ଅଭିଯୋଗକାରୀ ନିଜେ ଅଭିଯୁକ୍ତ
ଅଭିଯୋଗକାରୀ ନିଜେ ଅଭିଯୁକ୍ତ । ରାୟଗଡା ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଜୁନ୍ ୧୯ ତାରିଖରେ ଏକ ଘରୋଇ କମ୍ପାନୀର ଫାଇନାନ୍ସ ମ୍ୟାନେଜର ନିରଞ୍ଜନ ସାହୁଙ୍କ ଘରୁ ଦୃବୁର୍ତ୍ତମାନେ ଟଙ୍କା ଲୁଟ୍ କରିଥିବା ନେଇ ରାୟଗଡା ଥାନାରେ...
ଖଣି ବେପାର କରୁଥିବା ଲୋକ କ’ଣ ରାଜନୀତି କରିପାରିବନି ?
ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯିବା ପ୍ରସଙ୍ଗରେ ବିଜେଡି, ବିଜେପିକୁ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଟାର୍ଗେଟ କରିଥିଲେ । ଅଶ୍ୱିନୀ ଖଣି ମାଲିକ ନା ନୁହନ୍ତି, ବିଜେଡି ଓ ବିଜେପି ଖଣି ବ୍ୟବସାୟ ସହ ଅଶ୍ୱିନୀ ସମ୍ପୃକ୍ତ ନା...
କୋହଲିଙ୍କ ୨୫ ପ୍ରତିଶତ ମ୍ୟାଚ ଫି କାଟିଲା ଆଇସିସି
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ୨୫ ପ୍ରତିଶତ ମ୍ୟାଚ ଫି କାଟିଲା ଆଇସିସି । ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ କୋହଲି ଅତ୍ୟଧିକ ମାତ୍ରାରେ ଅପିଲ କରିବା ଏବଂ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବା ଅଭିଯୋଗରେ ଆଇସିିସି କୋହଲି...
ହାପି ବର୍ଥ ଡେ ଶକ୍ତିମାନ
ପ୍ରତ୍ୟକ ପିଲାଙ୍କ ପ୍ରିୟ ଧାରାବାହିକ ଶକ୍ତିମାନ । ଶକ୍ତିମାନ ସୋ ଟିଭିରେ ଆସିବା ସମୟ ହେଲେ ଟିଭି ଆଗରୁ ଉଠୁନଥିଲେ ପିଲା । ଏକ ସମୟ ଥିଲା ଯେଉଁ ସମୟରେ ଶକ୍ତିମାନ ଧାରାବାହିକ ସାରା ଭାରତର ଟେଲିଭିଜନ ଜଗତରେ ଏକ...
ରୋଗୀଙ୍କ ଠାରୁ ଟଙ୍କା ନେଇ ଡାକ୍ତର ହଟହଟା
ସରକାରୀ ଡାକ୍ତରଖାନାରେ ରୋଗୀଙ୍କ ଠାରୁ ଟଙ୍କା ଆଦାୟ କରି ଡାକ୍ତର ହଟହଟା । ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଡୁମେରଖୋଲ ଗାଁର ମହେନ୍ଦ୍ର ରାଉତଙ୍କ ହାତ ଭାଙ୍ଗି ଯାଇଥିବାରୁ ସେ ଚିକିତ୍ସା ପାଇଁ ଭବାନୀପାଟଣା...
ଆଜି ବସିବ ଉଭୟ ବିଜେଡି ଓ ବିଜେପି ବିଧାୟକ ଦଳ ବୈଠକ
ଆସନ୍ତା ୨୫ ତାରିଖରେ ବସିବ ବିଧାନସଭାର ବଜେଟ ଅଧିବେସନ । ବିଧାନସଭାରେ କଣ ରହିବ ରଣନୀତି ଏନେଇ ଆଲୋଚନା ପର୍ଯ୍ୟାଲୋଚନା କରାଯିବ । ଏଥର ବିଧାନସଭାରେ କିପରି ବିରୋଧୀଙ୍କ ପ୍ରଶ୍ନର ସାମ୍ନା କରାଯିବ ଏବଂ କିପରି ବିରୋଧୀଙ୍କୁ ଉଚିତ ଜବାବ...
୧୦ଟାରୁ ସାଢେ ୫
ଏଣିକି ଅଫିସ ୧୦ଟାରୁ ସାଢେ ୫ । ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ପ୍ରତ୍ୟେକ ମାସର ୪ର୍ଥ ଶନିବାର ସାଧାରଣ ଛୁଟି ରହିବ। ରାଜ୍ୟ ସରକାର ନିଜର କର୍ମଚାରୀମାନଙ୍କ ପାଇଁ ଏହି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ...
ମେଡିକାଲ ପଛପଟେ ମଣିଷ କଙ୍କାଳ ଗଦା
ବିହାର ମୁଜାଫୁରପୁର ଶ୍ରୀକୃଷ୍ଣ ମେଡିକାଲ ଏବେ ଚର୍ଚ୍ଚାରେ । ବିହାରରେ ଆତଙ୍କ ଖେଳାଇଥିବା ମତିଷ୍କ ଜ୍ୱରରେ ଏହି ମେଡିକାଲରେ ଶତାଧିକ ଶିଶୁ ପ୍ରାଣ ହରାଇଥିଲେ । ଆଉ ବର୍ତ୍ତମାନ ସେହି ମେଡିକାଲ ପଛପଟୁ ଖୋଲା ସ୍ଥାନରୁ ମଣିଷର ଖପୁରୀ ,...
ମାଛ ପେଟରେ ଧଳା ଜହର
ବାଲେଶ୍ୱରରୁ ବ୍ରାଉନସୁଗାର ଜବତ ହେବା ଘଟଣା ନୂଆ ନୁହେଁ । କିଛି ବର୍ଷ ହେବ ବାଲେଶ୍ୱରରୁ ଗୋଟିଏ ପରେ ଗୋଟିଏ ବ୍ରାଉନସୁଗାର କାରବାର ଘଟଣା ସାମ୍ନାକୁ ଆସୁଛି । ତେବେ ତିନିଦିନ ତଳେ ଯେଉଁ ପରିମାଣରେ ଧଳା ଜହର ଜବତ...
ଆଟଲାସରୁ ଚିହ୍ନିହେବ ବନ୍ୟା ବିପତ୍ତି ଅଞ୍ଚଳ
ରାଜ୍ୟ ସଚିବାଳୟରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନେଇ ଆଲୋଚନା କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବନ୍ୟା ବିପତ୍ତି...


















