ମହିଳାଙ୍କ ପାଇଁ ଦିନଟିଏ
ସେ ମା’, ଜନନୀ, ଭଗିନୀ । ଆଉ ସେ ଦୁର୍ଗା, ମା ଲକ୍ଷ୍ମୀ । ସୃଷ୍ଟିଠାରୁ ସଂହାର ଯାଏଁ ନାରୀର ଭୂମିକା ଅତୁଳନୀୟ । ସାହସ ହେଉ କି ଶକ୍ତି ଓ ପ୍ରତିଶ୍ରୁତିର ଆଶା ବି ଜଣେ ନାରୀଙ୍କଠାରୁ ହିଁ...
୧୧୮ ବର୍ଷ ବୟସରେ ହାର୍ଟ ସର୍ଜରି
ବୟସ ଶହେ ଅଠର ଛୁଇଁଲାଣି. ହେଲେ ମନରେ ଦମ୍ଭ କିଛି କମ୍ ନୁହେଁ. ଏତେ ବୟସରେ ସାଧାରଣତଃ ଛୋଟମୋଟ ଅପରେସନ କରିବାକୁ ବି ଡାକ୍ତରମାନେ ଭୟ କରିଥାନ୍ତି. ମାତ୍ର ଲୁଧିଆନାର କର୍ତ୍ତାର କୌର ନାମ୍ନି 118 ବର୍ଷୀୟ ବୃଦ୍ଧାଙ୍କ ହାର୍ଟ...
ସିଏସଡିର ରାଜ୍ୟସ୍ତରୀୟ ଗଣବିକ୍ଷୋଭ
ସିଏସଡି ପକ୍ଷରୁ ଗୁରୁବାର ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା. ସଂଗଠନର ରାଜ୍ୟ ଆବାହକ ଗୋପୀନାଥ ମାଝି ଓ ଅନ୍ୟାନ୍ୟ ନେତାମାନଙ୍କ ନେତୃତ୍ୱରେ ହଜାର ହଜାର ଆଦିବାସୀ ଏହି ଶୋଭାଯାତ୍ରାରେ ଯୋଗ ଦେଇଥିଲେ. ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନ ବିରୋଧୀ...
ବିଜୁ ପଟ୍ଟନାୟକ ବିମାନବନ୍ଦର ଶ୍ରେଷ୍ଠ ବିମାନ ବନ୍ଦର
ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରକୁ ସର୍ବଶ୍ରେଷ୍ଠ ବିମାନ ବନ୍ଦର ସମ୍ମାନ । ୨୦୧୮ ବର୍ଷ ପାଇଁ ଶ୍ରେଷ୍ଠ ବିମାନବନ୍ଦର ଭାବେ ସମ୍ମାନଜନକ ଏୟାରପୋର୍ଟ ସର୍ଭିସ୍ କ୍ୱାଲିଟି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛି ଭୁବନେଶ୍ୱର ଏୟାରପୋର୍ଟ ।...
ବିଡିଏ ଅଧ୍ୟକ୍ଷ ହେଲେ ଅନନ୍ତ
ଭୁବନେଶ୍ୱର ଉନ୍ନୟନ କର୍ତ୍ତୁପକ୍ଷ(ବିଡିଏ)ର ଅଧ୍ୟକ୍ଷ ରୂପେ ନିଯୁକ୍ତ ହୋଇଛନ୍ତି ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା. ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ନୂଆ ଦାୟିତ୍ୱ ଦେଇଛନ୍ତି. ଆବାସ ଓ ସହର ବିକାଶ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଜାଗାରେ...
ସୁସ୍ମିତାଙ୍କ ରୋମାନ୍ସ
ପ୍ରେମ ତ ସମସ୍ତେ କରନ୍ତି. ହେଲେ ଯେତେବେଳେ ବଲିଉଡ କପୁଲଙ୍କ କଥା ପଡେ, ସେତେବେଳେ ପ୍ରଥମେ ମନକୁ ଆସେ, ସୁନ୍ଦରୀ ସୁସ୍ମିତା ସେନ ଓ ତାଙ୍କ ବୟ ଫ୍ରେଣ୍ଡ ରୋହମାନ ଶଲଙ୍କ କଥା. କହିବାକୁ ଗଲେ ଏହି କପୁଲଙ୍କ ପ୍ରେମ...
ବାହାରିଥିବା ତାଲିକା ନକଲି
ଗଣମାଧ୍ୟମରେ ଘୁରିବୁଲୁଥିବା କଂଗ୍ରେସ ପ୍ରାର୍ଥୀ ତାଲିକା ଭୁଲ. ଏଥିରେ କୌଣସି ସତ୍ୟାସତ୍ୟ ନାହିଁ ଏବଂ ଏହାକୁ କେହି ବିଶ୍ୱାସ ନ କରନ୍ତୁ ବୋଲି ପ୍ରଦେଶ କଂଗ୍ରସ କମିଟି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଦଳର ମିଡିଆ ସେଲ...
ଜଙ୍ଗଲ ଜମି ପଟ୍ଟା ପ୍ରଦାନ ଦାବିରେ ସିପିଆଇଏମର ଆନ୍ଦୋଳନ
ବିଭିନ୍ନ ଦାବି ନେଇ ରାସ୍ତାକୁ ଓହ୍ଲାଇଛି ସିପିଆଇଏମ. ଏହାକୁ ନେଇ ଚନ୍ଦକାଠାରୁ ରାଜଭବନ ପର୍ଯ୍ୟନ୍ତ ଏକ ପଦଯାତ୍ରା ବାହାରିଥିଲା. ଯେଉଁଥିରେ ଅନେକ ଆଦିବାସୀ ମହିଳା ଓ ପୁରୁଷ ଯୋଗ ଦେଇଥିଲେ. ସମସ୍ତ ବାସହୀନଙ୍କୁ ବାସଗୃହ ଯୋଗାଇଦେବା,ଭୂମିହୀନଙ୍କୁ ସରକାରୀ ଜମି ବଣ୍ଟନ...
ଓଡିଶାର ସବୁଠାରୁ ସ୍ୱଚ୍ଛ ସହର ବ୍ରହ୍ମପୁର
ପ୍ରକାଶ ପାଇଛି ଓଡ଼ିଶାରେ ସ୍ୱଚ୍ଛ ସର୍ବେକ୍ଷଣ ରିପୋର୍ଟ । ଏଥିରେ ବ୍ରହ୍ମପୁର ଓଡ଼ିଶାର ସବୁଠାରୁ ସ୍ୱଚ୍ଛ ସହର ଭାବେ ପରିଗଣିତ ହୋଇଛି । ଭୁବନେଶ୍ୱର ଏହି ତାଲିକାରେ ଦ୍ୱିତୀୟରେ ରହିଛି । ବ୍ରହ୍ମପୁର ଓଡ଼ିଶାର ସବୁଠାରୁ ସ୍ୱଚ୍ଛ ସହର ଭାବେ...
ନିର୍ବାଚନ ଲଢିବ କୋଶଳ ଜନତା ଦଳ
ଚଳିତ ଥର ନିର୍ବାଚନ ଲଢିବ କୋଶଳ ଜନତା ଦଳ. ପଶ୍ଚିମ ଓଡିଶାର 30ଟି ବିଧାନସଭା ଓ 5ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ଲଢିବ ବୋଲି ଘୋଷଣା ହୋଇଛି. ଧର୍ମଗଡସ୍ଥିତ ହୋଟେଲ ରୟା ପ୍ୟାଲେସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା...



















