ଟ୍ରକ ଧକ୍କାରେ ଗଲା ଜେଜେମା ସହ ଦୁଇ ନାତୁଣୀଙ୍କ ଜୀବନ
ଦେବଗଡ଼ ଥାନା ପଲସାକୁଦ ଗ୍ରାମରେ ଟ୍ରକ ଧକ୍କାରେ ଜଣେ ମହିଳାଙ୍କ ସହ ତାଙ୍କ ଦୁଇ ନାତୁଣୀଙ୍କ ମୃତ୍ୟୁ ଘଟିଛି । ପଲସାକୁଦ ଗ୍ରାମର ସନ୍ତୋଷ ପାତ୍ରଙ୍କର ଦୁଇ ଝିଅ ସେମାନଙ୍କ ଜେଜେମା ନିରୂପମା ପାତ୍ରଙ୍କ ସହ ପାଖ ଦୋକାନକୁ ଯାଇଥିବା...
ମହିଳା ସ୍ବାଟ୍ କମାଣ୍ଡୋଙ୍କ ହାତରେ ସ୍ୱାଧୀନତା ଦିବସ ସମାରୋହ ସୁରକ୍ଷା ଦାୟିତ୍ୱ
ନୂଆଦିଲ୍ଲୀ(ଏଜେନ୍ସି): ସ୍ୱାଧୀନତା ଦିବସ ପାଳନ ପାଇଁ ରାଜଧାନୀ ନୂଆଦିଲ୍ଲୀକୁ ସୁରକ୍ଷା ବଳୟ ମଧ୍ୟରେ ଆଚ୍ଛାଦିତ କରିଦିଆଯାଇଛି । ତେବେ ଏଥରର ସ୍ୱାଧୀନତା ଦିବସ ସମାରୋହ କାର୍ଯ୍ୟକ୍ରମ ବିଶେଷକରି ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ଭାଷଣ କାର୍ଯ୍ୟକ୍ରମ ସମୟରେ ଆତଙ୍କବାଦୀ ଆକ୍ରମଣ ହେବା ସମ୍ଭାବନା...
ପୋଲ ନିର୍ମାଣ ଦାବିରେ ରାଜପଥ ଅବରୋଧ ପାଇଁ ଗ୍ରାମବାସୀଙ୍କ ଚେତାବନୀ
ବିଭିନ୍ନ ଅପହଁଞ୍ଚ ସ୍ଥାନକୁ ଗମନାଗମନର ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ଅନେକ ରାସ୍ତା ଓ ପୋଲ ନିର୍ମାଣ ହୋଇଛି । ମାତ୍ର ବାରମ୍ବାର ଗୁହାରି ପରେ ବି ବଦଳିନାହିଁ କେନ୍ଦୁଝର ଜିଲ୍ଲା ନରଣପୁର ଅଞ୍ଚଳ । ପାଣିକୋଇଲି-ରାଜମୁଣ୍ଡାକୁ ଯୋଡୁଥିବା 215...
ହକି ବିଶ୍ୱକପ୍ ପୂର୍ବରୁ ସ୍ମାର୍ଟ ସିଟି ହେବ ଆହୁରି ସ୍ମାର୍ଟ
2018 ହକି ବିଶ୍ୱକପ୍ ପୂର୍ବରୁ ରାଜଧାନୀ ଭୁବନେଶ୍ୱରର ଆଧୁନିକରଣ ନେଇ ତତ୍ପର ହୋଇଉଠିଛନ୍ତି ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ । ଭୁବନେଶ୍ୱର ସହରକୁ ଆହୁରି ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି । ବିଶ୍ୱକପ୍ ଆୟୋଜନ...
ଶାରୀରିକ ପରୀକ୍ଷା ବେଳେ ଆଶାୟୀ ପ୍ରାର୍ଥୀଙ୍କ ମୃତ୍ୟୁ, 5 ଗୁରୁତର
ପୋଲିସ କନଷ୍ଟେବଳ ଚୟନ ପାଇଁ ଶାରୀରିକ ପରୀକ୍ଷା ଚାଲୁଥିବା ବେଳେ ଜଣେ ପ୍ରାର୍ଥୀଙ୍କର ମୃତ୍ୟୁ ଘଟିଛି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ବିଶ୍ୱନାଥପୁର ଥାନା ଧନରାଭଟ୍ଟ ଗାଁର ସୁଶାନ୍ତ ନାଏକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅଗଷ୍ଟ 11...
ସ୍ୱାମୀଙ୍କ କଳା କାରନାମା ପାଇଁ ଇସ୍ତଫା ଦେଲେ ମନ୍ତ୍ରୀ
ବିହାରର ସମାଜ କଲ୍ୟାଣ ମନ୍ତ୍ରୀ ମଞ୍ଜୁ ବର୍ମା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସ୍ୱାମୀଙ୍କ ବିରୋଧରେ ନିର୍ଯ୍ୟାତନା ଅଭିଯୋଗ ଆସିବାରୁ ବିହାର ରାଜନୀତି ସରଗରମ ହୋଇଥିଲା । ଏହି ଘଟଣା ପରେ ଇସ୍ତଫା ଦେଇଛନ୍ତି ମନ୍ତ୍ରୀ ବର୍ମା ।...












