ରାଜଧାନୀରେ ଲୁଟେରାଙ୍କ ଆତଙ୍କରାଜ
ରାଜଧାନୀରେ ଲୁଟେରାଙ୍କ ଲୁଟପାଟ । ଦିନ ହେଉ କି ରାତି ଲୁଟେରାଙ୍କୁ ଆଖିରୁ ଖସି ପାରୁନାହାଁନ୍ତି ଲୋକେ । ଶୁକ୍ରବାର ସକାଳେ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାର ଫେଜ୍-୭ରେ ଲୁଟେରାଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି। ଦୁଇଟି ବାଇକ୍ରେ ଆସିଥିବା ପାଞ୍ଚ...
ଆପତ୍ତିଜନକ ସାମଗ୍ରୀ ଜବତ, ୬ଗିରଫ
ରାୟଗଡ଼ା ସହରର ଏକ ଭଡ଼ା ଘରୁ ସେକ୍ସ ରାକେଟ୍ ଠାବ । ରାତିରେ ପାଟ୍ରୋଲିଂ କରୁଥିବା ବେଲେ ସୂଚନା ପାଇ ପୁଲିସ ଉକ୍ତ ଭଡାଘରେ ଚଢ଼ଉ କରିଥିଲା . ସାଇପ୍ରିୟା ନଗର ଅଞ୍ଚଳର ଉକ୍ତ ଭଡା ଘରେ ଚଢ଼ଉ କରି...
ଦିଲ୍ଲୀରୁ ଫେରି ବର୍ଷିଲେ ଦାମ
ବିଜେପିରେ ମିଶିବା ପରେ ଓଡିଶା ଫେରିଛନ୍ତି ଦାମ ରାଉତ । ବିମାନ ବନ୍ଦରରେ ପହଂଚିବା ପରେ ଦଳୀୟ କର୍ମୀ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଧନା ଦେଇ ରାଜ୍ୟ କାର୍ଯ୍ୟାଳୟକୁ ପାଛୋଟି ନେଇଥିଲେ । ଦାମଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟ କାର୍ଯ୍ୟାଳୟରେ...
ବିଜେଡିରୁ ଇସ୍ତଫା ଦେଲେ ସୁକାନ୍ତ ନାୟକ
ବିଜେଡିରୁ ଇସ୍ତଫା ଦେଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ । ସେ ନିଜର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି ବୋଲି କହିଛନ୍ତି । ଜିଲ୍ଲା ବିଜେଡି ସଭାପତିଙ୍କ ପ୍ରତି ବିଷୋଦଗାର କରିବା ସହ ତାଙ୍କ ବିରୋଧରେ...
ଶ୍ରୀସନ୍ଥଙ୍କୁ ଆଶ୍ୱସ୍ଥୀ, ହଟିଲା ଆଜୀବନ ବାସନ୍ଦ
କ୍ରିକେଟର ଏସ୍. ଶ୍ରୀସନ୍ଥଙ୍କୁ ମିଳିଛି ବଡ଼ ଆଶ୍ୱସ୍ଥୀ । ସୁପ୍ରିମକୋର୍ଟ ଶ୍ରୀସନ୍ଥଙ୍କ ଉପରେ ଲାଗିଥିବା ଆଜୀବନ ବାସନ୍ଦକୁ ହଟାଇ ଦେବାକୁ ବିସିସିଆଇର ଶୃଙ୍ଖଳା କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି । ମାନ୍ୟବର କୋର୍ଟ ବିସିସିଆଇକୁ ୩ ମାସ ମଧ୍ୟରେ ପୂର୍ବତନ ବୋଲରଙ୍କ...
ମସଜିଦରେ ଗୁଳିବର୍ଷା, ମୃତ୍ୟୁ ସଂଖ୍ୟା ୪୦
ନ୍ୟୁଜିଲାଣ୍ଡର କ୍ରାଏଷ୍ଟଚର୍ଚ୍ଚ ସହରର ୨ଟି ମସଜିଦ ଉପରେ ଶୁକ୍ରବାର ଭୟାନକ ଆକ୍ରମଣ ହୋଇଛି । ଦୁର୍ବୃତ୍ତମାନେ ଦୁଇଟି ମସଜିଦ ଉପରକୁ ଗୁଳିବର୍ଷା କରିଛନ୍ତି । ଗୁଳିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ଚାଳିଶରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ଏହି...
ରାହୁଲଙ୍କ ପ୍ରତିଶ୍ରୁତି ବର୍ଷା
ନିର୍ବାଚନୀ ବିଗୁଲ ବାଜିବା ପରେ ଓଡ଼ିଶା ଗସ୍ତରେ ରାହୁଲ ଗାନ୍ଧୀ । ବରଗଡ଼ର ସରସରା ପଡିଆରେ ଜନସଭାକୁ ସମ୍ବୋଧିତ କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ । ପରେ ରାହୁଲ ନିକଟରେ ତିନୋଟି ରାଜ୍ୟରେ...
ପଦ୍ମ ଧରିଲେ ଦାମ
ସବୁ କଳ୍ପନା ଜଳ୍ପନାର ଅନ୍ତ । ବିଜେପିରେ ଯୋଗ ଦେଲେ ବରିଷ୍ଠ ନେତା ଦାମ ରାଉତ । ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଜେପିରେ ଯୋଗ ଦେଇଛନ୍ତି ଦାମ ରାଉତ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା...
ପକେଇଥିବା ଛେପ ଢୋକେନି
ଗୁରୁବାର ସାଂସଦ ବଳଭଦ୍ର ମାଝୀ ବିଜୁ ଜନତା ଦଳ ଛାଡ଼ିଥିବା ବେଳେ ନବୀନଙ୍କ ଉପରେ ବିଷ ଓଗାଳିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ। ପୁଅ ନବୀନ ନିବାସରେ ଥିବା ବେଳେ ଦାମବାବୁ ବିଜେଡି ଦଳ ଏବଂ ଏହାର ମୁଖ୍ୟ ନବୀନଙ୍କ...
କଂଗ୍ରେସରେ ଯୋଗ ଦେଲେ ଯଜ୍ଞେଶ୍ୱର
ଶେଷରେ କଂଗ୍ରେସର ହାତ ଧରିଲେ ଓଡିଶା ଜନମୋର୍ଚ୍ଚାର ମହାସଚିବ ଯଜ୍ଞେଶ୍ୱର ବାବୁ. ସେ ଗୁରୁବାର କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଛନ୍ତି. ସବୁ ଦିଗକୁ ଦୃଷ୍ଟିରେ ରଖି ସେ କଂଗ୍ରେସରେ ଯୋଗ ଦେଇଛନ୍ତି....



















