କିଏ ହେବ ଗୋଆ ମୁଖ୍ୟମନ୍ତ୍ରୀ ?
ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ନିଧନରେ ସାରା ଗୋଆ ସ୍ତବ୍ଧ ହୋଇଯାଇଛି. ଅନ୍ୟପଟେ ପାରିକରଙ୍କ ଶେଷକୃତ୍ୟ ସଂପନ୍ନ ନ ହେଉଣୁ ଗୋଆ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଅଙ୍କକଷା ଆରମ୍ଭ ହୋଇଗଲାଣି. ତେବେ ଗୋଆ ବିଧାନସଭା ସ୍ପିକର ପ୍ରମୋଦ...
ବିଜେଡିରୁ ଗୁଣପୁର ବିଧାୟକ ତ୍ରିନାଥଙ୍କ ଇସ୍ତଫା
ବିଜେଡି ଛାଡିଲେ ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗ । ନିଜ ଇସ୍ତଫା ପତ୍ର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ଦଳର ପ୍ରାଥମିକ ସଦସ୍ୟ ପଦରୁ ତ୍ରିନାଥ ଗମାଙ୍ଗ ଇସ୍ତଫା ଦେଇଛନ୍ତି । ଦଳରେ...
‘କ୍ରାକ ଫାଇଟର’ର ଟ୍ରେଲର ରିଲିଜ
ଭୋଜପୁରୀ ସିନେମାର ସୁପରଷ୍ଟାର ପବନ ସିଂହଙ୍କ ଆଗାମୀ ଫିଲ୍ମ ‘କ୍ରାକ ଫାଇଟର’ର ଟ୍ରେଲର ରିଲିଜ ହୋଇଯାଇଛି. ପବନ ସିଂହଙ୍କ ଏହି ଫିଲ୍ମର ଟ୍ରେଲର ରିଲିଜ ହେବା କ୍ଷଣି ହିଁ ୟୁଟ୍ୟୁବରେ ଧମାଲ ମଚାଇ ସାରିଛି. ଏଥିରେ ପବନଙ୍କ ଜୋରଦାର ଆକ୍ସନ...
ସନ୍ଧ୍ୟାରେ ପାରିକରଙ୍କ ଶେଷକୃତ୍ୟ
ଦୀର୍ଘଦିନ ଧରି ପାନକ୍ରିୟାଟିକ ରୋଗରେ ପୀଡିତ ହୋଇ ଗତକାଲି ଚିରନିଦ୍ରାରେ ଶୋଇଯାଇଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ତଥା ଦେଶର ପୂର୍ବତନ ରକ୍ଷାମନ୍ତ୍ରୀ ମନୋହର ପାରିକର. 63 ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ବେଳେ ତାଙ୍କ ବିୟୋଗରେ ଗୋଆରେ...
ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସୁବ୍ରତ ବାଗଚି
ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ତଥା ମାଇଣ୍ଡଟ୍ରିର ସହ-ସଂସ୍ଥାପକ ସୁବ୍ରତ ବାଗଚି ରବିବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି. ତାଙ୍କ ଦ୍ୱାରା ସ୍ଥାପିତ ହୋଇଥିବା ଆଇଟି କମ୍ପାନୀକୁ ଶତ୍ରୁତାପୂର୍ଣ୍ଣ ଅଧିଗ୍ରହଣରୁ ରକ୍ଷା କରିବା ପାଇଁ ସେ ଇସ୍ତଫା ଦେଇଥିବା...
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ପ୍ରାର୍ଥୀପତ୍ର ଦାଖଲ
ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା 91 ଲୋକସଭା ଆସନର ମତଦାନ ପାଇଁ ସୋମବାରଠୁ ପ୍ରାର୍ଥୀପତ୍ର ଦାଖଲ ପ୍ରକିୟା ଆରମ୍ଭ ହେବ. ଓଡ଼ିଶାର 4ଟି ଲୋକସଭା ଆସନ ଏବଂ 28ଟି ବିଧାନସଭା ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ବିଜ୍ଞପ୍ତି ପ୍ରକାଶ...
ଖୋର୍ଦ୍ଧା ଜିଲ୍ଲାରେ ହାତୀ ଆତଙ୍କ
ବାରମ୍ବାର ହାତୀ ଉପଦ୍ରବ ପାଇଁ ଲୋକମାନେ ନାହିଁ ନଥିବା ହଇରାଣ ହେଉଛନ୍ତି. କେଉଁଠି ହାତୀ ଘରଦ୍ୱାର ଭଙ୍ଗାରୁଜା କରୁଛି, ତ ଆଉ କେଉଁଠି ଫସଲ ନଷ୍ଟ କରୁଛି. ଏଭଳି ଘଟଣା ବାରମ୍ବାର ସାମ୍ନାକୁ ଆସୁଥିବା ବେଳେ ଗତକାଲି ବିଳମ୍ବିତ ରାତିରେ...
ଜୋସରେ ନବୀନ ନିବାସ
ଜୋସରେ ନବୀନ ନିବାସ.
2019 ନିର୍ବାଚନ ପାଇଁ ତିଆରି ଚାଲିଛି ରଣନୀତି.
ରାତି ପାହିଲେ ନବୀନ ନିବାସରେ ଲାଗି ଯାଉଛି ନେତା ଓ ସମର୍ଥକଙ୍କ ଭିଡ. ନବୀନ ନିବାସ ଆଗରେ ହଜାର ହଜାର ଲୋକଙ୍କ ଭିଡରୁ ବାରି ହେଉଛି 2019 ନିର୍ବାଚନର ଉଷ୍ମତା.
କିଏ...
ଶଙ୍ଖ ଫୁଙ୍କିଲେ ମୀରା
ଶଙ୍ଖ ଫୁଙ୍କିଲେ ମୀରା । ରବିବାର ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନିଜ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି କିନ୍ନର ମୀରା ପରିଡା । ବେଗୁନିଆ ବିଧାନସଭା ଆସନରୁ ଲଢିବା ପାଇଁ ମିରା ପରିଡା ଟିକେଟ ଆଶାୟୀ ରହିଥିବା ଚର୍ଚ୍ଚା ହେଉଥିଲା...
ପଶ୍ଚିମ ଓଡିଶାରୁ ଲଢିବେ ନବୀନ !
ନବୀନ ବଦଳାଇବେ ନିର୍ବାଚନମଣ୍ଡଳୀ. ଦୁଇ ହଜାର ମସିହାରୁ ହିଂଜିଳିକାଟୁ ବିଧାନସଭାରୁ ଲଢି ଆସୁଥିବା ନବୀନ ଏଥର ପଶ୍ଚିମ ଓଡିଶାରୁ ପ୍ରାର୍ଥୀ ହୋଇପାରନ୍ତି. ପଶ୍ଚିମ ଓଡିଶାର ସାଂସଦ ଓ ବିଧାୟକଙ୍କ ସମେତ ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ପଶ୍ଟିମ ଓଡିଶାର ଯେକୌଣସି...


















