26.1 C
Bhubaneswar
Wednesday, October 28, 2026
-Advertisement-
video

ଲକ୍ଷ୍ୟ, ସମସ୍ତଙ୍କ ମୁହଁରେ ହସ ଫୁଟାଇବା

ସାରା ରାଜ୍ୟରେ ତ୍ରିରଙ୍ଗା ଉତ୍ତୋଳନ କରି ସାଧାରଣତନ୍ତ୍ର ଦିବସ ପାଳିତ ହୋଇଥିଲା ବେଳେ ରାୟଗଡାରେ ଟିକେ ନିଆରା ଢଙ୍ଗରେ ଗଣତନ୍ତ୍ର ଦିବସ ପାଳିତ ହୋଇଥିଲା. ରାୟଗଡା ଜିଲ୍ଲା ସାମ୍ବାଦିକ ସଂଘ ଟିକେ ଭିନ୍ନ ଧରଣରେ ପାଳନ କରିଥିଲେ ଏହି ଦିବସକୁ....

ସନ୍ନ୍ୟାସୀଙ୍କୁ ଭାରତ ରତ୍ନ ମିଳିବା ଉଚିତ-ରାମଦେବ

ଚଳିତ ବର୍ଷ କେନ୍ଦ୍ର ସରକାର ଭାରତ ରତ୍ନ ସମ୍ମାନ ଘୋଷଣା କରିବା ପରେ ଏହା ଉପରେ ଯୋଗ ଗୁରୁ ବାବା ରାମଦେବ ପ୍ରଶ୍ନ ଉଠାଇଛନ୍ତି. ସ୍ୱାଧୀନତାର 70 ବର୍ଷ ପରେ କୌଣସି ସନ୍ନ୍ୟାସୀଙ୍କୁ ଏହି ସମ୍ମାନ ପ୍ରଦାନ କରା ନ...

31ରେ ଓଡିଶା ଆସିବେ କେଜରିୱାଲ

ଆଗକୁ ଲୋକସଭା ନିର୍ବାଚନ ଆସୁଥିବାରୁ ବର୍ତ୍ତମାନ ସବୁ ଦଳର ନେତାମାନଙ୍କ ଓଡିଶା ଆସିବାର ସୁଅ ଲାଗିଛି. ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଅଧ୍ୟକ୍ଷ ଅରବିନ୍ଦ କେଜରିୱାଲ ଜାନୁୟାରୀ 31ରେ ଓଡିଶା ଆସିବେ ବୋଲି ସୂଚନା...
video

ମର୍ମନ୍ତୁଦ ସଡକ ଦୁର୍ଘଟଣା

କଟକ-ପାରାଦୀପ ରାସ୍ତାର ତରଜଙ୍ଗା ନିକଟରେ ରବିବାର ସକାଳ ସମୟରେ ଏକ ଦୁର୍ଘଟଣା ଘଟିଛି. ଫଳରେ ଜଣେ ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ ଘଟିଛି. ତାଙ୍କ ନାଁ ରମାକାନ୍ତ ରାଉତରାୟ ବୋଲି ଜଣାପଡିଛି. ତେବେ ମିଳିଥିବା ସୂଚନା ଅନୁସାରେ, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ...

ଆରପାରିରେ ଓଡିଆ କଣ୍ଠଶିଳ୍ପୀ ଅର୍ଜୁନ ଚରଣ ସାମଲ

ଆଉନାହାନ୍ତି କଣ୍ଠଶିଳ୍ପୀ ଅର୍ଜୁନ ଚରଣ ସାମଲ. ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ 77 ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି. ରବିବାର ସକାଳ ପ୍ରାୟ 8.30 ମିନିଟରେ ସେ ସମସ୍ତଙ୍କୁ ଛାଡି ଚାଲିଯାଇଛନ୍ତି. ଅସୁସ୍ଥତା ପାଇଁ 4...

ଚାଲିଗଲେ ଓଡିଆ ଯବାନ

ଜାନୁୟାରୀ 26 ଗଣତନ୍ତ୍ର ଦିବସରେ ଜଣେ ଓଡିଆ ଯବାନ ହେମନ୍ତ ପଣ୍ଡାଙ୍କ ମୃତ୍ୟୁ ହୋଇଛି. ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଅଠରାଙ୍ଗ ଗାଁର ହେଉଛନ୍ତି ମୃତ ହେମନ୍ତ ପଣ୍ଡା. ଦୁଇ ବର୍ଷ ହେବ ସେ ଭାରତୀୟ ସେନାରେ ଯୋଗ...

ମାଲକାନଗିରିରେ ଗଣତନ୍ତ୍ର ଦିବସ ପାଳିତ

ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସିରେ ପାଳିତ ହୋଇଯାଇଛି 70ତମ ଗଣତନ୍ତ୍ର ଦିବସ. ସ୍ଥାନୀୟ ଗୋପିପୂଜାରୀ ଯୁବ ସାଂସ୍କୃତିକ ପରିଷଦ ବ୍ଲକ ତରଫରୁ ଗଣତନ୍ତ୍ର ଦିବସ ପାଳିତ ହୋଇଛି. ଏଥିରେ ମୁଖ୍ୟ ଅତିଥିଭାବେ ବାଲିମେଳା ଏନଏସିର ଚେୟାରମ୍ୟାନ ଶ୍ରୀମତୀ ଲକ୍ଷ୍ମୀ ପାଙ୍ଗିଙ୍କ...

2019 ‘ମନ୍ କି ବାତ୍’ ରେ ମୋଦିଙ୍କ ପ୍ରଥମ ସମ୍ବୋଧନ

ରବିବାର ହେଉଛି ମୋଦିଙ୍କ ‘ମନ୍ କି ବାତ୍’ ରେଡିଓ କାର୍ଯ୍ୟକ୍ରମର 52ତମ ଏପିସୋଡ୍. ଯାହାକୁ ମୋଦି 2019ରେ ପ୍ରଥମଥର ପାଇଁ ସମ୍ବୋଧିତ କରିବେ. ତେବେ 2019 ବର୍ଷରେ ଏହା ହେଉଛି ମୋଦିଙ୍କ ପ୍ରଥମ ପ୍ରୋଗ୍ରାମ. ‘ମନ୍ କି ବାତ୍’ ର...

ସୁରକ୍ଷିତ ନୁହଁନ୍ତି ନାବାଳିକା

ଦିନକୁ ଦିନ ବଢିଚାଲିଛି ନାବାଳିକା ଦୁଷ୍କର୍ମ. ଏ ନେଇ ଦୋଷୀକୁ କଠୋର ଦଣ୍ଡ ମିଳୁ ନ ଥିବା ବେଳେ ଏହି ଅତ୍ୟାଚାର ଥମିବାର ନା ନେଉନାହିଁ. କନ୍ଧମାଳ ଜିଲ୍ଲା ବାଲିଗୁଡା ତୁମୁଡିବନ୍ଧ ବ୍ଲକରେ ପୁଣି ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା...

ଆରମ୍ଭ ହେଲା ଆଦିବାସୀ ମେଳା

ସବୁ ବର୍ଷ ଭଳି ଚଳି ବର୍ଷ ମଧ୍ୟ ଉଦଘାଟିତ ହୋଇଛି ଆଦିବାସ ମେଳା 2019. ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ. ପ୍ରତି ବର୍ଷ ଆୟୋଜିତ ହେଉଥିବା ଏହି ମେଳାରେ ଆଦିବାସୀଙ୍କ ଜୀବନ ଧାରଣର ଶୈଳୀ, ଚିତ୍ରକଳା ଓ...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...