ଜାତୀୟ ମହିଳା କମିଶନ ପକ୍ଷରୁ ନୋଟିସ
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଜାତୀୟ ମହିଳା କମିଶନ ନୋଟିସ ଜାରି କରିଛି । ଜଣେ ମହିଳା ମନ୍ତ୍ରୀଙ୍କ ପ୍ରତି ମନ୍ତବ୍ୟ ନେଇ କମିଶନ ପକ୍ଷରୁ ନୋଟିସ ଜାରି କରାଯାଇଛି । ବୁଧବାର ଦିନ ରାଜସ୍ଥାନରେ ଏକ ରାଲି ସମୟରେ...
ଏଣିକି ବଦଳାଇ ହେବନି ଗାଡିର ଡିଜାଇନ
ଯଦି ଆପଣ ଦୁଇ ଚକିଆ ଗାଡି କିମ୍ବା କାରକୁ ମରାମତି କରୁଛନ୍ତି ଏବଂ ତାକୁ ଲଗଜୁରୀ ଲୁକ୍ ଦେବା ସହ ସ୍ପୋର୍ଟସ କାର୍ ବନେଇବା ପାଇଁ ଚାହୁଁଛନ୍ତି, ତାହେଲେ ହୋଇଯାଆନ୍ତୁ ସାବଧାନ. ବର୍ତ୍ତମାନ ସୁପ୍ରିମ କୋର୍ଟଙ୍କ ରାୟ ଅନୁସାରେ ଗାଡିର...
ଆସିଲା ନିକିତାଙ୍କ ବ୍ୟବଚ୍ଛେଦ ରିପୋର୍ଟ
ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ୍ ନିକିତାଙ୍କ ପୋଷ୍ଟମଟର୍ମ ରିପୋର୍ଟ ବୁଧବାର ପୋଲିସ ହାତରେ ହସ୍ତଗତ ହୋଇଛି. ତେବେ ମୁଣ୍ଡରେ ଶକ୍ତ ଆଘାତ ଲାଗିବା ଯୋଗୁଁ ନିକିତାଙ୍କ ମୃତ୍ୟୁ ହୋଇଥିବା ଡିସିପି ଅଖିଳେଶ ସିଂ ସୂଚନା ଦେଇଛନ୍ତି. ଏହି ଘଟଣାରେ, ପୂର୍ବରୁ...
25 ବର୍ଷର ସଂପର୍କ ଭାଙ୍ଗିବେ ଆମାଜନ ସିଇଓ
ଆମାଜନର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଜେଫ୍ ବେଜୋସ ନିଜ ପତ୍ନୀଙ୍କଠାରୁ ଅଲଗା ହେବା ପାଇଁ ଘୋଷଣା କରିଛନ୍ତି. ନିଜ ପତ୍ନୀ ମ୍ୟାକେଞ୍ଜି ବେଜୋସଙ୍କ ସହ ଥିବା ଦୀର୍ଘ 25 ବର୍ଷର ସଂପର୍କକୁ ସେ ତୁଟାଇବେ ବୋଲି ବୁଧବାର ଟ୍ୱିଟ କରି...
ବିଶ୍ୱର ଦ୍ୱିତୀୟ ଲମ୍ବା କାନ୍ଥ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା ଓ ମେକ୍ସିକୋ ବର୍ଡର ମଧ୍ୟରେ ଲମ୍ବା କାନ୍ଥ ନିର୍ମାଣ କରିବା ପାଇଁ ପ୍ରକାଶ କରିଛନ୍ତି. ମାତ୍ର ଏହାକୁ ଆମେରିକା ସିନେଟଙ୍କ ମଞ୍ଜୁରୀ ମିଳିପାରୁନାହିଁ. ଏଥିପାଇଁ ଆମେରିକାରେ ସରକାରୀ ଚାକିରୀ କରିଥିବା ଲୋକଙ୍କୁ ଦରମା...
