କଣ୍ଟା ସାଜିଲା ଚୀନ
ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦର ମୁଖ୍ୟ ଆତଙ୍କବାଦୀ ମାସୁଦ ଅଜହରକୁ ସୁରକ୍ଷା ଦେଲା ଚୀନ. ଚତୁର୍ଥ ଥର ପାଇଁ ଚୀନ ମାସୁଦକୁ ସୁରକ୍ଷା ଦେଇଛି. ତେବେ ମାସୁଦକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବା ପାଇଁ ଆହୁରି ପ୍ରମାଣ ଆବଶ୍ୟକ ଥିବା ଚୀନ...
ରାୟଗଡାରେ ଦୁର୍ଘଟଣା, ଜଣେ ମୃତ
ରାୟଗଡା ଥାନା ଅନ୍ତର୍ଗତ ଫୁଲକଣା ଗ୍ରାମ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଇନୋଭା କାର୍ ଅଟୋକୁ ଧକ୍କା ଦେବା ଫଳରେ ଜଣେ ମହିଳା ଯାତ୍ରୀ ମୃତ୍ୟୁବରଣ କରିଛନ୍ତି । ମୃତ ମହିଳା ଜଣକ ହେଲେ ଗୁମ୍ମା ଅଞ୍ଚଳର...
ମଇଦାନକୁ ଓହ୍ଲାଇବେ ପୃଥ୍ବୀବଲ୍ଲଭ
ରାଜନୀତି ମଇଦାନକୁ ଓହ୍ଲାଇବେ ପୃଥ୍ବୀବଲ୍ଲଭ ପଟ୍ଟନାୟକ. ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ବୀବଲ୍ଲଭ ନିର୍ବାଚନ ଲଢିବାକୁ ଇଚ୍ଛା ପ୍ରକାଶ କରିଛନ୍ତି. ବେଗୁନିଆ ବିଧାନସଭା ନିର୍ବାଚନମଣ୍ଡଳୀରୁ ସେ ପ୍ରତିଦ୍ବନ୍ଦିତା କରିବାକୁ ଆଗ୍ରହ ପ୍ରକାଶ କରିବା ସହ କଂଗ୍ରେସକୁ...
ଫୁଲ୍ ଦମରେ ସୁର ଭାଇ
ନିର୍ବାଚନକୁ ନେଇ କଣ କହୁଛନ୍ତି ସୁର ଭାଇ. ସାମ୍ବାଦିକଙ୍କ ମେଳରେ ସୁର ଭାଇଙ୍କ ଗପରୁ ଜଣାପଡୁଛି, ଖୁବ ଖୁସି ଅଛନ୍ତି ସୁର ଭାଇ. ଏଥରକ ନିର୍ବାଚନରେ ବାପ ପୁଅଙ୍କୁ ଟିକଟ ମିଳିବ କି ନାହିଁ, ଯଦି ମିଳିବ କଂଗ୍ରେସରେ ବାପ...
ମହିଳା ମାଓବାଦୀ ମୃତ
କନ୍ଧମାଳ ତୁମୁଡିବନ୍ଧ ନିକଟ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମୁହାଁମୁହିଁ । ମାଓବାଦୀମାନେ ଗୁଳି ଚାଳନା କରିବାରୁ ସୁରକ୍ଷା କର୍ମୀ ଏହାର ଜବାବ ଦେଇଥିଲେ । ଫଳରେ ସେନା ଗୁଳିରେ ଜଣେ ମହିଳା କ୍ୟାଡର ମୃତ୍ୟୁବରଣ କରିଛନ୍ତି । ସେମାନଙ୍କ...
ହରିଜନ ସମ୍ପର୍କିତ ବିବାଦୀୟ ମନ୍ତବ୍ୟ ମାମଲାରେ ଦାମଙ୍କୁ ଆଶ୍ୱସ୍ତି
ହରିଜନ ସମ୍ପର୍କିତ ବିବାଦୀୟ ମନ୍ତବ୍ୟ ଦେଇଥିବା ମାମଲରାରେ ଦାମ ରାଉତଙ୍କ ନାମରେ ଥିବା ଅଭିଯୋଗକୁ ଆଜି ହାଇକୋର୍ଟ ରଦ୍ଦ କରିଛନ୍ତି ।
ପୂର୍ବତନ ବରିଷ୍ଠ ବିଜେଡି ନେତା ତଥା ପାରାଦ୍ୱୀପ ବିଧାୟକ ଦାମ ରାଉତ ହରିଜନ ସମ୍ପର୍କିତ ବିବାଦୀୟ ମନ୍ତବ୍ୟ ଦେଇଥିଲେ...
ହାତୀର ଗଳିତ ଶବ ଉଦ୍ଧାର
ବାଲେଶ୍ୱର ଜିଲ୍ଲା କୁଲଡିହା ଅଭୟାରଣ୍ୟରେ ଦୁଇଟି ମାଈ ହାତୀର ଗଳିତ ଶବ ଉଦ୍ଧାର କରିଛି କୁଲଡିହା ବନ ବିଭାଗ. ଗତକାଲି ହାତୀ ଦୁଇଟି ମରିପଡିଥିବା ଖବର ପାଇଥିଲା ବନ ବିଭାଗ. ପରେ ବୁଧବାର ସକାଳୁ ଘଟଣାସ୍ଥଳରେ ପହଞ୍ଚି ହାତୀର ପୋଷ୍ଟମଟର୍ମ...
ଖୋର୍ଦ୍ଧାରେ ଫୁଟିଲା ବୋମା
ଖୋର୍ଦ୍ଧାରେ ଫୁଟିଲା ବୋମା. ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲାର ଆଦର୍ଶ ଥାନା ଅନ୍ତର୍ଗତ ଶ୍ରୀରାମ ନଗରରେ ଘଟିଛି ଏହି ଘଟଣା. ସୂଚନା ଅନୁସାରେ ଶ୍ରୀରାମ ନଗରର ମଧୁସୂଦନ ପାତାଳସିଂହଙ୍କ ଘର ସାମ୍ନାକୁ ଦୁଇ ଜଣ ଦୁର୍ବୃତ୍ତ ବୋମାମାଡ କରିଥିଲେ....
ଭାରତ ପାଇଁ ‘କର ବା ମର’
ବୁଧବାର ଦିଲ୍ଲୀରେ ଆରମ୍ଭ ହେବାକୁ ଯାଉଛି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପଞ୍ଚମ ତଥା ଶେଷ ଦିନିକିଆ ମ୍ୟାଚ. ଏହି ମ୍ୟାଚଟି ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ ବିଶେଷ କରି ଭାରତ ପାଇଁ ଏହା ‘କର...
ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ
ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ. ଏଭଳି ଏକ ଦୃଶ୍ୟ ପୁଣି ସାମ୍ନାକୁ ଆସିଛି ମାଲକାନଗିରି ଜିଲ୍ଲା କୋରୁକଣ୍ଡା ବ୍ଲକ ପାଡାଲପୁଟ ଗାଁରେ. ସୂଚନା ଅନୁସାରେ, ସେହି ଗାଁର ପଦ୍ମା ରୁଙ୍ଗୁଡା ଗର୍ଭବତୀ ଥିଲେ. ଗତକାଲି ତାଙ୍କର ଗର୍ଭ ଯନ୍ତ୍ରଣା...



















