29.1 C
Bhubaneswar
Sunday, April 20, 2025
-Advertisement-

ଦାୟିତ୍ୱ ଗ୍ରହଣ କଲେ ସତ୍ୟଜିତ୍ ମହାନ୍ତି

ଭୁବନେଶ୍ୱର ଓ କଟକର ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ସିନିୟର ଆଇପିଏସ ଅଫିସର ସତ୍ୟଜିତ ମହାନ୍ତି. ଶୁକ୍ରବାର ପୂର୍ବତନ ପୋଲିସ କମିଶନର ଓ୍ୱାଇ.ବି ଖୁରାନିଆ ନୂଆ କମିଶନରଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି. ଓ୍ୱାଇ.ବି ଖୁରାନିଆ ଏଡିଜି...

ବ୍ଲୁ ହ୍ୱେଲ୍ ପରେ ଏବେ ‘ମୋମୋ ହ୍ୱାଟ୍ସଆପ୍ ଚାଲେଞ୍ଜ’

ନୂଆଦିଲ୍ଲୀ(ଏଜେନ୍ସି): ନିକଟ ଅତୀତରେ ମାରାତ୍ମକ ଇଣ୍ଟରନେଟ୍ ଗେମ୍ ‘ବ୍ଲୁ ହ୍ୱେଲ୍’ର ଶିକାର ହୋଇ ଦେଶ ବିଦେଶର ଶତାଧିକ ଯୁବଗୋଷ୍ଠୀ ନିଜ ଜୀବନ ହାରିବା ଦେଖିବାକୁ ମିଳିଥିଲା । ପରେ ଅବଶ୍ୟ ବ୍ୟାପକ ସତର୍କତା ଓ ପରାମର୍ଶ ଯୋଗୁଁ ଯୁବଗୋଷ୍ଠୀଙ୍କୁ ଏହି...

ଠାବ ହେଲା ନକଲି ସିମେଣ୍ଟ କାରଖାନା, ମାଲିକ ଗିରଫ

କଟକରେ ଠାବ ହୋଇଛି ନକଲି ସିମେଣ୍ଟ କାରଖାନା. କଟକର ପୀର ବଜାରରେ ପୋଲିସ ଏକ ସିମେଣ୍ଟ କାରଖାନା ଉପରେ ଚଢାଉ କରି କିଛି ଯନ୍ତ୍ରପାତି ଜବତ କରିବା ସହ କାରଖାନାର ମାଲିକକୁ ଗିରଫ କରିଛି. ଚଢାଉ ସମୟରେ ପୋଲିସ ଅସଲି...

ଅଗଷ୍ଟ 1 ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା

କୁମ୍ଭୀର ପ୍ରଜନନ ପାଇଁ ତିନି ମାସ ବନ୍ଦ ରହିବା ପରେ ଖୋଲିଲା ଭିତରକନିକା ଅଭୟାରଣ୍ୟ. ଅଭୟାରଣ୍ୟ ଖୋଲିବା ପରେ ପ୍ରକୃତି ପ୍ରେମୀଙ୍କର ଭିଡ଼ ଦେଖିବାକୁ ମିଳିଛି. ପର୍ଯ୍ୟଟକଙ୍କ ପାଇଁ ରାଜନଗର ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି. ଡାଙ୍ଗମାଳରେ ରାତ୍ରୀ...

‘ଆମ ଗାଁ ଆମ ବିକାଶ’ ଯୋଜନା ଅନ୍ତର୍ଗତ 1,077 ଟି ପ୍ରକଳ୍ପ ପାଇଁ 28.95 କୋଟି ଟଙ୍କା ମଞ୍ଜୁର...

‘ଆମ ଗାଁ ଆମ ବିକାଶ’ ଯୋଜନା ଅନ୍ତର୍ଗତ 6ଟି ଜିଲ୍ଲାର 6 ଟି ବ୍ଲକ ଅଧିନରେ ଥିବା 122 ଟି ଗ୍ରାମ ପଞ୍ଚାୟତର 1,077 ଟି ପ୍ରକଳ୍ପ ଉଦ୍ଦେଶ୍ୟରେ 28.95 କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ....

