ବିଜେପିର ଚାଲ୍ ହିନ୍ଦୁବାଦୀ ଏଜେଣ୍ଡା: ଡ଼ି.ରାଜା
ସାମ୍ବିଧାନିକ ମୂଲ୍ୟବୋଧ ଉପରେ ଆକ୍ରମଣ ଚଳାଇଛି ବିଜେପି ଯାହାର ପ୍ରତିରୋଧ ଜରୁରି ବୋଲି ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜାତୀୟ ସଂପାଦକ ତଥା ରାଜ୍ୟସଭା ସାଂସଦ ଡ଼ି.ରାଜା ଭୁବନେଶ୍ୱରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଡ଼ି.ରାଜା ବିଜେପି ଏବଂ ଆର୍ଏସ୍ଏସ୍...
ପ୍ରଶିକ୍ଷଣ ପାଇଁ ଖୋଲାଯିବ ଆଇନ ଏକାଡେମୀ
ରାଜ୍ୟରେ ଖୁବଶୀଘ୍ର ଏକ ଆଇନ ମହାବିଦ୍ୟାଳୟ ଖୋଲାଯିବ ଏବଂ ଯୁବ ଆଇନଜୀବୀମାନଙ୍କୁ ଅଧିକ ପ୍ରଶିକ୍ଷଣ ଦେବା ପାଇଁ ଏକ ଆଇନ ଏକାଡେମୀ ଖୋଲିବାକୁ ସରକାରଙ୍କ ପ୍ରସ୍ତାବ ରହିଛି ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ନିଖିଳ ଓଡିଶା...
ଫିଲ୍ମ ଛାଡିଲେ ଜାଏରା ୱାସିମ
ଫିଲ୍ମ ଛାଡିଲେ ଦଙ୍ଗଲ୍ ଗାର୍ଲ ଜାଏରା ୱାସିମ । ‘ଦଙ୍ଗଲ୍’ ଓ ‘ସିକ୍ରେଟ୍ ସୁପରଷ୍ଟାର୍’ ଭଳି ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇ ସାରିଥିବା ଏହି ଅଭିନେତ୍ରୀ ସବୁଦିନ ପାଇଁ ବଲିଉଡ୍କୁ ଅଲ୍ବିଦା କହି ଦେଇଛନ୍ତି। ସେ ତାଙ୍କ ଇନ୍ଷ୍ଟାଗ୍ରାମ୍...
୩ ଅପହୃତଙ୍କ ମଧ୍ୟରୁ ଜଣଙ୍କୁ ନିର୍ମମ ଭାବେ ଗଳାକାଟି ହତ୍ୟା କଲେ ମାଓବାଦୀ
ମାଲକାନାଗିରିର ମାଥିଲି ବ୍ଲକ କୁକୁରକୁଣ୍ଡ ଗାଁରୁ ତିନି ଜଣଙ୍କୁ ମାଓବାଦୀମାନେ ଉଠାଇ ନେବା ପରେ ଏବେ ଅପହୃତଙ୍କ ମଧ୍ୟରୁ ଜଣଙ୍କୁ ଗଳାକାଟି ନିର୍ମମ ଭାବେ ହତ୍ୟା କରିଛନ୍ତି। ବ୍ୟକ୍ତି ଜଣକ ହେଉଛନ୍ତି ଗୁଜା କୋବସି। ତେବେ ମାଓବାଦୀମାନେ ଅନ୍ୟ ଦୁଇ...
ପରଲୋକରେ ଫିଲ୍ମ ପ୍ରଯୋଜକ କେଶବ ରାଉତ
ଆଉ ନାହାଁନ୍ତି ଲୋକପ୍ରିୟ ଫିଲ୍ମ ପ୍ରଯୋଜକ କେଶବ ରାଉତ । ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କଟକ ଶଙ୍କରପୁରସ୍ଥିତ ବାସଭବନରେ ତାଙ୍କର ହୃଦ୍ଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା। ‘ସୁନା...
ବ୍ୟାଟିଂ କରିବ ଇଂଲଣ୍ଡ
ସୁପର ସଣ୍ଡେ ସୁପର ସୋ । ବର୍ମିଂହାମରେ ଆଜି ମୁହାଁମୁହିଁ ହେଉଛନ୍ତି ଇଂଲଣ୍ଡ-ଭାରତ । ଟସ୍ ଜିତି ପ୍ରଥମେ ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି । ବିଜୟ ଶଙ୍କରଙ୍କ ଜାଗାରେ ଖେଳିବେ ଋଷଭ ପନ୍ଥ । ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ...
ଦ୍ୱିତୀୟ ଇନିଂସ୍ର ପ୍ରଥମ ‘ମନ୍ କି ବାତ୍: ବୁକେ ନୁହେଁ ବୁକ୍ ଦିଅନ୍ତୁ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦ୍ୱିତୀୟ ଇନିଂସ୍ର ପ୍ରଥମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ନିଜ ମନର କଥା ଖୋଲି କହିଛନ୍ତି। ଅଲ୍ ଇଣ୍ଡିଆ ରେଡ଼ିଓ ଦ୍ୱାରା ପ୍ରସାରିତ ହେଉଥିବା ଏହି କାର୍ଯ୍ୟକ୍ରମରେ ମୋଦି କହିଛନ୍ତି ଯେ, ଦେଶବାସୀଙ୍କ ଚିଠି...
ପାରାଦୀପରେ ଡବଲ ମର୍ଡର!
ପାରାଦୀପରେ ଡବଲ ମର୍ଡର । ମେରାଇନ ଥାନାଠାରୁ ଥାନାଠାରୁ ମାତ୍ର ୨୦୦ ମିଟର ଦୂରରେ ଦୁଇଜଣ ଯୁବକଙ୍କ ମୃତଦେହ ପଡିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ସହରର ନେହେରୁ ବଙ୍ଗଳା ଅଞ୍ଚଳରେ ଏହି...
ଦୁଇ ଶିଶୁଙ୍କୁ ବିଷ ଦେଇ ମା’ର ଆତ୍ମହତ୍ୟା
ମାଲକାନଗିରି ତାନା ଗୋଡଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜନ୍ମକଲା ମା ତାହାର ଦୁଇ ଶିଶୁଙ୍କୁ ବିଷ ପିଆଇ ନିଜେ ଆତ୍ମହତ୍ୟା କରିଛି। ମିଳିଥିବା ଖବର ମୁତାବକ, ଗୋଡଗୁଡା ଗ୍ରାମରେ ଗୋଟିଏ ଘରେ ଜଣେ ମହିଳା...
ସୁପରସଣ୍ଡେ ସୁପର ଶୋ
ଆସନ୍ତାକାଲି ଖେଳାଯିବ ଚଳିତ ବିଶ୍ୱକପର ହାଇଭୋଲ୍ଟେଜ ମ୍ୟାଚ୍ । ସାମ୍ନାସାମ୍ନୀ ହେବେ ବିଶ୍ୱକପର ଦୁଇ ଫେବରେଟ ଟିମ୍ ଭାରତ ଓ ଇଂଲଣ୍ଡ । ମ୍ୟାଚକୁ ନେଇ ଆରମ୍ଭ ହୋଇ ଯାଇଛି କଳ୍ପନା ଜଳ୍ପନା । କାରଣ ଏହି ମ୍ୟାଚ ଜିତିଲେ...














