28.3 C
Bhubaneswar
Friday, July 31, 2026
-Advertisement-
video

ବ୍ୟବସାୟୀ ମହାସଂଘ ପକ୍ଷରୁ ବନ୍ଦ

ପୁଲଓାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଆଜି ଦେଶବ୍ୟାପୀ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି. ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଦିଆଯାଇଥିବା ଏହି ଡାକରାରେ ଦେଶର ଛୋଟବଡ ସବୁ ବ୍ୟବସାୟୀ ସଂଘ ସାମିଲ ହୋଇଛନ୍ତି. ଦିନତମାମ ଉପବାସ ରହି ସହିଦଙ୍କୁ...

କାଜୁ ଅପରାଧୀଙ୍କୁ ଛାଡିଦେଲା ପୋଲିସ

ଚୋରି କାଜୁ କିଣିଥିବା କିଛି ଅପରାଧୀଙ୍କୁ ଛାଡି ଦେଇଛି ପୋଲିସ. ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାରେ. ସୂଚନା ଅନୁସାରେ, ଗତକାଲି କୋରାପୁଟ ସହରର ଜ୍ୟୋତି ମିଲ୍ ପଛପଟେ 5 ଜଣ ଯୁବକ ଏକ ବଡ ଧରଣର ଡକାୟତି...

ଦୁବାଇରେ ପୁଲଓାମା ପ୍ରତିକ୍ରିୟା

ପୁଲଓ୍ବାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ 40 ଜଣ ଯବାନ ସହିଦ ହେବା ଘଟଣା ନେଇ ପ୍ରବାସୀ ଭାରତୀୟ ଶୋକ ପ୍ରକାଶ କରିଛନ୍ତି. ଦୁବାଇସ୍ଥିତ ପ୍ରବାସୀ ଭାରତୀୟମାନେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ମହମବତୀ ଲଗାଇ ବୀର ଯବାନଙ୍କ ଆତ୍ମାର ସଦଗତି...

ପାକିସ୍ତାନୀ କଣ୍ଠଶିଳ୍ପୀଙ୍କ ଗୀତ ବ୍ୟାନ

ପୁଲୱାମା ଆତଙ୍କୀ ହାମଲା ପରେ ଏବେ ବଲିଉଡରୁ ପାକିସ୍ତାନୀ କଣ୍ଠଶିଳ୍ପୀଙ୍କ ଗୀତକୁ ବାଦ୍ ଦିଆଯାଇଛି. ସୂଚନା ଅନୁସାରେ, 15 ତାରିଖରେ ପାକିସ୍ତାନୀ କଣ୍ଠଶିଳ୍ପୀ ରାହତ ଫତେହ ଅଲ୍ଲୀ ଖାନଙ୍କ ନୂଆ ଗୀତ ‘ଜିନ୍ଦେଗୀ’ ଲଞ୍ଚ ହେବାର ଥିଲା. ମାତ୍ର ଏହି...

କୁମ୍ଭରେ ବୁଡ ପକାଇବେ ମୋଦି

ବର୍ତ୍ତମାନ ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାଲିଛି କୁମ୍ଭମେଳା. ଆଉ ଏଥିରେ ସ୍ନାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ଯୋଗୀ ଆଦିତ୍ୟନାଥ ଓ ଅମିତ ଶାହାଙ୍କ ପରେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁମ୍ଭରେ ବୁଡ ପକାଇବେ ବୋଲି ସୂଚନା ମିଳିଛି. ପୂର୍ଣ୍ଣିମା...

ବିଚ୍ଛିନ୍ନତାବାଦୀ ନେତାଙ୍କୁ ସୁରକ୍ଷା ଦେବେନି ସରକାର

ପୁଲଓାମା ଆକ୍ରମଣ ଘଟଣାର ଦୁଇଦିନ ପରେ ରାଜ୍ୟ ସରକାର ଜମ୍ମୁ କାଶ୍ମୀରର 5 ଜଣ ପ୍ରମୁଖ ବିଚ୍ଛିନ୍ନତାବାଦୀ ନେତାଙ୍କ ଠାରୁ ସୁରକ୍ଷା ପ୍ରତ୍ୟାହାର କରିନେଇଛନ୍ତି. ପିପୁଲ୍ସ କନଫରେନ୍ସର ମିରାଓେଜ ଉମର ଫାରୁକ୍, ଅବଦୁଲ ଘନି ଭଟ୍ଟ ଓ ବିଲାଲ ଲୋନ,...
video

ରାସ୍ତା ପାରିହେଲେ ହାତୀପଲ

କଟକ ସମ୍ବଲପୁର 55 ନମ୍ବର ଜାତୀୟ ରାଜପଥର ପୋଡାପଡା ନିକଟରେ ରବିବାର ସକାଳୁ ଏକ ବଡ ହାତୀପଲ ରାସ୍ତା ପାରିହେଉଥିବାର ଦେଖିବାକୁ ମିଳିଥିଲା. ଚାରି ପାଞ୍ଚଟି ଛୁଆ ହାତୀଙ୍କ ସହ ହାତୀପଲ ରାସ୍ତା ପାରି ହେଉଥିବା ଦେଖି ରାସ୍ତା ଦୁଇକଡେ...

ଓଡିଶା କ୍ୟାନସର ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟରର ଶିଳାନ୍ୟାସ

ଭୁବନେଶ୍ୱରସ୍ଥିତ ବାରଙ୍ଗର ରତାଗଡଠାରେ ହେବ କ୍ୟାନସର ହସ୍ପିଟାଲ. ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶିଳାନ୍ୟାସ କରିଛନ୍ତି. ଟାଟା ଟ୍ରଷ୍ଟ ସହାୟତାରେ ଏହି ହସ୍ପିଟାଲ ନିର୍ମାଣ ହେବ ବୋଲି ସୂଚନା ମିଳିଛି. ମୁଖ୍ୟମନ୍ତ୍ରୀଙ୍କ ସମେତ ଏହି କାର୍ଯ୍ୟକ୍ରମରେ ଟାଟା ଟ୍ରଷ୍ଟର...

ବାରହା ଆକ୍ରମଣରେ 3 ଗୁରୁତର

ଢେଙ୍କାନାଳ ଜିଲ୍ଲାରେ ଅଘଟଣ. ବିଲକୁ ଯାଇଥିବା ବେଳେ ବାରହା ଆକ୍ରମଣର ଶିକାର ହୋଇଛନ୍ତି 3 ଜଣ ବ୍ୟକ୍ତି. ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ବାଘବସା ଗାଁରେ. ସୂଚନା ଅନୁସାରେ, ରବିବାର ପ୍ରାୟ ସକାଳ ପ୍ରାୟ...
video

ସହିଦଙ୍କ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା

ଜମ୍ମୁ-କଶ୍ମୀର ପୁଲୱାମାରେ ସହୀଦ ହୋଇଥିବା ଯବାନମାନଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ମାଲକାନଗିରିବାସୀ. ଏ ନେଇ ବାଲିମେଳା ନଗର କମିଟି, ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ, ଗଣମାଧ୍ୟମ ଓ ପ୍ରଶାସନିକ ତରଫରୁ ସହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି. ଆତଙ୍କବାଦୀଙ୍କ ଏଭଳି ବର୍ବର କାଣ୍ଡକୁ...
- Advertisement -

Latest article

ପାଣିକୁଣ୍ଡରୁ ମିଳିଲା ନିଖୋଜ ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE)ର ଡେମୋନଷ୍ଟ୍ରେସନ୍ ମଲ୍ଟିପର୍ପୋଜ୍ (ଡିଏମ୍) ସ୍କୁଲର ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ୨ୟ ଶ୍ରେଣୀ ଛାତ୍ରୀ ନିଖୋଜ ଘଟଣା। ସ୍କୁଲ୍ ପଛ ପଟେ ଥିବା ପୋଲିସ ରିଜର୍ଭ...

ଜାପାନରେ ବଡ ଭୂକମ୍ପ, ୭.୧ ତୀବ୍ରତା; ସୁନାମୀ ଆଲର୍ଟ ଜାରି

ନୂଆଦିଲ୍ଲୀ: ଆଜି ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ଆସିବା ନେଇ ସତର୍କ ସୂଚନା ଜାରି କରାଯାଇଛି...

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...