28.1 C
Bhubaneswar
Sunday, August 2, 2026
-Advertisement-

ବୋଇଂ ବିମାନ ଉଡାଣ ଉପରେ ରୋକ ଲଗାଇଲା ଭାରତ

ଶେଷରେ ବୋଇଂ ବିମାନ 737 ମାକ୍ସ-8ର ଉଡାଣ ଉପରେ ପ୍ରତିବନ୍ଧକ ଲଗାଇଲା ଭାରତ. 6 ମାସ ଭିତରେ 737 ମାକ୍ସ-8ର ଦୁଇଟି ବିମାନ ଦୁର୍ଘଟଣା ପରେ ଏବେ ସାରା ଭାରତରେ ଏହା ଚିନ୍ତାର ବିଷୟ ପାଲଟିଛି. ଇଥୋପିଆରେ 737 ମାକ୍ସର...

ଭୋଟ ବର୍ଜନ ପାଇଁ ମାଓବାଦୀଙ୍କ ଆହ୍ୱାନ

ମୁଣ୍ଡ ଉପରେ ନିର୍ବାଚନ ଥିବା ବେଳେ ମାଓବାଦୀଙ୍କ ଚକ୍ରାନ୍ତ ଏବେ ଆରମ୍ଭ ହୋଇସାରିଛି. କନ୍ଧମାଳ ଜିଲ୍ଲା ପରମପାଙ୍ଗୀ ସୁକୁଙ୍ଗିଆ ଛକରେ ଦେଖିବାକୁ ମିଳିଛି ମାଓ ପୋଷ୍ଟର. ବିଭିନ୍ନ ପ୍ରକାର ପୋଷ୍ଟର ଓ ବ୍ୟାନର ଲଗାଇ ମାଓବାଦୀମାନେ ନିଜର ଉପସ୍ଥିତି ଜାହିର...

ପୋଲିସକୁ ଦେଖି ବର ଚମ୍ପଟ

ବାହା ହେବାକୁ ଯାଉଥିବା ବର ପୋଲିସକୁ ଦେଖି ଛୁ. ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ. ଏହା ଶୁଣି ଆପଣ ଭାବୁଥିବେ ଯେ, ପୋଲିସକୁ ଦେଖି ବର କଣ ପାଇଁ ଚମ୍ପଟ ମାରିଲା. ଏହା...
video

ପଦ୍ମ ପୋଖରୀକୁ ଡେଇଁଲେ ବାବୁ

ଦୁଇଦିନ ତଳେ ବିଜେଡି ଛାଡିଥିବା ଯୁବନେତା ବାବୁ ସିଂଙ୍କୁ ବିଜେପି ଭବ୍ୟ ସ୍ବାଗତ କରିଛି. ବାବୁଙ୍କୁ ସ୍ବାଗତ କରିବା ପାଇଁ ଦଳର ରାଜ୍ୟ କାର୍ଯ୍ୟାଳୟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା. ଶତାଧିକ ସମର୍ଥକଙ୍କ ସହ ଆସି ବାବୁ ଦଳର ଛାମୁଆ...

ଦୁବାଇରେ ଓଡିଆ ଶ୍ରମିକଙ୍କୁ ନିର୍ଯାତନା

ଦୁବାଇରେ ଫସି ରହିଛନ୍ତି ୪୦ ଜଣ ଓଡିଆ ଶ୍ରମିକ । ରୋଜଗାର ଆଶାରେ ବିଦେଶ ଯାଇଥିବା ଗଞ୍ଜାମ ଖଲ୍ଲିକୋଟ ଅଚଂଳର ଶ୍ରମିକମାନଙ୍କୁ କାମ ନଦେଇ ନିର୍ଯାତନା ଦେଉଛି ଠିକାଦାର । ଖବର ପାଇ ସହାୟତା ପାଇଁ ହାତ ବଢାଇଛି ୟୁଏଇରେ...

