ମନେ ରହିବ ଗୁରୁବାର ଅପରାହ୍ନ
ଜନ୍ମ ମାଟିରେ ବୀର ଯବାନ । ଜନ୍ମମାଟିକୁ ପୁଅ ଫେରିଛି । ଦେଖିବା ପାଇଁ କାହିଁ କେତେ ଦୂରରୁ ଲୋକ ଆସିଛନ୍ତି । ହେଲେ ପୁଅ ଉଠୁନି । କାରଣ ସେ ତା ମାର ସୁରକ୍ଷା ପାଇଁ ସହିଦ ହୋଇଯାଇଛି...
କମେଡି ଶୋ’ରୁ ସିଦ୍ଧୁ ଆଉଟ୍
ପୁଲୱାମା ଆକ୍ରମଣ ଉପରେ ବୟାନ ଦେଇ ହଟହଟା ହୋଇଛନ୍ତି ନବଜୋତ ସିଂହ ସିଦ୍ଧୁ । ତାଙ୍କୁ କମେଡି ଶୋ ‘ଦ କପିଲ ଶର୍ମାଙ୍କ ଶୋ’ରୁ ବାହାର କରି ଦିଆଯାଇଛି । ଚ୍ୟାନେଲ ଚାହୁଁଛି କି, ସିଦ୍ଧୁ ତତ୍କାଳ ଶୋରୁ ବାହାରି...
ସହାୟତା ରାଶି ୨୫ ଲକ୍ଷକୁ ବୃଦ୍ଧି
ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଦୁଇ ଓଡିଆ ଯବାନଙ୍କ ଅନୁକମ୍ପା ରାଶି ୧୦ ଲକ୍ଷରୁ ୨୫ ଲକ୍ଷକୁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଉଭୟ ସହିଦଙ୍କ ପିଲାମାନଙ୍କ ପଢାଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ...
ସହିଦ ଅମର ରହେ : ବିମାନବନ୍ଦରରେ ଶ୍ରଦ୍ଧାଞ୍ଜଳି
ପୁଲୱାମା ବିସ୍ଫୋରଣରେ ସହିଦ ହୋଇଥିବା ଦୁଇ ଓଡିଆ ଯବାନଙ୍କ ମରଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିଛି । ଏକ ସ୍ୱତନ୍ତ୍ର ବିମାନ ଯୋଗେ ଆସି ପହଁଞ୍ଚିଛି ମର ଶରୀର । ବିମାନ ବନ୍ଦରରେ ପହଁଚିବା ପରେ ଏକପ୍ରକାର ଶୋକାକୂଳ ପରିବେଶ...
ସହିଦ ପିଲାଙ୍କ ଦାୟିତ୍ୱ ନେବ ରିଲାଏନ୍ସ
ଜମ୍ମୁ କଶ୍ମୀରର ପୁଲୱାମା ଠାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନ ପିଲାମାନଙ୍କ ଦାୟିତ୍ୱ ନେବ ରିଲାଏନ୍ସ କମ୍ପାନୀ । ପିଲାମାନଙ୍କର ଶିକ୍ଷା ଏବଂ ନିଯୁକ୍ତି ଦାୟିତ୍ୱ କମ୍ପାନୀ ଗ୍ରହଣ କରିବ ବୋଲି ଶନିବାର ଘୋଷଣା କରିଛି । ଆବଶ୍ୟକ...
ବୁକୁଫୁଟା କାନ୍ଦରେ ସମସ୍ତେ ସ୍ତବ୍ଧ
ଭୁବନେଶ୍ବର ବିମାନ ବନ୍ଦର . ସମସ୍ତେ ଅପେକ୍ଷା କରି ରହିଥିଲେ ଦୁଇ ବୀର ଓଡିଆ ସହିଦଙ୍କୁ. କାନ୍ଦ ବୋବାଳିରେ ଫାଟି ପଡୁଥିଲା ସାରା ପରିବେଶ. ସମସ୍ତେ ଅପେକ୍ଷା କରି ରହିଥିଲେ ପୁଲଓାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଦୁଇ ବୀର...
ବ୍ୟର୍ଥ ଯିବନି ବଳିଦାନ
ଆତଙ୍କବାଦ ବିରୋଧରେ ମିଳିତ ଭାବେ ଲଢେଇ କରିବାକୁ ସର୍ବଦଳୀୟ ବୈଠକରେ ପ୍ରସ୍ତାବ ଗ୍ରହଣ କରାଯାଇଛି. ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ପୁଲଓାମା ଆକ୍ରମଣକୁ ନିନ୍ଦା କରାଯିବା ସହ ସୀମାନ୍ତରେ ଅବା ଦେଶର ଯେକୈଣସି ଭାଗରେ...
ସହିଦଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ପୁଲୱାମା ଆତ୍ମଘାତୀ ଆକ୍ରମଣକୁ ନେଇ ସ୍ତବ୍ଧ ହୋଇଯାଇଛି ସାରା ଦେଶ । ସମସ୍ତେ ଏହି ଘଟଣାକୁ ନିନ୍ଦା କରୁଥିବାବେଳେ ବୀର ସହିଦଙ୍କ ଅମର ଆତ୍ମାର ସଦଗତି କାମନା କରି ସବୁଆଡେ କ୍ୟାଣ୍ଡେଲ ଶୋଭାଯାତ୍ରା ଆରମ୍ଭ କରାଯାଇଛି । ରାୟଗଡା ଜିଲ୍ଲାର...
କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀ
ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି . ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ବଣ୍ଟନ କରିବା ସହ ଜଳସେଚନ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି । ୭୬୮...
ସବୁ ସ୍କୁଲରେ ହେବ ନିରବ ପ୍ରାର୍ଥନା
ପୁଲଓ୍ଵାମାରେ ସେନା ଉପରେ ବଡ଼ ଧରଣର ଆତଙ୍କୀ ହମଲାରେ ପୂରା ଦେଶ ସ୍ତବ୍ଧ। ଦେଶ ପାଇଁ ନିଜର ଜୀବନକୁ ବାଜି ଲଗାଇଥିବା ସହିଦଙ୍କ ପାଇଁ ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲରେ ହେବ ନିରବ ପ୍ରାର୍ଥନା । ଦିନ ୧୧ଟାରେ ୨...

















