ଇସ୍ତଫା ଦେଲେ ଶାହ
ସାସଂଦ ପଦରୁ ଇସ୍ତଫା ଦେଇଛନ୍ତି ଅମିତ ଶାହା । ଆଜି ରାଜ୍ୟସଭା ସାସଂଦ ପଦରୁ ଇସ୍ତଫା ଦେଇଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧକ୍ଷ୍ୟ ଅମିତ ଶାହା । ଗୁଜରାଟର ଗାନ୍ଧି ନଗର ଆସନରେ ଲୋକସଭା ସାସଂଦ ଭାବେ ନିର୍ବାଚିତ ହେବା ପରେ...
ମନ୍ତ୍ରୀମଣ୍ଡଳରେ ଅନ୍ୟ ଦଳ ନେତାଙ୍କୁ ଗୁରୁତ୍ୱ
ବିଜେପି ଓ କଂଗ୍ରେସରୁୁ ଆସିଥିବା ନେତାଙ୍କ ଉପରେ ନବୀନଙ୍କ ବିଶ୍ୱାସ । ନିର୍ବାଚନରେ ପ୍ରାର୍ଥୀ କରି ବିଧାୟକ ଭାବେ ଜିତାଇବା ପରେ ନବୀନ ତାଙ୍କ ମନ୍ତ୍ରୀମଣ୍ଡଳରେ ଅନ୍ୟ ଦଳରୁ ଆସିଥିବା ତିନିଜଣ ବିଧାୟକଙ୍କୁ ମନ୍ତ୍ରୀ କରିଛନ୍ତି । ସେମାନେ ହେଲେ...
ଉତ୍ସାହିତ କଲେ , ସାଙ୍ଗରେ ବି ଗଲେ
ପଞ୍ଚମ ଥର ପାଇଁ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହୋଇଥିଲା ବର୍ଣ୍ଣାଢ୍ୟ ସମାରୋହ । ଏଥିପାଇଁ ପ୍ରାୟ ପାଞ୍ଚ ହଜାର ଲୋକ ବସିବା ଭଳି ସୁଦୃଶ୍ୟ ମଣ୍ଡପ ଓ ବାତାନୁକୁଳିତ...
ଏମାନେ ନେଲେ ଗୁରୁ ଦାୟିତ୍ୱ
ନିର୍ବାଚନ ପରେ ସାରା ଓଡିଶାରେ ସବୁଠୁ ବଡ ଚର୍ଚ୍ଚା ଥିଲା କେଉଁ ବିଧାୟକ ମନ୍ତ୍ରୀପଦ ପାଇବେ । କେଉଁ ମାନେ ସମ୍ବାଳିବେ ନବୀନଙ୍କ ପଚଂମ ଇନିଂସ୍ ମନ୍ତ୍ରୀଭାର । ବୁଧବାର ଶପଥ ଗ୍ରହଣ ଉତ୍ସବରେ ନବୀନ ଓ ଟିମ୍ ଶପଥ...
ମୋଦୀଙ୍କ ଶପଥ ସମାରୋହରେ ଯୋଗଦେବେ ୧୪ଟି ଦେଶର ନେତା
ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଶପଥ ଗ୍ରହଣ କରିବେ । ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ଏହି ଶପଥଗ୍ରହଣ ଉତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଶପଥ ସମାରୋହରେ ୬୫୦୦ ଅତିଥି ଯୋଗ ଦେବାର କାର୍ଯ୍ୟକ୍ରମ...
କାହାକୁ ମିଳିଲା କେଉଁ ଦାୟିତ୍ୱ , ପଢନ୍ତୁ
ନବୀନ ପଟ୍ଟନାୟକ-ଗୃହ ଓ ସାଧାରଣ ପ୍ରଶାସନ
ପ୍ରଫୁଲ୍ଲ ମଲ୍ଲିକ-ଖଣି, ଇସ୍ପାତ ଓ ପୂର୍ତ୍ତ, ଗୃହ ବିଭାଗର ସ୍ୱାଧୀନ ଦାୟିତ୍ୱ
ବିକ୍ରମ ଆରୁଖ- ଜଙ୍ଗଲ, ପରିବେଶ ଓ ସଂସଦୀୟ ବ୍ୟାପାର
ନିରଞ୍ଜନ ପୂଜାରୀ- ଅର୍ଥ ଓ ଅବକାରୀ
ରଣେନ୍ଦ୍ର ପ୍ରତାପ ସ୍ୱାଇଁ- ଖାଦ୍ୟ ଓ ଯୋଗାଣ, ସମବାୟ
ଅରୁଣ...
ଇଶ୍ୱରଙ୍କ ନାମରେ ନେଲେ ଶପଥ
ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ଇନିଂସ୍ । ପଞ୍ଚମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନବୀନ । ଏହା ପରେ ପରେ ନବୀନଙ୍କ ମନ୍ତ୍ରୀମଣ୍ଡଳ ଶପଥ ନେଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ...
ପରଲୋକରେ କମେଡି ଅଭିନେତା ସୁନିଲ
ସିନେମା ଓ ଧାରାବାହିକରେ ସବୁଦିନ ହସାଉଥିବା କଳାକାର ସୁନିଲ ନାୟକଙ୍କ ମୃତୁ୍ୟ ଘଟିଛି । ମଙ୍ଗଳବାର ଦିନ ଏକ କମେଡି ଧାରାବାହିକ ସୁଟିଂ ଚାଲିଥିବା ବେଳେ ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ଏବଂ ତାଙ୍କୁ ସାଙ୍ଗେ...
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନବୀନ
ମେ ୨୯ ବୁଧବାରଠାରୁ ଆରମ୍ଭ ହେଲା ନବୀନଙ୍କ ପଂଚମ ଇନିଂସ । ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ୫ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଜଧାନୀ ଭୁବନେଶ୍ୱରର ୟୁନିଟ-୩ସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆରେ...
ଟିମ୍ ନବୀନ ଭାବେ କିଏ ଶପଥ ନେବେ !
ନବୀନଙ୍କ ସହ କିଏ ଶପଥ ନେବେ. ମନ୍ତ୍ରୀମଣ୍ଡଳରେ କାହାକୁ ସାମିଲ କରିବେ ନବୀନ. ମିଳିଥିବା ସୂଚନା ଅନୁଯାୟୀ ନବୀନଙ୍କ ସହ ବୁଧବାର ଦିନ ଶପଥ ଉତ୍ସବରେ ମନ୍ତ୍ରୀ ଭାବେ ଶପଥ ନେବେ ଅଶୋକ ପଣ୍ଡା, ବିକ୍ରମ ଆରୁଖ, ନିରଞ୍ଜନ ପୂଜାରୀ,...


















