍କ ଦୁର୍ବ୍ୟବହାର । ହାତ ଉଠାଇ ମାରିବାକୁ ବି ପଛାଇଲେନି କେନ୍ଦ୍ରାପଡା ଏସପି ନିତି ଶେଖର । ପାଟକୁରା ନିର୍ବାଚନ ସମ୍ପର୍କରେ ଖବର...
ପ୍ରଚାର ଶେଷ: ବିଜୟ ,ସାବିତ୍ରୀଙ୍କ ଭାଗ୍ୟ ପରୀକ୍ଷା
ମିଶନ ପାଟକୁରାର ଆଜିଥିଲା ଶେଷ ଦିନ । ଦିନକ ପରେ ଅର୍ଥାତ୍ ୨୦ରେ ପାଟକୁରାରେ ପଡିବ ଭୋଟ୍ । ଆଜି ଶେଷ ହୋଇଛି ପ୍ରଚାର । ଶେଷ ଦିନରେ ତିନି ପ୍ରମୁଖ ଦଳ ତାଙ୍କର କଳ ,ବଳ ଓ କୌଶଳ...
ଫଟୋକୁ ନେଇ ଚର୍ଚ୍ଚା
କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ ଫଟୋକୁ ନେଇ ଜୋରଦାର ଚର୍ଚ୍ଚା । ବିବାହ ସମୟର ଫଟୋ ପ୍ରିୟଙ୍କା ସୋସିଆଲ ମିଡିଆରେ ସେୟାର କରିବା ପରେ ଏହାକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା । ଯେଉଁଥିରେ ଢେରସାରା ସୋସିଆଲ ମିଡିଆ ୟୁଜର୍ର...
















