ବୁକୁଫୁଟା କାନ୍ଦରେ ସମସ୍ତେ ସ୍ତବ୍ଧ
ଭୁବନେଶ୍ବର ବିମାନ ବନ୍ଦର . ସମସ୍ତେ ଅପେକ୍ଷା କରି ରହିଥିଲେ ଦୁଇ ବୀର ଓଡିଆ ସହିଦଙ୍କୁ. କାନ୍ଦ ବୋବାଳିରେ ଫାଟି ପଡୁଥିଲା ସାରା ପରିବେଶ. ସମସ୍ତେ ଅପେକ୍ଷା କରି ରହିଥିଲେ ପୁଲଓାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଦୁଇ ବୀର...
ବ୍ୟର୍ଥ ଯିବନି ବଳିଦାନ
ଆତଙ୍କବାଦ ବିରୋଧରେ ମିଳିତ ଭାବେ ଲଢେଇ କରିବାକୁ ସର୍ବଦଳୀୟ ବୈଠକରେ ପ୍ରସ୍ତାବ ଗ୍ରହଣ କରାଯାଇଛି. ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ପୁଲଓାମା ଆକ୍ରମଣକୁ ନିନ୍ଦା କରାଯିବା ସହ ସୀମାନ୍ତରେ ଅବା ଦେଶର ଯେକୈଣସି ଭାଗରେ...
ସହିଦଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ପୁଲୱାମା ଆତ୍ମଘାତୀ ଆକ୍ରମଣକୁ ନେଇ ସ୍ତବ୍ଧ ହୋଇଯାଇଛି ସାରା ଦେଶ । ସମସ୍ତେ ଏହି ଘଟଣାକୁ ନିନ୍ଦା କରୁଥିବାବେଳେ ବୀର ସହିଦଙ୍କ ଅମର ଆତ୍ମାର ସଦଗତି କାମନା କରି ସବୁଆଡେ କ୍ୟାଣ୍ଡେଲ ଶୋଭାଯାତ୍ରା ଆରମ୍ଭ କରାଯାଇଛି । ରାୟଗଡା ଜିଲ୍ଲାର...
କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀ
ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି . ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ବଣ୍ଟନ କରିବା ସହ ଜଳସେଚନ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି । ୭୬୮...
ସବୁ ସ୍କୁଲରେ ହେବ ନିରବ ପ୍ରାର୍ଥନା
ପୁଲଓ୍ଵାମାରେ ସେନା ଉପରେ ବଡ଼ ଧରଣର ଆତଙ୍କୀ ହମଲାରେ ପୂରା ଦେଶ ସ୍ତବ୍ଧ। ଦେଶ ପାଇଁ ନିଜର ଜୀବନକୁ ବାଜି ଲଗାଇଥିବା ସହିଦଙ୍କ ପାଇଁ ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲରେ ହେବ ନିରବ ପ୍ରାର୍ଥନା । ଦିନ ୧୧ଟାରେ ୨...
କାନ୍ଦୁଛି ଦେଶ, ସବୁଠି ଶ୍ରଦ୍ଧାଞ୍ଜଳି
ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ସମଗ୍ର ଦେଶବାସୀଙ୍କୁ ବ୍ୟଥିତ କରିଛି । ଯବାନଙ୍କ ଉପରେ ଆକ୍ରମଣ ଘଟଣାକୁ ଦେଶବ୍ୟାପୀ ନିନ୍ଦା କରା ଯାଇଛି । ବୀର ସହିଦଙ୍କ ଶୋକସନ୍ତପ୍ତ ପରିବାରକୁ ସମଗ୍ର ରାଷ୍ଟ୍ର ସମ୍ମାନ ଜଣାଇ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି...
କେନ୍ଦ୍ରାପଡାରେ କାଳିଆ
ଚାଷୀଙ୍କ ଉନ୍ନତିରେ ଦେଶର ଉନ୍ନତି । ଭୂମିହୀନ ଚାଷୀଙ୍କୁ ସହାୟତା ମିଳିଲେ ସେମାନେ ନିଜ ଜୀବନ ଓ ଜୀବିକାରେ ଉନ୍ନତି ଆଣିପାରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର କେନ୍ଦ୍ରାପଡା କାଳିଆ ଚାଷୀ ମହାସମାବେଶରେ ଯୋଗ ଦେଇ ଏହା କହିଛନ୍ତି...
ବୀର ଯବାନଙ୍କୁ ତୋପ ସଲାମୀ ସହ ଶ୍ରଦ୍ଧାଞ୍ଜଳୀ
ଜମ୍ମୁ-କଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ସହୀଦ ହୋଇଥିବା ଯବାନଙ୍କୁ ଶ୍ରୀନଗରଠାରେ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି । ସେନା ପକ୍ଷରୁ ଏହି ଶ୍ରଦ୍ଧାଞ୍ଜଳି ପ୍ରଦାନ ଉତ୍ସବ ଆୟୋଜନ କରାଯାଇଥିଲା । ଶୋକାକୁଳ ପରିବେଶ ମଧ୍ୟରେ ବୀର ଯବାନଙ୍କୁ ତୋପ ସଲାମୀ ସହ ଶ୍ରଦ୍ଧାଞ୍ଜଳୀ...
ପାକିସ୍ତାନକୁ ଖୋଲା ଚେତାବନୀ
ଆତଙ୍କବାଦୀମାନେ ବହୁତ ବଡ ଭୁଲ କରିଦେଇଛନ୍ତି । ଏଥିପାଇଁ ସେମାନଙ୍କୁ ବହୁ ମୁଲ୍ୟ ଦେବାକୁ ପଡିବ । କୌଣସି ପରିସ୍ଥିତିରେ ସେମାନଙ୍କୁ ଛଡା ଯିବ ନାହିଁ । ପୁଲୱାମା ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...
ଗଡିଲା ହାଇସ୍ପିଡ ଟ୍ରେନ୍ ‘ବନ୍ଦେ ଭାରତ’
ଦିଲ୍ଲୀରୁ ବାରଣାସୀକୁ ଗଡିଲା ‘ବନ୍ଦେ ଭାରତ’ ଏକ୍ସପ୍ରେସ ଟ୍ରେନ । ପ୍ରଥମ ସେମି ହାଇସ୍ପିଡ ଟ୍ରେନ “ବନ୍ଦେ ଭାରତ ଏକ୍ସପ୍ରେସ” କୁ ପତାକା ଦେଖାଇ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶତାବ୍ଦୀ ଟ୍ରେନ ପରି ବନ୍ଦେ ଭାରତ...


















