26.4 C
Bhubaneswar
Wednesday, July 29, 2026
-Advertisement-
video

ଚାଲିଗଲା ପ୍ରସୂତିଙ୍କ ଜୀବନ

102 ଆମ୍ବୁଲାନ୍ସ ପହଞ୍ଚି ନପାରିବାରୁ ଚାଲିଗଲା ଜଣେ ପ୍ରସୂତିଙ୍କ ଜୀବନ. ନୀଳଗିରି ଥାନା କାଆଁସ ଗାଁରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା. ମିଳିଥିବା ସୂଚନା ଅନୁସାରେ, କାଆଁସ ଗାଁର ସଞ୍ଜୟ ନାୟକଙ୍କ ପତ୍ନୀ ବାସନ୍ତୀଙ୍କ ପ୍ରସବ ଯନ୍ତ୍ରଣା...

ଆରମ୍ଭ ହେଲା ‘ଗୋଟିଏ ପରିବାର-ଗୋଟିଏ ଚାକିରୀ’

ସିକିମ୍ ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମଲିଂ ଶନିବାର ଦିନ ‘ଗୋଟିଏ ପରିବାର-ଗୋଟିଏ ଚାକିରୀ’ ଯୋଜନାର ଶୁଭାରମ୍ଭ କରିଛନ୍ତି. ଏହି ଯୋଜନା ଅନୁସାରେ, ସେହି ରାଜ୍ୟର ପ୍ରତ୍ୟେକ ପରିବାରର ଜଣେ ସଦସ୍ୟଙ୍କୁ ଚାକିରୀ ମିଳିବ, ଯେଉଁ ପରିବାରରେ କେହି ସରକାରୀ ଚାକିରୀ...

ଯବାନଙ୍କ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ

ଜମ୍ମୁ-କଶ୍ମୀର କୁଲଗାମ ଅଞ୍ଚଳରେ ଶନିବାର ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି. ପୋଲିସର ସୂଚନା ଅନୁସାରେ, ଦକ୍ଷିଣ କଶ୍ମୀରର କୁଲଗାମ ଜିଲ୍ଲାରେ କିଛି ମାଓବାଦୀ ଲୁଚି ରହିଥିବା ସୂଚନା ମିଳିଥିଲା. ପରେ ସନ୍ଧ୍ୟାରେ ସୁରକ୍ଷାକର୍ମୀ ଏହାର ସର୍ଚ୍ଚ ଅପରେସନ...
video

ଆଫ୍ରୋ-ଏସିଆନ ୟୁଥ୍ କନକ୍ଲେଭ

ବିଶ୍ୱ ମାନବୀୟ ଅଧିକାର ସୁରକ୍ଷା ସଂଘ (WHRPO) ପକ୍ଷରୁ ଭୁବନେଶ୍ୱରସ୍ଥିତ ହୋଟେଲ ମ୍ୟାରିୟନଠାରେ ଆଫ୍ରୋ-ଏସିଆନ ୟୁଥ୍ କନକ୍ଲେଭ ଅନୁଷ୍ଠିତ ହୋଇଯାଇଛି. କନକ୍ଲେଭର ଥିମ୍ ରହିଛି ‘ଭଏସିଂ ରାଇଟ୍ସ ଅଫ୍ ୟୁଥ୍’ .  ସଂଗଠନର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଡକ୍ଟର ଶରତ...

ମୋହର ମାରିଲେ ରାଷ୍ଟ୍ରପତି

ସାଧାରଣ ବର୍ଗର ଆର୍ଥିକ ଅନଗ୍ରସର ପିଲାଙ୍କ ପାଇଁ ଉଚ୍ଚଶିକ୍ଷା ଓ ନିଯୁତ୍ତି କ୍ଷେତ୍ରରେ ଦଶ ପ୍ରତିଶତ ସଂରକ୍ଷଣ ବିଲ୍ ଆଇନରେ ପରିଣତ ହୋଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ବିଲରେ ମୋହର ମାରିବା ପରେ ଏହା ଆଇନରେ ରୁପାନ୍ତରିତ...

ବଢିଲା ଅଙ୍ଗନୱାଡି କର୍ମୀଙ୍କ ଦରମା

୪୮ ଦିନ ଧାରଣା ପରେ ଗୁହାରି ଶୁଣିଲେ ସରକାର । ଅଙ୍ଗନବାଡି କର୍ମୀଙ୍କ ଦରମା ୬ ହଜାର ଟଙ୍କାରୁ ୭୫୦୦ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୬ ହଜାରରୁ ୭୫୦୦ ଟଙ୍କା ବୃଦ୍ଧି...

ରୋଗୀ ବେଶରେ ଡାକ୍ତରଙ୍କ ଘରୁ ଚୋରି

ନବରଙ୍ଗପୁର ଇନ୍ଦ୍ରାବତୀ ସହରରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା. କିଛି ଡକାୟତ ରୋଗୀ ବେଶରେ ଆସି ଜଣେ ଡାକ୍ତରଙ୍କ ଘରୁ କଳାକନା ବୁଲାଇ ଦେଇଛନ୍ତି. ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ 11.30 ସମୟରେ କିଛି...

ଭୁବନେଶ୍ୱରରେ ହେବ ରାହୁଲଙ୍କ ସଭା

କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଜାନୁୟାରୀ 25 ତାରିଖରେ ଓଡିଶା ଗସ୍ତ କରୁଛନ୍ତି. ତେବେ ପୂର୍ବରୁ ରାହୁଲଙ୍କ ଗସ୍ତ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଥିଲେ ଏବଂ ତାଙ୍କର ସଭା କଟକରେ ହେବ ବୋଲି ସୂଚନା ମିଳିଥିଲା....
video

ଭୟଭୀତ ଅଞ୍ଚଳବାସୀ

ରାୟଗଡା ଜିଲ୍ଲାର ଆନ୍ଧ୍ର ସୀମାନ୍ତ ଅନିଜା ଅଞ୍ଚଳରେ ହାତୀ ଉପଦ୍ରବ । ପାଞ୍ଚ ଦିନ ଧରି ଆନ୍ଧ୍ରରୁ ହାତୀପଲ ଆସି ତିନୋଟି ଗ୍ରାମର ଚାଷିଙ୍କ ଫସଲ ନଷ୍ଟ କରିଦେଇଛନ୍ତି । କିଛି ଲୋକଙ୍କ ଘର ଭାଙ୍ଗି ଦେଇଥିବାବେଳେ ଆସବାବ ପତ୍ର...

ଏକାଠି ହେଲେ ମାୟାବତୀ-ଅଖିଳେଶ

ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି (ଏସପି) ଓ ବହୁଜନ ସମାଜ ପାର୍ଟି (ବିଏସପି) ମଧ୍ୟରେ ମେଣ୍ଟ ହୋଇଛି । ୨୦୧୯ ଲୋକସଭା ନିର୍ବାଚନରେ କେନ୍ଦ୍ରରୁ ବିଜେପି ସରକାରକୁ ହଟାଇବା ପାଇଁ ଏହି ମେଣ୍ଟ ହୋଇଛି । ତେବେ ମେଣ୍ଟରେ କଂଗ୍ରେସକୁ ସାମିଲ...
- Advertisement -

Latest article

ଜାପାନରେ ବଡ ଭୂକମ୍ପ, ୭.୧ ତୀବ୍ରତା; ସୁନାମୀ ଆଲର୍ଟ ଜାରି

ନୂଆଦିଲ୍ଲୀ: ଆଜି ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ଆସିବା ନେଇ ସତର୍କ ସୂଚନା ଜାରି କରାଯାଇଛି...

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...

ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା...