ଗଜପତିରେ ଗର୍ଜନ କଲେ ଶାହା
ନିର୍ବାଚନ ଯେତିକି ପାଖଉଛି ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ପ୍ରଚାର ଅଭିଯାନକୁ ଜୋରଦାର କରିବାକୁ ଲାଗିପଡିଲେଣି । ଗତ ୨ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୟପୁରରେ ଭାରତୀୟ ଜନତା ପାର୍ଟି ପାଇଁ ପ୍ରଚାରକୁ ଓହ୍ଲାଇଥିବା ବେଳେ ସୋମବାର...
ବିଜେପିର ତିନୋଟି ଲୋକସଭା ୧୧ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା
ବିଜେପି ଲୋକସଭା ପ୍ରାର୍ଥୀ
ମୟୁରଭଞ୍ଜ - ଇଂ ବିଶ୍ୱେଶ୍ୱର ଟୁଡୁ
ଯାଜପୁର-ଅମୀୟ ମଲ୍ଲିକ
ଭଦ୍ରକ - ଅଭିମନ୍ୟୁ ସେଠୀ
ବିଜେପିର ବିଧାନସଭା
ଆନନ୍ଦପୁର - ଆଲୋକ ସେଠୀ
ରାଇରଙ୍ଗପୁର - ନବଚରଣ ମାଝୀ
ଆଠମଲ୍ଲିକ- ଭାଗୀରଥି ପ୍ରଧାନ
ମୋରଡା – ଡ. କୃଷ୍ଣଚନ୍ଦ୍ର ମହାପାତ୍ର
ନୀଳଗିରୀ - ସୁକାନ୍ତ ନାୟକ
ବାଙ୍କୀ -ଶୁଭ୍ରାଶୁଂ ଶେଖର...
ପ୍ରଶାନ୍ତଙ୍କ ପାଇଁ ଜଗତସିଂହପୁର ଅଶାନ୍ତ
ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଜଗତସିଂପୁର ବିଧାନସଭା ଆସନରୁ ଦଳ ପ୍ରାର୍ଥୀ କରିବା ପରେ ଅଶାନ୍ତ ହୋଇପଡିଛି ଜଗତସିଂହପୁର । ଗତକାଲି ବିଜୁ ଜନତା ଦଳ ପକ୍ଷରୁ ୯ଜଣ ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା । ଯାହା ମଧ୍ୟରେ...
ବିଜେଡିର ନ’ଟି ବିଧାନସଭା ପାଇଁ ତାଲିକା : ପିପିଲିରୁ ମହାରଥୀ, ବାଲିକୁଦା ଏରସମାରେ ରଘୁନନ୍ଦନ
ପିପିଲିରୁ ଲଢିବେ ମହାରଥୀ. ବିଜେଡି ପ୍ରକାଶ କରିଥିବା ନଅଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକାରେ ପିପିଲି ବିଧାନସଭା ଆସନ ପାଇଁ ପ୍ରଦୀପ ମହାରଥୀଙ୍କ ନାଁ ଘୋଷଣା କରିଛି. ବିଜେପିରୁ ଯାଇ ବିଜେଡିରେ ମିଶିଥିବା ରଘୁନନ୍ଦନ ଦାସଙ୍କୁ ବାଲିକୁହା ଏରସମାରୁ...
ଯଦି ସାହସ ଅଛି, ନିର୍ବାଚନ ଲଢନ୍ତୁ
ଯଦି ସାହସ ଅଛି ତେବେ ଚଳିତ ନିର୍ବାଚନରେ ଓଡ଼ିଶାରୁ ଲଢ଼ି ଦେଖାନ୍ତୁ । ବାରମ୍ବାର ଓଡ଼ିଶାରେ ପରିବର୍ତ୍ତନର ହାୱା ବହୁଥିବା କଥା କହି ଲୋକଙ୍କୁ ବିଭ୍ରାନ୍ତ ନକରି ଧର୍ମେନ୍ଦ୍ର ବାବୁ ନିର୍ବାଚନ ଲଢ଼ନ୍ତୁ । ଧର୍ମେନ୍ଦ୍ର ବାବୁ ଯଦି ଏତେ...
ନଦୀରେ ବୁଡି ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ
ରବିବାର ଗୋପ ଅଞ୍ଚଳରେ ଏକ ଅଭାବନୀୟ ଅଘଟଣ ଘଟିଯାଇଛି. ନଦୀରେ ବୁଡି ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ହୋଇଛି. ଗୋପ ବଣିଆ ସାହି ଗାଁର ଶୋଭିତ କୁମାର ନାଗ ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି....
ସମ୍ବିତ କହିସାରିଛନ୍ତି ମାନେ ପୁରୀରେ ଶଙ୍ଖ ଫୁଟିବ
ହାତରେ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ଧରି ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର କରିଥିବା ନିର୍ବାଚନୀ ପ୍ରଚାରକୁ ନେଇ ବିବାଦ ତେଜିଛି. ଏହାକୁ ନେଇ ପୁରୀ ବିଧାନସଭା ବିଜେଡି ପ୍ରାର୍ଥୀ ମହେଶ୍ୱର ମହାନ୍ତି ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଯେଉଁମାନେ...
ଏପ୍ରିଲ ୬ରେ ପୁଣି ଓଡିଶା ଆସିବେ ମୋଦି
ରାଜ୍ୟ ବିଜେଡିକୁ ଟକ୍କର ଦେବା ଲାଗି ବିଜେପିର ଜୋରଦାର ପ୍ରୟାସ । କେନ୍ଦ୍ରର ହେଭିଓ୍ବେଟ ନେତାଙ୍କ ସାଙ୍ଗଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରଚାରରେ ଯୋଗ ଦେଉଛନ୍ତି । ଶୁକ୍ରବାର ଜୟପୁରଠାରେ ଭାଜପା ପକ୍ଷରୁ ଆୟୋଜିତ ପ୍ରଥମ ନିର୍ବାଚନୀ ପ୍ରଚାର...
ଚୋରି ଅଭିଯୋଗରେ ଦୁଇ ଗିରଫ
ଚୋରି ଅଭିଯୋଗରେ ରାୟଗଡା ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି. ଗିରଫ ଦୁଇ ଅଭିଯୁକ୍ତ ରାୟଗଡାର ମହାଦେବ ସାଇ ଓ ଗଣେଶ କାଡ୍ରାକା ବୋଲି ଜଣାପଡିଛି. ସେମାନଙ୍କ ନିକଟରୁ ପୋଲିସ 3 ଭରି ସୁନା ସହ ରୂପା, ମୋବାଇଲ, ଟିଭି...
ପୁରୀ ଗଡ ଜିତିବା ସମ୍ବିତଙ୍କ ପାଇଁ କାହିଁକି ନୁହେଁ ସହଜ ?
ପୁରୀ ଲୋକସଭା ଆସନକୁ ହାତେଇବା ପାଇଁ ଭାରତୀୟ ଜନତା ପାର୍ଟି ସମ୍ବିତ ପାତ୍ରଙ୍କୁ ପ୍ରାର୍ଥୀ ରୂପେ ମଇଦାନକୁ ଓହ୍ଲାଇଛି. ପୂର୍ବରୁ ମୋଦି ପୁରୀ ଆସନ ପାଇଁ ଲଢିବେ ବୋଲି ଚର୍ଚ୍ଚା ହେଉଥିଲା. ମାତ୍ର ସମ୍ବିତଙ୍କୁ ଟିକଟ ମିଳିବା ପରେ ସବୁ...










