ବିଜେଡି ଛାଡିଲେ ପ୍ରୀତିନନ୍ଦା
ଗୁରୁବାର ବରିଷ୍ଠ ନେତା ଦାମୋଦର ରାଉତ ବିଜେପରେ ମିଶିଛନ୍ତି । ଗୋଟିଏ ପଟେ ପୁଅ ସମ୍ବିତଙ୍କୁ ପାରାଦୀପରୁ ପ୍ରାର୍ଥୀ କରିବାକୁ ବିଜେଡି ଚାହୁଁଥିବା ବେଳେ ଏବେ ତାଙ୍କ ଝିଅ ପ୍ରୀତିନନ୍ଦା ବିଜେଡିରୁ ଇସ୍ତଫା ଦେଇଛନ୍ତି। ପ୍ରୀତିନନ୍ଦା ଭୁବନେଶ୍ଵରର ଓ୍ଵାର୍ଡ ନମ୍ବର...
କୁଆଡେ ଗଲେ 9 ଭାରତୀୟ ?
ଶୁକ୍ରବାର ନ୍ୟୁଜଲ୍ୟାଣ୍ଡର ଦୁଇଟି ମସଜିଦରେ ହୋଇଥିବା ଗୁଳି ବର୍ଷାରେ 9 ଜଣ ଭାରତୀୟ ନିଖୋଜ ଥିବା ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି. ଏହି ଘଟଣାରେ 49 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 20 ଜଣ ଆହତ ହୋଇଥିଲେ....
ପଦ୍ମ ଧରିଲେ ବଳଭଦ୍ର
ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ବଳଭଦ୍ର ଗତ ଗୁରୁବାର ଦିନ ବିଜେଡିରୁ ଇସ୍ତଫା ଦେଇଥିଲେ । ତାଙ୍କୁ ଦଳ ଅଣଦେଖା କରୁଥିବା ସେ କହିଥିଲେ । ସେ ଆହୁରି କହିଥିଲେ...
କେବେ ଚେତିବ ପ୍ରଶାସନ ?
ବାଲିମେଳା ଏନଏସିରେ ପରିମଳ ବ୍ୟବସ୍ଥା ଏବେ ଏଭଳି ପରିସ୍ଥିତିରେ ପହଞ୍ଚିଲାଣି ଯେ, ବାରମ୍ବାର ଗଣମାଧ୍ୟମରେ ପ୍ରଚାର ପରେ ମଧ୍ୟ ପ୍ରଶାସନର ନିଦ ଭାଙ୍ଗୁନି. ପରିମଳ ବ୍ୟବସ୍ଥା ଧିରେ ଧିରେ ବିପର୍ଯ୍ୟୟ ଆଡକୁ ଗତିକଲାଣି. ଏହି ଅଭିଯୋଗ ପରେ ବି ବାଲିମେଳା...
ଟଳିଲେ ଦୁଇ ମାଓବାଦୀ
ମାଲକାନଗିରି ସୀମାନ୍ତରେ ପୁଣି ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ହୋଇଛି ଗୁଳିବିନିମୟ. ଆନ୍ଧ୍ର ସୀମାବର୍ତ୍ତୀ ପେଦାବାଇଲ ଜଙ୍ଗଲରେ ଗତକାଲି ଏହି ଗୁଳି ବିନିମୟ ହୋଇଥଲା. ଫଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଥିଲେ ଦୁଇ ନକ୍ସଲ. ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ...
ଶଙ୍ଖ ଧରିଲେ ବସନ୍ତ ପଣ୍ଡାଙ୍କ ପୁତୁରା
ବିଜେଡିରେ ଯୋଗ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା ହରିଶ୍ଚନ୍ଦ୍ର ପଣ୍ଡା. ଶନିବାର ସେ ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି. ଓଡିଶାବାସୀଙ୍କ ପ୍ରତି ନବୀନଙ୍କ ଥିବା ଅଗାଢ ଭଲପାଇବା...
ସଲମାନଙ୍କ ଗୀତର ଟିଜର ରିଲିଜ
ଫିଲ୍ମ ‘ନୋଟବୁକ’ର ଏକ ନୂଆ ସଙ୍ଗର ଟିଜର ରିଲିଜ ହୋଇଯାଇଛି. ଯେଉଁଥିରେ ସଲମାନ ଫ୍ୟାନ ମାନଙ୍କ ପାଇଁ ନିଜ ଭଏସ ଦେଇଛନ୍ତି. ଦବଙ୍ଗ ଖାନ ସଲମାନଙ୍କ ଫିଲ୍ମ ‘ନୋଟବୁ’କ 29 ମାର୍ଚ୍ଚରେ ବଡ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି ଏବଂ...
3 ଓଡିଆଙ୍କୁ ପଦ୍ମଶ୍ରୀ
ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ. ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଓ ସଫଳତା ହାସଲ କରିଥିବା ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ଏହି ଉଚ୍ଚ କୋଟିର ସମ୍ମାନ ପ୍ରଦାନ କରିଛନ୍ତି. ତେବେ...
ରାୟଗଡାରେ ମାଓ ପୋଷ୍ଟର
ରାୟଗଡା ଜିଲ୍ଲା ନିୟମଗିରି ଅଞ୍ଚଳରେ ପୁଣି ନିଜର ସ୍ଥିତି ଜାହିର କରିଛନ୍ତି ମାଓବାଦୀ. ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାରସାଲି ପଞ୍ଚାୟତ ନିୟମଗିରିରେ ମାଓବାଦୀମାନେ 4ଟି ପୋଷ୍ଟର ଲଗାଇଥିବା ଦେଖିବାକୁ ମିଳିଛି. ଉକ୍ତ ମାଓ ପୋଷ୍ଟରରେ ମାଓ ସଂଗଠନ ବାଶଧରା...
କଂଗ୍ରେସ ଛାଡିଲେ ପ୍ରକାଶ
କଂଗ୍ରେସ ଛାଡିଲେ ସାଲେପୁର ବିଧାୟକ ପ୍ରକାଶ ବେହେରା. ଦଳରେ ତାଙ୍କୁ ଅବହେଳା କରାଯାଇଥିବାରୁ ସେ ଇସ୍ତଫା ଦେଇଛନ୍ତି . ଦଳରେ ତାଙ୍କୁ ଅଣଦେଖା କରାଯାଇଛି ଏବଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ଅଭିଯୋଗ ଶୁଣିନଥିବା ସେ କହିଛନ୍ତି. ତେବେ...



