କେଉଁ ଦିଗ ପ୍ରତି ସଚେତନ ରହିବେ ପ୍ରାର୍ଥୀ

ଚଳିତ ନିର୍ବାଚନରେ ପ୍ରାର୍ଥୀମାନେ କେଉଁ ଦିଗ ପ୍ରତି ସଚେତନ ରହିବେ, କଣ କରିବା ଉଚିତ ଏବଂ କେଉଁ ଦିଗଠୁ ଦୂରେଇ ରହିବା ଉଚିତ, ଏମିତି ଅନେକ ବିଷୟରେ ଅବଗତ କରାଇବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ...
video

ଟିକେଟ ନେଇ ଆଶଙ୍କାରେ କ୍ୟାପଟେନ ?

ମୁଣ୍ଡ ଉପରେ ଝୁଲୁଛି ଖଣ୍ଡା. କିଏ ଟିକଟ ପାଇବ, କିଏ ବାଦ ପଡିବ, ତାକୁ ନେଇ ଚାଲିଛି ଚର୍ଚ୍ଚା. ଜୁନାଗଡ ବିଜେଡି ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଟିକେଟ କଟିବା ଆଶଙ୍କାରେ ତାଙ୍କ ସମର୍ଥକମାନେ ଏବେ ଏକଜୁଟ ହୋଇଛନ୍ତି. ନିର୍ବାଚନ...
video

ଆସିଲା ‘କଳଙ୍କ’ ଟିଜର

ଅଭିଷେକ ବର୍ମନଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହୋଇଥିବା ଫିଲ୍ମ ‘କଳଙ୍କ’ର ଟିଜର ଲଞ୍ଚ ହୋଇଯାଇଛି. ଯେଉଁଥିରେ ଫିଲ୍ମର ସମସ୍ତ ଷ୍ଟାରକାଷ୍ଟ ଲଞ୍ଚିଂ ଇଭେଣ୍ଟରେ ନଜର ଆସିଥିଲେ. ଫିଲ୍ମରେ ସବୁ ଚରିତ୍ରମାନଙ୍କ ମଧ୍ୟରେ କିଭଳି ଅତୁଟ ପ୍ରେମ ବନ୍ଧନ ରହିଛି ତାକୁ କାହାଣୀରେ...

ପୁରୀରୁ ଲଢିବେ କି ମୋଦୀ !

ପୁରୀରୁ ଲଢିବେ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ. ବାରାଣାସୀ ପରେ ପୂର୍ବ ଭାରତର ପ୍ରମୁଖ ଆଧ୍ୟାତ୍ମିକ ସହରରୁ ପ୍ରତିଦ୍ବନ୍ଦିତା କରିବେ କି ମୋଦୀ.ବିଜେପି ଫୋକସରେ ଓଡିଶା, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାରୁ ପ୍ରତିଦ୍ବନ୍ଦିତା କରିବା...

ଏକାକୀ ଲଢିବ ବିଜେଡି

ନିର୍ବାଚନରେ ବିଜେଡି ଏକାକୀ ଲଢିବ । କୌଣସି ଦଳ ସହ ନିର୍ବାଚନ ବୁଝାମଣା କରିବ ନାହିଁ I ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଏହା ଘୋଷଣା କରିଛନ୍ତି । ଏଥିସହ ପ୍ରାର୍ଥୀ ଚୟନ ସମ୍ପର୍କରେ ନବୀନ...
- Advertisement -

Latest article

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...

ପାଣିକୁଣ୍ଡରୁ ମିଳିଲା ନିଖୋଜ ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE)ର ଡେମୋନଷ୍ଟ୍ରେସନ୍ ମଲ୍ଟିପର୍ପୋଜ୍ (ଡିଏମ୍) ସ୍କୁଲର ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ୨ୟ ଶ୍ରେଣୀ ଛାତ୍ରୀ ନିଖୋଜ ଘଟଣା। ସ୍କୁଲ୍ ପଛ ପଟେ ଥିବା ପୋଲିସ ରିଜର୍ଭ...