ଦ୍ୱିତୀୟ ଥର ପାଇଁ ଗୃହ କମିଟି ଆଗରେ ହାଜର ହେଲେ ଅଭିଜିତ
ଅଭିଜିତ ଆୟାର ମିତ୍ର ଶୁକ୍ରବାର ଦ୍ୱିତୀୟ ଥର ପାଇଁ ବିଧାନସଭା ପରିସରରେ ଗୃହକମିଟି ସମ୍ମୁଖରେ ହାଜର ହୋଇଛନ୍ତି। ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ବିଧାନସଭା ଗୃହକମିଟ ସମ୍ମୁଖରେ...
୫୩ ବର୍ଷରେ କିଙ୍ଗ୍ ଖାଁ, ଜନ୍ମ ଦିନ ଅବସରରେ ରିଲିଜ ହେଲା ‘ଜିରୋ’ ଟ୍ରେଲର
ବଲିଉଡ କିଙ୍ଗ୍ ଖାଁ ଶାହରୁଖ୍ ଶୁକ୍ରବାର ୫୩ ବର୍ଷରେ ପଦାର୍ପଣ କରିଛନ୍ତି । ନିଜ ଜନ୍ମ ଦିନକୁ ଖୁବ୍ ଧୁମ୍ ଧାମରେ ସେଲିବ୍ରେଟ କରିଛନ୍ତି ଶାହାରୁଖ । ୧୯୬୫ ନଭେମ୍ବର ୨ରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ଶାହାରୁଖ । ଟିଭି...
ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ୭ଟି ପ୍ରସ୍ତାବକୁ ମଞ୍ଜୁରୀ
ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଶୁକ୍ରବାର ୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଓଲୋଜିଷ୍ଟ କ୍ୟାଡର ପୁନର୍ଗଠନକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ସେହିଭଳି ସରକାର ଡିଟିସିସିର ୩୬ କୋଟି ଋଣ ପରିଶୋଧ କରିବାକୁ...
ପ୍ରଥମେ ଗଣଦୁଷ୍କର୍ମ ଓ ପରେ ହତ୍ୟା ଅଭିଯୋଗ : ଲୁଚାଉଛି କି କମିଶନରେଟ ପୋଲିସ ?
କୁନ୍ଦୁଲି ପୀଡିତାଙ୍କୁ ଦୁଷ୍କର୍ମ କରାଯାଇଛି କି ନାହିଁ ଜାଣିବା ପାଇଁ ସରକାରଙ୍କୁ ଢେର୍ ସମୟ ଲାଗିଗଲା. ଗୋଟିଏ ପରେ ଗୋଟିଏ ତଦନ୍ତ କମିଶନ ବସାଇଲେ ସରକାର. ମାତ୍ର ସରକାର ନ୍ୟାୟ ଦେବା ପୂର୍ବରୁ କୁନ୍ଦୁଲି ପୀଡିତା ଆଖି ବୁଜିଦେଲେ. ଏମିତି...
୯ ଜିଲ୍ଲାକୁ ମରୁଡି ଘୋଷଣା କଲେ ରାଜ୍ୟ ସରକାର
ରାଜ୍ୟ ସରକାର ଗୁରୁବାର ୯ଟି ଜିଲ୍ଲାରେ ମରୁଡି ଘୋଷଣା କରିଛନ୍ତି। ଏହି ଜିଲ୍ଲାଗୁଡ଼ିକରେ ୩୩ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଥିବା ସରକାରୀ ଭାବେ ଆକଳନ କରାଯାଇଛି । ଯୁଗ୍ମ ଏସ୍ଆରସି ପ୍ରଭାତ କୁମାର ମହାପାତ୍ର ଏହି ସୂଚନା ଦେଇଛନ୍ତି ।
ସୂଚନା...
ବଦଳିଲା ଝାରସୁଗୁଡା ବିମାନ ବନ୍ଦରର ନାମ: ମିଳିଲା କ୍ୟାବିନେଟ୍ ମଂଜୁରୀ
ବଦଳିଲା ଝାରସୁଗୁଡା ବିମାନ ବନ୍ଦରର ନାମ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ବୈଠକରେ ଏହି ନିଷ୍ପତି ନିଆଯାଇଛି. ଝାରସୁଗୁଡା ବିମାନ ବନ୍ଦର ବଦଳରେ ଏହାର ନାମ ହେଲା ‘ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର’. ଆଜିଠୁ...
ତିତଲି କ୍ଷୟକ୍ଷତିର ଆକଳନ ପାଇଁ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍
ତିତିଲି ବାତ୍ୟା ପ୍ରଭାବିତ ୩ ଜିଲ୍ଲାର କ୍ଷୟକ୍ଷତି ଆକଳନ କରିବାପାଇଁ ଆସିଛନ୍ତି କେନ୍ଦ୍ରୀୟ ଟିମ । କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟରେ କାର୍ଯ୍ୟ କରୁଥିବା ଯୁଗ୍ମ ସଚିବ ଏସ କେ ଶଶୀଙ୍କ ନେତୃତ୍ୱରେ ୮ଜଣିଆ ପ୍ରତିନିଧି ଦଳ ତିତଲି କ୍ଷୟକ୍ଷତି...
ରଣଜୀ ଟ୍ରଫି : ଆଜିଠୁ କିଟ ପଡିଆରେ ଓଡିଶା-ହରିୟାଣା
୨୦୧୮-୧୯ ରଣଜୀ ଟ୍ରଫି ଗୁରୁବାରଠାରୁ ଆରମ୍ଭ ହେଉଛି । କିଟ୍ କ୍ରିକେଟ୍ ପଡ଼ିଆରେ ଓଡ଼ିଶା ତା’ର ପ୍ରଥମ ମ୍ୟାଚ୍ରେ ହରିଆଣାର ମୁକାବିଲା କରିବାକୁ ଯାଉଛି। ତିନିଟି ସିଜିନ୍ ପରେ ଉଭୟ ଦଳ ପରସ୍ପରକୁ ଭେଟିବେ। ପୂର୍ବରୁ ଓଡ଼ିଶା ଏବଂ ହରିଆଣା...
ରୋଷେଇ ଘରେ ମହଙ୍ଗା ମାଡ: ବଢିଲା ଗ୍ୟାସ ଦର
ରନ୍ଧନ ଗ୍ୟାସ ମୂଲ୍ୟ ପୁଣି ବଢ଼ିଛି । ସବସିଡ଼ ସିଲିଣ୍ଡରର ମୂଲ୍ୟ ୨.୯୪ ଟଙ୍କା ବଢ଼ିଛି। ଟିକସରେ କେତେକ ପରିବର୍ତ୍ତନ ଯୋଗୁ ନଭେମ୍ବର ୧ ତାରିଖଠାରୁ ୧୪.୨ କିଗ୍ରା ବିଶିଷ୍ଟ ସିଲିଣ୍ଡର ମୂଲ୍ୟ ବୃଦ୍ଧି ପାଇ ୫୦୫.୩୪ ଟଙ୍କା ହେବ...
ଆଖି ଆଗରେ ମୃତ୍ୟୁକୁ ଦେଖୁଥିବା ଲାଇଟମ୍ୟାନ ମାଆଙ୍କୁ କି ମେସେଜ୍ ଦେଲେ
ଛତିଶଗଡର ଦନ୍ତେୱାଡାରେ ମାଓବାଦୀଙ୍କ ଗୁଳିକାଣ୍ଡରେ ଦୁରଦର୍ଶନର କ୍ୟାମେରାମ୍ୟାନ ଅଚୁ୍ୟତାନନ୍ଦ ସାହୁ ପ୍ରାଣ ହରାଇବା ଘଟଣା ନେଇ ସାରା ଦେଶରେ ଶୋକ ପ୍ରକାଶ କରାଯାଇଛି । ତେବେ ଏହି ହିସାଂକାଣ୍ଡରୁ ଅଳ୍ପକେ ବର୍ତ୍ତିଯାଇଥିବା ଦୂରଦର୍ଶନର ଲାଇଟମ୍ୟାନ ମୋରମୁକୁଟଙ୍କ ସେହି ସମୟର ଏକ...












