28.3 C
Bhubaneswar
Wednesday, July 29, 2026
-Advertisement-

ଘଣ୍ଟାକୁ 36 ଟଙ୍କାରୁ 100 ଟଙ୍କା

ମୋ ସାଇକେଲ , ମୋ ବସ ପରେ ଆରମ୍ଭ ହେଲା ମୋ ଗାଡି ସ୍କିମ୍ । ଏଣିକି ରାଜଧାନୀ ଭିତରେ ଯେ କୌଣସି ସ୍ଥାନକୁ ଯିବାକୁ ଚାହିଁଲେ ଆପଣ ଭଡାରେ ମଟରସାଇକେଲ ନେଇପାରିବେ । ଭଡାରେ ସ୍କୁଟି ଠୁ ଆରମ୍ଭ...

ବିକାଶର ଚିତ୍ର ଦେଖାଇଲେ, କେନ୍ଦ୍ର ଅବହେଳା କଥା ବି କହିଲେ

ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଓଡିଶାର ଅର୍ଥନୈତିକ ବିକାଶ ସମ୍ଭବ ହୋଇପାରିଛି । ରାଜ୍ୟରେ ଦାରିଦ୍ର୍ୟ ହାର ହ୍ରାସ ଘଟିଛି ଏବଂ ଖାଦ୍ୟଶସ୍ୟ ଉତ୍ପାଦନରେ ଓଡିଶା ରେକର୍ଡ ସୃଷ୍ଟି କରିଛି । ପଂଚଦଶ ଅର୍ଥ କମିଶନଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ପ୍ରିଣ୍ଟ ମିଡିଆ ବିଜ୍ଞାପନ ମୂଲ୍ୟ 25 % ବଢେଇଲା କେନ୍ଦ୍ର

ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ, ପ୍ରିଣ୍ଟ ମିଡିଆ ପାଇଁ ଦିଆଯାଉଥିବା ବିଜ୍ଞାପନ ଦରରେ 25 ପ୍ରତିଶତ ବୃଦ୍ଧି କରିଛନ୍ତି. ମଙ୍ଗଳବାରଠୁ ଲାଗୁ ହୋଇଥିବା ଏହି ଦରର ଅବଧି ତିନି ବର୍ଷ ପର୍ଯ୍ୟନ୍ତ ରହିବ ବୋଲି ସୂଚନା ଦିଆଯାଇଛି. ଏହି ନିଷ୍ପତ୍ତି...
video

ବିଭିନ୍ନ ସ୍ଥାନରେ ପିକେଟିଂ, ରାସ୍ତାରୋକ

ଟ୍ରେଡ ୟୁନିଅନ ପକ୍ଷରୁ ଦିଆଯାଇଥିବା ଦୁଇ ଦିନିଆ ଧର୍ମଘଟର ଆଜି ଦ୍ୱିତୀୟ ଦିନ । କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତି ବିରୁଦ୍ଧରେ ୧୨ ଦଫା ଦାବୀ ନେଇ ୧୦ରୁ ଅଧିକ ଟ୍ରେଡ ୟୁନିଅନ ଦେଶବ୍ୟାପୀ ବନ୍ଦ ଡାକରା ଦେଇଛନ୍ତି...

ହ୍ୱାଟସ୍ ଆପ୍ ସୁରକ୍ଷା ପାଇଁ ନୂଆ ଫିଚର

ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟସ ଆପରେ ଫିଙ୍ଗର ପ୍ରିଣ୍ଟ ଅଥେଣ୍ଟିକେସନ ଉପଲବ୍ଧ ହେବାର ଖବର କିଛି ଦିନ ପୂର୍ବେ ଚର୍ଚ୍ଚା ହେଉଥିଲା. ବର୍ତ୍ତମାନ ଏହି ଫିଚରକୁ ନିଶ୍ଚିତରୂପେ ହ୍ୱାଟସ ଆପରେ ଦିଆଯିବ ବୋଲି ସୂଚନା ମିଳିଛି. ମିଳିଥିବା ସୂଚନା ଅନୁସାରେ,...

