ମାତିଲେ ଏଟିଏମ ଲୁଟେରା
ରାୟଗଡା ଜିଲ୍ଲାରେ ଏଟିଏମ ଲୁଟେରାଙ୍କ ଆତଙ୍କ ଦିନକୁ ଦିନ ବୃଦ୍ଧି ପାଉଛି. ଗତ କିଛି ଦିନ ପୂର୍ବେ ମଧ୍ୟ ଏସବିଆଇ ଏଟିଏମ ଲୁଟିଥିଲେ ଦୁର୍ବୃତ୍ତ. କିଛି ନିଜର ନିରବତା ପରେ ପୁଣି ଆତଙ୍କ ଖେଳାଇଛନ୍ତି ଏଟିଏମ ଲୁଟେରା. ଗତକାଲି ବିଳମ୍ବିତ...
ପଦ୍ମ ଧରିଲେ ପ୍ରତ୍ୟୁଷା
ସବୁ ଚର୍ଚ୍ଚାର ସମାପ୍ତ ହୋଇଛି. ବିଜେଡିରୁ ଇସ୍ତଫା ଦେବାପରେ ବିଜେପିରେ ଯୋଗ ଦେଇଛନ୍ତି କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ. ବିଜେପି ନେତା କେଭି ସିଂଦେଓଙ୍କ ଘରେ ଆୟୋଜିତ ମିଶ୍ରଣ ପର୍ବରେ ସେ ପଦ୍ମ ଧରିଛନ୍ତି. କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,...
ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ବାଇକ ଚାଳକଙ୍କ ଜୀବନ
ଶନିବାର କୋଣାର୍କ-ପୁରୀ ରାସ୍ତାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି. ଫଳରେ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି. ସୂଚନା ଅନୁସାରେ, ଶନିବାର ସକାଳ ସମୟରେ କୋଣାର୍କ-ପୁରୀ ରାସ୍ତାରେ ଆସୁଥିବା ଏକ ବାଇକ ଚାଳକ ସହ ଅପର ପାର୍ଶ୍ୱରୁ ଆସୁଥିବା...
ଦେଶର ପ୍ରଥମ ଲୋକପାଳଙ୍କ ଶପଥ ଗ୍ରହଣ
ଶନିବାର ଦେଶର ପ୍ରଥମ ଲୋକପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ପିନାକୀ ଚନ୍ଦ୍ର ଘୋଷ. ନିର୍ବାଚନର କିଛିଦିନ ପୂର୍ବରୁ ସେ ଦେଶର ପ୍ରଥମ ଲୋକପାଳ ଏବଂ ଭ୍ରଷ୍ଟାଚାର ବିରୋଧୀ ଲୋକପାଳ ଭାବେ ଶପଥ ନେଇଛନ୍ତି. ରାଷ୍ଟ୍ରପତି...
ଲାଲବାହିନୀଙ୍କ ନିର୍ବାଚନକୁ ବିରୋଧ
ଆଗକୁ ଅଛି ନିର୍ବାଚନ. ଏହାରୁ ନେଇ ରାଜନୀତି ସରଗରମ ଥିବା ବେଳେ ମାଓ ଅଞ୍ଚଳରେ ମାଓବାଦୀ ଭୋଟ ବର୍ଜନ ପାଇଁ ବାରମ୍ବାର ଚେତାବନୀ ଦେଉଛନ୍ତି. ବିଭିନ୍ନ ପୋଷ୍ଟର ମାଧ୍ୟମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଲାଲବାହିନୀ ଏହି...
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି. 2ଟି ଲୋକସଭା ଆସନ ଓ 54ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି କଂଗ୍ରେସ. ଲୋକସଭା କ୍ଷେତ୍ର ବଲାଙ୍ଗିରରୁ ସମରେନ୍ଦ୍ର ମିଶ୍ର ନିର୍ବାଚନ...
ମୋଦି ନୁହେଁ, ପୁରୀ ଲୋକସଭା ଆସନରୁ ଲଢିବେ ସମ୍ବିତ ପାତ୍ର
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି. ତେବେ ପୁରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ଲଢିବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ତାହା ଉପରେ ଏବେ ପୂର୍ଣ୍ଣଚ୍ଛେଦ ପଡିଛି. ପୁରୀ ଲୋକସଭା ଆସନରୁ...
ବିଜେପିର ଲୋକସଭା ପ୍ରାର୍ଥୀତାଲିକା : ଭୁବନେଶ୍ବରରୁ ଲଢିବେ ଅପରାଜିତା
ବହୁ ଅପେକ୍ଷା ପରେ ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି. ପ୍ରଥମ ପର୍ଯ୍ୟାୟରେ 184 ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଓଡିଶାର 10 ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି. ଭୁବନେଶ୍ବର ଲୋକସଭା ଆସନରୁ ଆଇଏଏସ ଚାକିରୀ ଛାଡି...
ବାପା ବିଜେଡି ସାଂସଦ, ପୁଅ ଗଲେ ବିଜେପିକୁ
ପଦ୍ମ ଧରିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ତଥା ବରିଷ୍ଠ ନେତା ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ ନନ୍ଦ । ବିଜେପି ରାଜ୍ୟ ମୁଖ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ରିଷଭ ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର...
ବେଆଇନ ମଦ ଜବତ
ରାୟଗଡାର ଗୁମ୍ମା ଅଞ୍ଚଳରେ ଟାଉନ ଥାନା ପୋଲିସକୁ ଏକ ବଡ ସଫଳତା ମିଳିଛି. ସେଠାରେ ବେଆଇନ ଭାବେ ମଦ ବିକ୍ରି କରୁଥିବା ପୂର୍ଣ୍ଣଚନ୍ଦ୍ର ପାତ୍ରକୁ ପୋଲିସ ଗିରଫ କରିଛି. ତା ଠାରୁ 100 ଲିଟର ବିଦେଶ ମଦ ଜବତ କରାଯାଇଛି....