ଘୁଞ୍ଚିଲା ଅଯୋଧ୍ୟା ମାମଲା ଶୁଣାଣି
ସୁପ୍ରିମକୋର୍ଟର 5 ଜଣିଆ ଖଣ୍ଡପୀଠକୁ ନେଇ ଗୁରୁବାରଠୁ ଆରମ୍ଭ ହେବାକୁ ଥିବା ବହୁ ଚର୍ଚ୍ଚିତ ବାବ୍ରୀ ମସଜିଦ୍ ଓ ରାମ ଜନ୍ମଭୂମି ମାମଲାର ଶୁଣାଣି ଜାନୁୟାରୀ 29 ତାରିଖରେ ହେବ . ଗୁରୁବାର ଜଷ୍ଟିସ ରଞ୍ଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ...
ରାଜ୍ୟସଭାରେ ଗୃହୀତ ହେଲା ସଂରକ୍ଷଣ ବିଲ୍
ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଛକା ମାରିଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜନୀତିକ ଚାଲ୍ ଆଗରେ ବିରୋଧୀ ଫିକା ପଡିଯାଇଛନ୍ତି. ସାଧାରଣବର୍ଗର ଆର୍ଥିକ ଦୁର୍ବଳ ଶ୍ରେଣୀ ପାଇଁ ଉଚ୍ଚଶିକ୍ଷା ଓ ନିଯୁକ୍ତିରେ 10 ପ୍ରତିଶତ ସ୍ଥାନ ସଂରକ୍ଷଣ କରିବାକୁ ସମ୍ବିଧାନ...
ଯୁବତୀ ଚାଲାଣ ରୋକିବାକୁ କର୍ମଶାଳା
ପ୍ରତିବର୍ଷ ଓଡିଶାରୁ ବାହାର ରାଜ୍ୟକୁ ଯୁବତୀ ଚାଲାଣ ସଂଖ୍ୟା ବଢିବାରେ ଲାଗିଛି । ବିଶେଷକରି ପଞ୍ଜାବ , ହରିୟାଣା ଭଳି ରାଜ୍ୟକୁ ଓଡିଶାରୁ ଯୁବତୀ ଚାଲାଣ ହେଉଛି । ମାତ୍ର ଯୁବତୀ ଚାଲାଣ ସମ୍ପର୍କରେ ତଥ୍ୟ ଥିଲେ ମଧ୍ୟ ଏହାକୁ...
ବଢିଲା ‘କାଳିଆ’ ପାଇଁ ଆବେଦନ ଅବଧି
କାଳିଆ ଯୋଜନାରେ ସାମିଲ ହେବା ପାଇଁ ଆବେଦନ ଅବଧି ଜାନୁଆରୀ ୧୫ ପର୍ଯ୍ୟନ୍ତ ବଢାଇବାକୁ ନିଷ୍ପତ୍ତି ହୋଇଛି । ଯୋଜନାରେ ସାମିଲ ହେବା ପାଇଁ ହିତାଧିକାରୀଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ...
ସ୍ମାର୍ଟ ସିଟି ସ୍ମାର୍ଟ ଡ୍ରାଇଭ୍
ସ୍ମାର୍ଟ ସିଟିରେ ସ୍ମାର୍ଟ ଡ୍ରାଇଭ୍ । ଗାଡିର ବେଗ ନିୟନ୍ତ୍ରଣ କରିବା ପାଇଁ ପରିବହନ ବିଭାଗ ପ୍ରଥମେ ସ୍ପିଡ୍ ଗଭର୍ଣ୍ଣର ଲଗାଇଲା । ଦ୍ରୁତ ବେଗରେ ଯାଉଥିବା ଯାନବାହନକୁ ସ୍ପିଡ ଗଭର୍ଣ୍ଣର ଦ୍ୱାରା ନିୟନ୍ତ୍ରଣ କରାଯାଇପାରିଲା । ଏବେ ଏମିତି...



















