25.9 C
Bhubaneswar
Tuesday, July 28, 2026
-Advertisement-

ଶହୀଦ ହୋଇଗଲେ କେନ୍ଦୁଝର ନଦୁଆଁ ଗାଁର ବ୍ରଜ ମୋହନ

ଛତିଶଗଡ ଜିଲ୍ଲାର ବିଜାପୁରରେ ମାଓବାଦୀମାନେ ପୁଣି ଆତଙ୍କ ଖେଳାଇଛନ୍ତି. ସୁରକ୍ଷାକର୍ମୀଙ୍କ ବୁଲେଟପ୍ରୁଫ୍ ଗାଡିକୁ ମାଓବାଦୀମାନେ ଉଡାଇଦେଇଛନ୍ତି. ଫଳରେ କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ଫୋର୍ସର ଚାରିଜଣ ଯବାନ ଶହିଦ ହୋଇଛନ୍ତି ଓ ଦୁଇ ଜଣ ଗୁରୁତର ଅବସ୍ଥାରେ ଅଛନ୍ତି. ତେବେ ସବୁଠୁ...

ମନ୍ କି ବାତ୍ ରେ ପଟେଲଙ୍କୁ ମନେପକାଇଲେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିଜ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ୪୯ତମ ସଂସ୍କରଣରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ମନେପକାଇଛନ୍ତି. ସର୍ଦ୍ଦାର ପଟେଲ କଠିନ ପରିସ୍ଥିତିରେ କିଭଳି ଦେଶକୁ ସମ୍ଭାଳିଥିଲେ ଏବଂ ଦେଶକୁ ଏକତା ସୂତ୍ରରେ ବାନ୍ଧିବା...

ହାତୀ ମୃତ୍ୟୁ ପାଇଁ ଦାୟୀ କିଏ? କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଢେଙ୍କାନାଳ ଜିଲା କମଳାଙ୍ଗ ଗାଁ ପାଖରେ ବିଦ୍ୟୁତ ତାର ଲାଗି ୭ ହାତୀ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ୍‌ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ...

ତିତଲି ପ୍ରଭାବିତଙ୍କୁ 300 କୋଟି ଟଙ୍କା ଦେଲେ ରାଜ୍ୟ ସରକାର

ତିତଲିର ପ୍ରଭାବରେ ଅସ୍ତବ୍ୟସ୍ତ ଗଜପତି ଜିଲ୍ଲା । ପରିସ୍ଥିତିକୁ ସୁଧାରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରଭାବିତଙ୍କୁ ପ୍ରଥମ କରି 300 କୋଟି ଟଙ୍କା ଦିଆଯିବ ବୋଲି ସୂଚନା ଦେଇଛନ୍ତି ଏସଆରସି । ପ୍ରଭାବିତଙ୍କ ଖାତାକୁ ସିଧାସଳଖ ଯିବ ପଇସା । ଏ ସଂପର୍କରେ  ଟ୍ୱିଟ୍...

ସୁପ୍ରିମକୋର୍ଟରେ ରାଫେଲ ତଥ୍ୟ ରଖିଲେ କେନ୍ଦ୍ର ସରକାର

ରାଫେଲ ଚୁକ୍ତିକୁ ନେଇ ବିବାଦ ଘେରକୁ ଆସିଥିବା କେନ୍ଦ୍ର ସରକାର ଶନିବାର ସମସ୍ତ ଦସ୍ତାବିଜ୍‌ ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ୍‌ ସଞ୍ଜୟ କିଶନ ଓ ଜଷ୍ଟିସ୍‌ ଏମ୍‌ ଜୋଶେଙ୍କୁ ନେଇ ଗଠିତ ୩ ଜଣିଆ...

ରବିବାର ଠାରୁ ତିନିଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା

ବାତ୍ୟା ତିତଲିଜନିତ ବର୍ଷା ପ୍ରକୋପକୁ ନେଇ ସରକାର ନୟାନ୍ତ ହୋଇପଡିଥିବା ବେଳେ ଏବେ ପାଣିପାଗ ବିଭାଗ ପୁଣି ଏକ ଲଘୁଚାପ ବର୍ଷାର ପୂର୍ବାନୁମାନ କରିଛି. ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଲଘୁଚାପର...

ହାତୀ ମୃତ୍ୟୁ: ଦୋଷ ଠେଲାଠେଲି ହେଲେ ସେସୁ ଓ ବନ ବିଭାଗ

ଢେଙ୍କାନାଳ ସଦର ରେଞ୍ଜ କମଳାଙ୍ଗ ଗାଁରେ ଏକକାଳୀନ ୭ଟି ହାତୀ ମୃତ୍ୟୁ ନେଇ ବନ ବିଭାଗ ଓ ବିଦ୍ୟୁତ ବିଭାଗ ଦୋଷ ଠେଲାଠେଲି ହୋଇଛନ୍ତି । ବନ ବିଭାଗ ସେସୁକୁ ଏଥିପାଇଁ ଦାୟୀ କରିଛି । ଏ ନେଇ ପିସିସିଏଫ୍‌...
video

ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ପାଣିଗାଁରେ ଯୁବକଙ୍କୁ ହତ୍ୟା । ଗାଁର କୈଳାସ ମାଝୀ ନାମକ ଯୁବକଙ୍କୁ ପଥରରେ ମୁଣ୍ଡକୁ ଛେଚି ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି । ମିଳିଥିବା ସୁଚନା ଅନୁସାରେ, ଯୁବକ ଜଣକ ଶନିବାର...

ଦାୟିତ୍ବହୀନତା : ବିଦ୍ୟୁତ ଆଘାତରେ ୭ ହାତୀ ମୃତ

ଗୋଟିଏ ପଟେ ହାତୀଙ୍କ ସୁରକ୍ଷା ପାଇଁ ସରକାର ପଦକ୍ଷେପ ନେଉଛନ୍ତି. ଅନ୍ୟପଟରେ ବେପରଓ୍ବା ମନୋଭାବ ଯୋଗୁ କେତେବେଳେ ଟ୍ରେନ ଦୁର୍ଘଟଣାରେ ତ ଆଉ କେତେବେଳେ ବିଦ୍ୟୁତ ଆଘାତରେ ଯାଉଛି ହାତୀଙ୍କ ଜୀବନ. ପୁଣି ଏମିତି ଏକ ଅଘଟଣ ଘଟିଛି ଢେଙ୍କାନାଳ...

ବୈଜୟନ୍ତଙ୍କୁ କ୍ଲିନ୍‌ଚିଟ୍‌

ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଡିଜିସିଏଙ୍କ ତରଫରୁ ମିଳିଛି କ୍ଲିନଚିଟ୍ । ବୈଜୟନ୍ତଙ୍କ ହେଲିକପ୍ଟର୍‌ ଉଡ଼ାଣରେ କୌଣସି ନିୟମ ଉଲ୍ଲଙ୍ଘନ ହୋଇନାହିଁ ବୋଲି ରିପୋର୍ଟ ପ୍ରଦାନ କରିଛନ୍ତି ଡିଜିସିଏ। ଗତମାସ 15 ତାରିଖରେ ବୈଜୟନ୍ତଙ୍କ ହେଲିକପ୍ଟର୍‌ ଚିଲିକା ଉପରେ ବିପଦଜନକ ଭାବେ ଉଡ଼ିଥିବା...
- Advertisement -

Latest article

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...

ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା...

cw-check-https://test.com/

cw-check https://test.com