ପ୍ରତୀକ୍ଷାର ଅନ୍ତ: ମୁକ୍ତ ହେଲେ ଅଭିନନ୍ଦନ
ଶେଷରେ ମୁକ୍ତ ହେଲେ ଅଭିନନ୍ଦନ ବର୍ତ୍ତମାନ. ରାତି 9 ଟା 21 ମିନିଟରେ ଓାଘା ବର୍ଡରରେ ପାକିସ୍ତାନ ସେନା ତାଙ୍କୁ ଭାରତୀୟ ସେନା ହାତରେ ତାଙ୍କୁ ହସ୍ତାନ୍ତର କରିଛି. ଅଭିନନ୍ଦନ ଭାରତ ମାଟିରେ ପାଦ ଦେବା ପରେ ତାଙ୍କୁ ଭାରତୀୟ...
ଉଦଘାଟିତ ହେଲା ଇବ୍ ଥର୍ମାଲ ପାୱାର ଷ୍ଟେସନର ତୃତୀୟ ଓ ଚତୁର୍ଥ ୟୁନିଟ
ଝାରସୁଗୁଡା ବନହରପାଲିର ଇବ୍ ଥର୍ମାଲ ପାୱାର ଷ୍ଟେସନର ତୃତୀୟ ଓ ଚତୁର୍ଥ ୟୁନିଟକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ସେ ଉଦବୋଧନ ଦେଇ କହିଛନ୍ତି ଯେ ୧୫ ହଜାର କୋଟି ଟଙ୍କାର ଏହି...
ଜମିପଟ୍ଟା ପ୍ରଦାନ ଦାବି ନେଇ ରାସ୍ତା ରୋକ
ଭୂମିହୀନଙ୍କୁ ଜମିପଟ୍ଟା ପ୍ରଦାନ ଦାବି ନେଇ କଳାହାଣ୍ଡି ଜିଲ୍ଲାରେ ଜୁନାଗଡ ଯୁବକଂଗ୍ରେସ ପକ୍ଷରୁ ରାସ୍ତା ରୋକ କରାଯାଇଥିଲା. ଶୁକ୍ରବାର ସକାଳୁ ଗୋଲାମୁଣ୍ଡା ବ୍ଲକର ସିନାପାଲି ମୁଖ୍ୟରାସ୍ତା ଅବରୋଧ କରିଥିଲା ଯୁବକଂଗ୍ରେସ. ଫଳରେ ଦୋକାନ ବଜାର ବନ୍ଦ ରହିବା ସହ ସମସ୍ତ...
ଓଆଇସିରେ ପାକିସ୍ତାନକୁ ସୁଷମାଙ୍କ ସମାଲୋଚନା
ଆବୁଧାବିରେ ଆୟୋଜିତ ହୋଇଥିବା ଅର୍ଗାନାଇଜେସନ ଫର୍ ଇସଲାମିକ କୋପରେସନ ବୈଠକରେ ପାକିସ୍ତାନକୁ ଲାଗିଛି ଝଟକା. ଏହି ବୈଠକରେ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଆତଙ୍କବାଦର ତୀବ୍ର ନିନ୍ଦା ଓ ବିରୋଧ କରିଛନ୍ତି....
ଅଭିନନ୍ଦନଙ୍କ ପିତାମାତାଙ୍କୁ ସ୍ୱାଗତ
ସ୍ୱଦେଶ ଫେରିବେ ବାୟୁ ସେନା ପାଇଲଟ ଅଭିନନ୍ଦନ ବର୍ତ୍ତମାନ. ଏ ନେଇ ୱାଘା ସୀମାରେ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଗତକାଲି ରାତିରେ ନିଜ ପୁଅକୁ ସ୍ୱାଗତ କରିବା ପାଇଁ ଅଭିନନ୍ଦନଙ୍କ ପିତାମାତା ଅମୃତସର ଅଭିମୁଖେ ବାହାରିଥିଲେ. ତେବେ ବିମାନ...