ଲଘୁଚାପ ପ୍ରଭାବରେ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ବାଙ୍ଗଲାଦେଶ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଓଡିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି. ମାଲକାନାଗିରି, କଳାହାଣ୍ଡି, କୋରାପୁଟ, ନୂଆପଡ଼ା,ବଲାଙ୍ଗୀର, ସୁନ୍ଦରଗଡ଼,ସମ୍ବଲପୁର,ଦେଓଗଡ଼, ଅନୁଗୁଳ,କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ବର୍ଷା...

ପାକିସ୍ତାନ ଓ ଚୀନକୁ ଝଟକା, 110 ଟି ଲଢୁଆ ବିମାନ କିଣିବ ଭାରତ

ପାକିସ୍ତାନ ଓ ଚୀନର କାର୍ଯ୍ୟକଳାପ ଯୋଗୁ ସଦାସର୍ବଦା ନିଜକୁ ପ୍ରସ୍ତୁତ ରଖିଛି ଭାରତ. ଦୁଇ ଦେଶଠାରୁ ଢେର ଅଧିକ ସାମରିକ କ୍ଷମତା ରଖିଥିବା ଭାରତ, ନିଜକୁ ଆହୁରି ମଜବୁତ କରିବା ପାଇଁ ଯୋଜନା ରଖିଛି. 2019 ରେ ଭାରତୀୟ ବାୟୁସେନା ବିଦେଶରୁ...

ନଦୀରୁ ମିଳିଲା ଆଇନଜିବୀଙ୍କ ମୃତଦେହ, ହତ୍ୟା ସନ୍ଦେହ

କୁଆଖାଇ ନଦୀର ବଙ୍କୁଆଳ ଘାଟରୁ ମିଳିଛି ନିଖୋଜ ଯୁବକଙ୍କ ମୃତଦେହ. ମୃତକ ଜଣକ ହେଉଛନ୍ତି ହାଇକୋର୍ଟରେ ଓକିଲ ଭାବେ କାର୍ଯ୍ୟରତ 29 ବର୍ଷିୟ ସନ୍ଦୀପ ନାୟକ. ଜୁଲାଇ 31 ତାରିଖ ସନ୍ଧ୍ୟାରେ ନଦୀରୁ ସନ୍ଦୀପଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ. ସନ୍ଦୀପଙ୍କୁ...

ଭଦ୍ରକ ଦୁଷ୍କର୍ମ ଓ ଡବଲ ମର୍ଡର ଘଟଣା : ଅଭିଯୁକ୍ତ ଗିରଫ

ଭଦ୍ରକ ଦୁଷ୍କର୍ମ ଓ ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋପିନାଥ ମହାନ୍ତିକୁ ଗିରଫ କରିଛି ପୋଲିସ. ସୋମବାର ରାତିରେ ଭଦ୍ରକ ପୋଲିସ ଗୋପିନାଥକୁ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଲରୁ ଗିରଫ କରିଛି. ଗୋପିନାଥର ବୟାନ ଅନୁସାରେ ପୋଲିସ ନିଖୋଜ ଥିବା...
- Advertisement -

Latest article

ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ ଭାରତ

ଆସନ୍ତା ଫେବୃଆରୀରୁ ଲାଗୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ । ନିର୍ବାଚନ ବେଳେ ଆଯୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏବେ କ୍ଷମତାସୀନ ହେବାର ଛମାସ ପରେ...

ପଦ୍ମ ବିଜେତାଙ୍କୁ ମିଳିବ ମାସକୁ 30 ହଜାର

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟର ପଦ୍ମ ବିଜେତାଙ୍କୁ ପ୍ରତିମାସରେ 30 ହଜାର ଟଙ୍କା ଲେଖାଁଏ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର...

ଆଇନ୍ ବୃତ୍ତି ବିଶ୍ୱର ଉତ୍ତମ ପେସା : ଜଷ୍ଟିସ୍ ମିଶ୍ର

ଭୁବନେଶ୍ୱର, ୨୩/୦୯ : ଆଇନ୍ ବୃତ୍ତିରେ ବିଭିନ୍ନ ସୁଯୋଗ ରହିଥିବାରୁ ଏହା ଅନେକ ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରୁଛି ଏବଂ ଏହା ବିଶ୍ୱର ସବୁଠାରୁ ଉତ୍ତମ ପେସା ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟର...