ଗ୍ରାହକ ହୋଇ ଲୁଟିଲେ ସୁନା
ସିସିଟିଭିରେ କଏଦ ହେଲା ଲୁଟ୍ । ସୁନା କିଣିବାକୁ ଆସି ଲୁଟିନେଲେ ଗହଣା ଦୋକାନ । କେନ୍ଦ୍ରାପଡା ରାଜନଗରରେ ଘଟିଛି ଏମିତି ଘଟଣା । ସକାଳ ୧୦ଟା ବେଳେ ରାଜନଗର ହଂସୁଆ ସେତୁ ନିକଟରେ ଥିବା ଶ୍ରୀମତି ଅଳଙ୍କାର ଓ...
୭ରେ ବିଧାନସଭା ଘେରିବ ବିଜେପି ମୋର୍ଚ୍ଚା
ରାଜ୍ୟରେ ବଢ଼ି ଚାଲିଥିବା ବେକାରୀ ସମସ୍ୟାକୁ ନେଇ ଆନ୍ଦୋଳନକୁ ଓହ୍ଲାବାକୁ ନିଷ୍ପତ୍ତି ନେଇଛି ଭାରତୀୟ ଜନତା ପାର୍ଟୀ । ଆସନ୍ତା ଫେବୃୟାରୀ ୭ରେ ବିଧାନସଭା ଘେରିବ ବିଜେପି ଯୁବ ମୋର୍ଚ୍ଚା । ଏ ନେଇ ସୂଚନା ଦେଇଛନ୍ତି ଯୁବମୋର୍ଚ୍ଚା ସଭାପତି...
ଅନଶନରେ ଆନ୍ନା
ସମାଜସେବୀ ଆନ୍ନା ହଜାରେ ମହାରାଷ୍ଟ୍ରସ୍ଥିତ ନିଜ ଗାଁ ରାଲେଗଣ ସିଦ୍ଧିରେ ଅନଶନରେ ବସିଛନ୍ତି. କେନ୍ଦ୍ରରେ ଲୋକପାଳ ଏବଂ ରାଜ୍ୟରେ ଲୋକାୟୁକ୍ତ ଗଠନ ଦାବିରେ ସେ ଏହି ଅନଶନରେ ବସିଥିବା ସୂଚନା ମିଳିଛି. ପୂର୍ବ ବର୍ଷ ଆନ୍ନା ହଜାରେ ଏହି ଅନଶନ...
ଘରକୁ ଫେରିବାରେ ଦଶ ମିନିଟ ଡେରି ହେବାର ପରିଣାମ
"ମୋ ଅସୁସ୍ଥ ଜେଜେମାଙ୍କୁ ଦେଖିବାକୁ ମୁଁ ଘରକୁ ଯାଇଥିଲି. ଅଧଘଣ୍ଟା ଭିତରେ ଫେରିବା ପାଇଁ ମୋ ସ୍ବାମୀ କହିଥିଲେ. ମାତ୍ର ଫେରିବାରେ ଦଶ ମିନିଟ ବିଳମ୍ବ ହୋଇଗଲା. ସ୍ବାମୀ ମୋ ଭାଇ ପାଖକୁ ଫୋନ କଲେ ଏବଂ ତିନ୍ ତଲାକ୍...
କାନ୍ଥରେ ଲେଖି ଦୋଷ ସ୍ୱୀକାର
ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଅନ୍ତର୍ଗତ ସିମର ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି. ଶୋଇଥିବା ଅବସ୍ଥାରେ ଜଣେ ଯୁବକଙ୍କୁ ହତ୍ୟା କରି ଫେରାର ହୋଇଯାଇଛି ଅଭିଯୁକ୍ତ. ତେବେ ମୃତକ ଜଣକ ସତ୍ୟବ୍ରତ ପାତ୍ର ବୋଲି ଜଣାପଡିଛି. ସୂଚନା ଅନୁସାରେ,...
ଲଞ୍ଚ ହେଲା ଜିଓ ରେଲ୍ ଆପ୍
ଦୁଇ ବର୍ଷ ପୂର୍ବରୁ ଟେଲିକମ ସେକ୍ଟରରେ ରିଲାଏନ୍ସ ଜିଓ ଆସିବା ଫଳରେ ସମସ୍ତଙ୍କ ମନରେ ଖୁସିର ଲହରୀ ଖେଳି ଯାଇଥିଲା. କାରଣ ଜିଓ ଆସିବାରୁ ଗୋଟିଏ ପ୍ଲାନରେ ଡାଟା, କଲିଂ, ଏସଏମଏସ ଓ ରୋମିଂ ଭଳି ସୁବିଧା ଗ୍ରାହକଙ୍କୁ ଉପଲବ୍ଧ...
ମାଗଣାରେ ପିଲାଙ୍କୁ କେନ୍ଦ୍ର ସରକାରଙ୍କ ଶିକ୍ଷାଦାନ !
ଲୋକସଭା ନିର୍ବାଚନ ପୂର୍ବରୁ ଆର୍ଥିକ ଶ୍ରେଣୀରେ ପଛରେ ଥିବା ଭୋଟର୍ସଙ୍କୁ ଆକର୍ଷିତ କରିବା ପାଇଁ ମୋଦି ସରକାର ଏକ ନୂଆ ନିଷ୍ପତ୍ତି ନେଇପାରନ୍ତି. ଅଷ୍ଟମ ଶ୍ରେଣୀରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରିବେ...
ସାହସିକତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା
ଜାତୀୟ ସାହସିକତା ପୁରସ୍କାର ବିଜେତା ହୋଇଥିବା 4 ଓଡିଆ ପିଲାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି. ଝିଲ୍ଲୀ ବାଗ୍, ରଞ୍ଜିତା ମାଝି, ବିଶ୍ୱଜିତ ପୁହାଣ ଓ ସିତୁ ମଲ୍ଲିକଙ୍କୁ ମୁଖ୍ୟମନ୍ତ୍ରୀ ସେମାନଙ୍କ ସାହସିକତା ପାଇଁ 1 ଲକ୍ଷ ଟଙ୍କାର...
ପାକିସ୍ତାନୀ ସିଙ୍ଗରଙ୍କୁ ଇଡି ନୋଟିସ
ଲୋକପ୍ରିୟ କଣ୍ଠଶିଳ୍ପୀ ରାହତ ଫତେ ଅଲି ଖାଁ ଏବେ ବିପଦରେ . ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରୁ ନୋଟିସ ଜାରି କରାଯାଇଥିବା ସୂଚନା ମିଳିଛି. ଏହି ନୋଟିସ FEMA ଉଲ୍ଲଘଂନ ପାଇଁ କରାଯାଇଥିବା ଜଣାପଡିଛି . ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଭାରତରେ ବିଦେଶୀ ମୁଦ୍ରାର...
ଜଣେ ମୃତ, 25 ରୁ ଅଧିକ ଆହତ
ରାୟଗଡା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ପିପଲଗୁଡା ଘାଟି ନିକଟରେ ଏକ ମର୍ମନ୍ତୁଦ ବସ ଦୁର୍ଘଟଣା. ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 25ରୁ ଅଧିକ ଲୋକ ଆହତ ହୋଇଛନ୍ତି. ସେମାନଙ୍କ ମଧ୍ୟରୁ 4 ଜଣଙ୍କ ଅବସ୍ଥା ସଂଙ୍କଟାପନ୍ନ ରହିଛି....