ଶେଷରେ ସତ ମାନିଲା ପାକିସ୍ତାନ
ଆତଙ୍କବାଦୀଙ୍କ ଆଡ୍ଡା କୁହାଯାଉଥିବା ପାକିସ୍ତାନ ସବୁବେଳେ ବଡ ବଡ ଆତଙ୍କବାଦୀଙ୍କୁ ସୁରକ୍ଷା ଦେଇଆସିଛି. ବାରମ୍ବାର ପ୍ରମାଣର ବାହାନା ଦେଖାଇ ଖସିଯିବାକୁ ଚେଷ୍ଟା କରୁଥିଲା ପାକିସ୍ତାନ. ମାତ୍ର ଏବେ ଚାରିପଟୁ ଚାପ ପଡିବାରୁ ପ୍ରଥମଥର ପାଇଁ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶେହ...
‘ଲୁକ୍କା ଛୁପୀ’କୁ ଟକ୍କର ଦେବ ‘ସୋନ୍ ଚିଡିୟା’
ଫିଲ୍ମ ଫ୍ରାଇଡେ’ରେ ବଡ ପଦାରେ ମୁକ୍ତିଲାଭ କରିଛି ଫିଲ୍ମ ‘ଲୁକ୍କା ଛୁପୀ’. ବଲିଉଡରେ ସୋନୁ ନାମରେ ଲୋକପ୍ରିୟତା ହାସଲ କରିପାରିଥିବା ଅଭିନେତା କାର୍ତ୍ତିକ ଆର୍ୟନ ଓ ଅଭିନେତ୍ରୀ କ୍ରୀତି ସାନନଙ୍କୁ ଏଥିରେ ଦେଖିବାକୁ ମିଳିବ. ତେବେ ଏହି ଫିଲ୍ମକୁ ଦେଖିବା...
ଧରାପଡିଲେ ଅଭିଯୁକ୍ତ
ରାୟଗଡା ଜିଲ୍ଲା ଗୁଣପୁର ଅନ୍ତର୍ଗତ ଉକୁମ୍ବାଗୁଡା ଗାଁରେ ଘଟିଥିବା ଟ୍ରିପଲ ମର୍ଡରରେ ଶୁକ୍ରବାର ପୋଲିସ 9 ଜଣଙ୍କୁ ଗିରଫ କରିଛି. ସେମାନଙ୍କ ମଧ୍ୟରେ 6 ଜଣ ପୁରୁଷ ଥିବା ବେଳେ 3 ଜଣ ମହିଳା ଅଛନ୍ତି. ସୂଚନା ଅନୁସାରେ, ଗତ...
ଫେରୁଛନ୍ତି ଅଭିନନ୍ଦନ
ଆସୁଛନ୍ତି ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ. ଶେଷରେ ଆନ୍ତର୍ଜାତୀୟ ସ୍ତରରେ ଚାପ ପଡିବା କାରଣରୁ ନିଜ ଦେଶକୁ ଫେରିଆସିବେ ଭାରତୀୟ ବାୟୁସେନା ପାଇଲଟ ଅଭିନନ୍ଦନ ବର୍ତ୍ତମାନ. ମିଳିଥିବା ସୂଚନା ଅନୁସାରେ, ଉତ୍ତେଜନା କାରଣରୁ ପାକିସ୍ତାନ ଅଭିନନ୍ଦନଙ୍କୁ ବୁଧବାର ଅଟକ ରଖିଥିଲା....
ବିଦ୍ୟୁତ କର୍ମଚାରୀ ସଂଘର ବିକ୍ଷୋଭ
ବିଦ୍ୟୁତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଠିକା ଶ୍ରମିକଙ୍କୁ ନିୟମିତ କରିବା, କାର୍ଯ୍ୟ କରୁଥିବାବେଳେ ମୃତ୍ୟୁବରଣ କଲେ କର୍ମଚାରୀଙ୍କ ଉତ୍ତରାଧିକାରୀଙ୍କୁ ସ୍ଥାୟୀ ଚାକିରୀ ଦେବା, ପୁନଃ ଘରୋଇକରଣ ବନ୍ଦ କରିବା ପ୍ରମୁଖ ଦାବୀରେ ଓଡିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ଇଂଞ୍ଜିନିୟର...


















