କ୍ଷମା ପରେ କ୍ଷମା ପ୍ରାର୍ଥନା କରିଚାଲିଛନ୍ତି ଅଭିଜିତ
ଶେଷରେ ଓଡିଶାର କଳା ସଂସ୍କୃତିକୁ ନେଇ ଦେଇଥିବା ମନ୍ତବ୍ୟ ପାଇଁ ଅନୁତାପ କରିଛନ୍ତି ଆୟାର । ଓଡ଼ିଶାର କଳା, ସଂସ୍କୃତି ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇଥିବା ବରିଷ୍ଠ ସାମ୍ବାଦିକ ଅଭିଜିତ ଆୟାର ମିତ୍ର ପୁଣି ଥରେ କ୍ଷମା ପ୍ରାର୍ଥନା କରିଛନ୍ତି...
ଦେବୀ ଦର୍ଶନ ଥିଲା ଶେଷ ଦର୍ଶନ: ସଡକ ଦୁର୍ଘଟଣାରେ ଚାଲିଗଲା ୧୦ ଜୀବନ
ଶାରଦୀୟ ଦୂର୍ଗାପୂଜାକୁ ନେଇ ସାରା ରାଜ୍ୟ ଉତ୍ସବମୁଖର. ଦଶହରାରେ ଦେବୀ ଦର୍ଶନ ପାଇଁ ଛତିଶଗଡରୁ ବାହାରିଥିଲେ ତୀର୍ଥଯାତ୍ରୀ. ମାତ୍ର ସବୁ ଖୁସି ଶେଷ ହୋଇଗଲା. ମୂହୁର୍ତ୍ତକ ମଧ୍ୟରେ ଆଖି ବୁଜିଦେଲେ ୧୦ ତୀର୍ଥଯାତ୍ରୀ.
ସୂଚନା ଅନୁଯାୟୀ ନୂଆପଡା ଜିଲ୍ଲା କୋମନାରେ ବୈଷ୍ଣୋଦେବୀ...
ମିଠୁ ସଂକ୍ରମଣରେ ଚିତ୍ରଶିଳ୍ପୀ ଯତୀନ ଦାସ
ମିଠୁ ସଂକ୍ରମଣ ବଢିବାରେ ଲାଗିଛି. ଆଉ ମିଠୁ ସଂକ୍ରମଣର ଶିକାର ହୋଇଛନ୍ତି ବିଶିଷ୍ଟ ଚିତ୍ରଶିଳ୍ପୀ ପଦ୍ମଭୂଷଣ ଯତୀନ ଦାସ. ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ଅଭିନେତ୍ରୀ ନନ୍ଦିତା ଦାସଙ୍କ ବାପା ଯତୀନଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ନିଶା ବୋରା. ସେ ଟୁଇଟ୍ କରି...
୨୬ ଜଣଙ୍କ ଜୀବନ ନେଇଛି ‘ତିତଲି’, ଏସଆରସିଙ୍କ ସ୍ପଷ୍ଟୀକରଣ
ତିତଲି ବାତ୍ୟା ଓ ପରବର୍ତ୍ତୀ ବନ୍ୟା ଜନିତ ମୃତ୍ୟୁ ନେଇ ଏସଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି.ତିତଲୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି.କେବଳ ଗଜପତି ଜିଲାରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି.ଏହାସହ ଗଞ୍ଜାମରେ ୩...
ଆହ୍ଲାବାଦ ହେଲା ପ୍ରୟାଗରାଜ
ଉତ୍ତରପ୍ରଦେଶର ରାଜଧାନୀ ଆହ୍ଲାବାଦର ନାମ ପରିବର୍ତ୍ତନ କରାଯାଇଛି । ଆହ୍ଲାବାଦର ନାମ ବଦଳାଯାଇ ପ୍ରୟାଗରାଜ ରଖାଯାଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଆହ୍ଲାବାଦର ନାମ ପରିବର୍ତ୍ତନ କରି ପ୍ରୟାଗରାଜ କରିଛନ୍ତି । ମଙ୍ଗଳବାର କ୍ୟାବିନେଟ୍ ବୈଠକରେ ଏହି...