ମହାମେଣ୍ଟରେ ସାମିଲ ହେବନି ବିଜେଡି

ମହାଗଠବନ୍ଧନରେ ସାମିଲ ହେବା ନେଇ ସବୁ ସମ୍ଭାବନାରେ ପୂର୍ଣ୍ଣଛେଦ ପକାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମହାଗଠବନ୍ଧନରେ ଆମେ ସାମିଲ ହେବୁ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଜୁ ଜନତା ଦଳ...

ପାକିସ୍ତାନର ରାଷ୍ଟ୍ରୀୟ ମିଠା

ପାକିସ୍ତାନ ସରକାର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଲୋକଙ୍କୁ ଏକ ପ୍ରଶ୍ନ ପଚାରିଛନ୍ତି. ପ୍ରଶ୍ନଟି ହେଲା- ପାକିସ୍ତାନର ରାଷ୍ଟ୍ରୀୟ ମିଠା କ’ଣ ? ଆଉ ଏହି ପ୍ରଶ୍ନର ଉତ୍ତର ପାଇଁ ତିନୋଟି ଅପ୍ସନ ଥିଲା. ତାହା ହେଲା ଜିଲାପି, ଗୋଲାପ ଜାମୁନ୍...

ଶ୍ରୀମନ୍ଦିର ପାଇଁ ନୂଆ ଆମିକସ କ୍ୟୁରୀ ହେଲେ ରଞ୍ଜିତ କୁମାର

ବୁଧବାର ସୁପ୍ରିମକୋର୍ଟ ପୂର୍ବତନ ସଲିସିଟର ଜେନେରାଲ ରଞ୍ଜିତ କୁମାରଙ୍କୁ ଶ୍ରୀମନ୍ଦିର ସଂସ୍କାର ପାଇଁ ନୂଆ ଆମିକସ କ୍ୟୁରୀ ରୂପେ ନିଯୁକ୍ତ ଦେଇଛନ୍ତି. ଓକିଲ ମୃଣାଳିନୀ ପାଢୀଙ୍କ ତରଫରୁ ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ପାଇଁ ଜଷ୍ଟିସ ଏକେ ସିକ୍ରି,...

କଂଗ୍ରେସରେ ଟ୍ରାନ୍ସଜେଣ୍ଡର ଅପ୍ସରା

ପ୍ରଥମଥର ପାଇଁ କଂଗ୍ରେସରେ ଯୋଗ ଦେଇଛନ୍ତି ଜଣେ ଟ୍ରାନ୍ସଜେଣ୍ଡର. ରାଷ୍ଟ୍ରୀୟ ମହାସଚିବ ରୂପେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାଙ୍କୁ ନିଯୁକ୍ତ ଦେଇଛନ୍ତି. ଆନ୍ଧ୍ରପ୍ରଦେଶରେ ଜନ୍ମ ଗ୍ରହଣ କରିଥିବା ଅପ୍ସରା ଚେନ୍ନାଇରେ ନିଜ ପାଠପଢା ସାରିଥିବା ବେଳେ ସାମ୍ବାଦିକତା ମଧ୍ୟ...

ଦୁର୍ବୃତ୍ତଙ୍କ ଉନ୍ମତ୍ତ କାଣ୍ଡ

ମୋଦି ସରକାରଙ୍କ ବିରୁଦ୍ଧରେ 12 ଦଫା ଦାବି ନେଇ 10ଟି ଶ୍ରମିକ ସଂଗଠନ ଦୁଇଦିନ ଧରି ଦେଶବ୍ୟାପୀ ବନ୍ଦ ଡାକରା ଦେଇଥିବା ବେଳେ ରାଉରକେଲା ଗାଙ୍ଗପୁର ମଜଦୁର ମଞ୍ଚର ଶ୍ରମିକ ନେତା ଚକ୍ରଧର ମହାନ୍ତିଙ୍କ ଘରେ କିଛି ଦୁର୍ବୃତ୍ତ ନିଆଁ...
- Advertisement -

Latest article

ଜାପାନରେ ବଡ ଭୂକମ୍ପ, ୭.୧ ତୀବ୍ରତା; ସୁନାମୀ ଆଲର୍ଟ ଜାରି

ନୂଆଦିଲ୍ଲୀ: ଆଜି ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ଆସିବା ନେଇ ସତର୍କ ସୂଚନା ଜାରି କରାଯାଇଛି...

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...

ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା...