ନେହା କକ୍କର ଓ ଟୋନି କକ୍କର ହେଉଛନ୍ତି ଦୁଇ ଭାଇ ଭଉଣୀ ଓ ସେମାନଙ୍କୁ ୟୁଟ୍ୟୁବ ଷ୍ଟାର ଭାବରେ ସମସ୍ତେ ଜାଣନ୍ତି. ‘କୋକାକୋଲା’ ଓ ‘ଲୁଡୋ’ ଭଳି ସୁପରହିଟ ସଙ୍ଗ ପରେ ଏବେ ଟୋନି କକ୍କରଙ୍କ ଆଉ ଏକ ନୂଆ ସଙ୍ଗ ‘କୁଛ୍ କୁଛ୍ ହୋତା ହେ’ ରିଲିଜ ହୋଇଛି. ତେବେ ବିଶେଷ କଥା ହେଲା ଯେ, ଏହି ଗୀତରେ ଟୋନିଙ୍କ ଭଉଣୀ ନେହା କକ୍କର ଏକ ସ୍ପେଶାଲ ରୂପରେ ନଜର ଆସିଛନ୍ତି. ଏଥିରେ ନେହା କଣ୍ଠଦାନ କରିନାହାନ୍ତି ସତ ମାତ୍ର ଏହି ଗୀତରେ ବିଗ୍ ବସ୍ ଫେମ ଆକ୍ଟର ପ୍ରିୟାଙ୍କ ଶର୍ମାଙ୍କ ସହ ତାଙ୍କ କେମେଷ୍ଟ୍ରିଙ୍କୁ ଦେଖାଯାଇଛି. ଫେବୃୟାରୀ 14 ଅର୍ଥାତ୍ ଭାଲେଣ୍ଟାଇନ ଡେ’ ପାଇଁ ସବୁ ଦର୍ଶକଙ୍କୁ ଏହା ଟୋନି କକ୍କରଙ୍କ ଏକ ବଡ ଉପହାର ବୋଲି କୁହାଯାଇଛି.

LEAVE A REPLY

Please enter your comment!
Please enter your name here