ମହାମାୟାଙ୍କ ମହାଷ୍ଟମୀ, ପୂଜାମଣ୍ଡପରେ ମହାସପ୍ତମୀ ପୂଜା
ଧରାବତରଣ କରିଛନ୍ତି ଦୁର୍ଗତିନାଶିନୀ ମା ଦୂର୍ଗା । ମା'ଙ୍କର ସ୍ପର୍ଶରେ ଧରାପୃଷ୍ଠ ପୁଲକିତ ହୋଇଛି । ଚଣ୍ଡିପାଠରେ ପ୍ରକମ୍ପିତ ହେଉଛି ସାରା ପରିବେଶ । ଆଜି ଦେବୀପୀଠରେ ମହାମାୟାଙ୍କ ମହାଷ୍ଟମୀ ଓ ମଣ୍ଡପରେ ସପ୍ତମୀ ପୂଜା । ଦର୍ଶନ ପାଇଁ...
ଭୁବନେଶ୍ୱରରୁ ସିଧା ଦୁବାଇ ଯିବ ଇଣ୍ଡିଗୋ
ବିମାନଯାତ୍ରୀଙ୍କ ପାଇଁ ଇଣ୍ଡିଗୋ ଏୟାର ଲାଇନ୍ ଆଣିଦେଇଛି ଏକ ଖୁସି ଖବର. ଏଥର ଭୁବନେଶ୍ୱରରୁ ଦୁବାଇକୁ ସିଧା ବିମାନ ଉଡାଣ କରିବାକୁ ନିଷ୍ପତି ନେଇଛି ଇଣ୍ଡିଗୋ ଏୟାର ଲାଇନ୍. ଇଣ୍ଡିଗୋ ଏୟାର ଲାଇନର ରିପୋର୍ଟ ଅନୁସାରେ, ଭୁବନେଶ୍ୱରରୁ ଦୁବାଇ ଓ...
୭୩ ବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ମଙ୍ଗଳବାର ୭୩ତମ ଜନ୍ମଦିନ। ହେଲେ ବାତ୍ୟା ତିତ୍ଲି ଓ ଏହା ପରେ ହୋଇଥିବା ବନ୍ୟାରେ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ନବୀନ ଜନ୍ମଦିନ ପାଳିବେ ନାହିଁ ବୋଲି ଜଣାପଡ଼ିଛି। ପୂର୍ବରୁ...
ଆୟୁଷ୍ମାନ ଭାରତ ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟିଲା ବିଜେପି
ଆଯୁଷ୍ମାନ ଭାରତ ଯୋଜନାରେ ଓଡିଶା ସାମିଲ ନହେବା ପ୍ରସଙ୍ଗରେ ରାଜ୍ୟ ବିଜେପିର ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି. ରାଜ୍ୟବ୍ୟାପି ଜନସାଧାରଣଙ୍କଠୁ 1 କୋଟି ଦସ୍ତଖତ ସଂଗ୍ରହ କରାଯିବା ପରେ ଦଳ ପକ୍ଷରୁ ଦସ୍ତଖତ ସମ୍ବଳିତ ଦାବିପତ୍ର...
ଆସନ୍ତାମାସରେ ଚୀନ୍ ରାଷ୍ଟ୍ରପତିଙ୍କୁ ଭେଟିବେ ମୋଦି
ଚୀନ ରାଷ୍ଟ୍ରପତି ସି.ଚିନଫିଙ୍ଗଙ୍କୁ ଆସନ୍ତା ମାସରେ ଭେଟିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ଏହି ଦୁଇ ରାଷ୍ଟ୍ରପତିଙ୍କ ସାକ୍ଷାତ ଆର୍ଜେଣ୍ଚିନାରେ ହେବ ବୋଲି ଚୀନର ରାଷ୍ଟ୍ରଦୂତ ଲ୍ୟୁ ଝାଓହୁଇଙ୍କ ତରଫରୁ ସ୍ପଷ୍ଟ କରାଯାଇଛି. ପ୍ରଥମଥର ପାଇଁ ଭାରତ ଓ ଚୀନ...









