30 C
Bhubaneswar
Tuesday, August 4, 2026
-Advertisement-

ଗିରଫ ହେଲେ ପ୍ରଶାନ୍ତ ରାଉତ

କୋଟି କୋଟି ଟଙ୍କାର ଅମାପ ସଂପତ୍ତି ଠୁଳ କରିଥିବା ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ଭିଜିଲାନ୍ସ ଗିରଫ କରିଛି । ଗତକାଲି ତାଙ୍କର 9ଟି ଘରେ ଚଢାଉ କରିଥିଲା ଭିଜିଲାନ୍ସ । ଭିଜିଲାନ୍ସ ରେଡ୍ ହେବା ଦେଖି ସେ...

ଚାକିରୀ ଅତିରିକ୍ତ ଉପଜିଲ୍ଲାପାଳ, ଆୟର ହିସାବ ନାହିଁ

ଚାକିରୀ ଅତିରିକ୍ତ ଉପଜିଲ୍ଲାପାଳ । ପୋଷ୍ଟିଂ - ନବରଙ୍ଗପୁର । ମାତ୍ର ଆୟର ହିସାବ ନାହିଁ । ସରକାରୀ ଚାକିରୀଆ ଏହି ବାବୁ ହେଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲପାଳ ପ୍ରଶାନ୍ତ ରାଉତ । ଏତେ ଟଙ୍କା ରୋଜଗାର କରିଛନ୍ତି ଯେ...

ମିଳିଲା ଆଶ୍ବସ୍ତି, ଓଡିଶା ଛୁଇଁଲା ମୌସୁମୀ

ଶେଷରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରୁ ମିଳିଲା ଆଶ୍ବସ୍ତି । ଓଡିଶା ଛୁଇଁଛି ମୌସୁମୀ । ଆଜି ଦକ୍ଷିଣ ଓଡିଶାରେ ପ୍ରବେଶ କରିଛି ମୌସୁମୀ ବାୟୁ । ଏହାର ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘଡଘଡି ସହ ବର୍ଷା ହୋଇଛି ।...

ରଥାରୁଢ କାଳିଆ ସାଆନ୍ତ

ଶ୍ରୀମନ୍ଦିରର ରତ୍ନ ସିଂହାସନ ଛାଡି ତିନି ଠାକୁର ରଥାରୁଢ । ଲକ୍ଷ ଲକ୍ଷ ଭକ୍ତଙ୍କ ହରିବୋଲ ହୁଳହୁଳି ଧ୍ବନୀରେ ବଡଦାଣ୍ଡ ପ୍ରକମ୍ପିତ । କାଳିଆ ସାଆନ୍ତଙ୍କ ଦର୍ଶନ ପାଇଁ ଦେଶ ବିଦେଶରୁ ଶ୍ରୀକ୍ଷେତ୍ରକୁ ଛୁଟି ଆସିଛନ୍ତି ଶ୍ରଦ୍ଧାଳୁ । ରଥ...

କାଳିଆ ଅପେକ୍ଷାରେ ରଥ-ପଥ-ଭକ୍ତ

ଘୋଷଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମହାପ୍ରଭୁଙ୍କ ପାଇଁ ତିନି ରଥ ପ୍ରସ୍ତୁତ ରହିଛନ୍ତି । ସୁସଜ୍ଜିତ ଭାବେ ନାନାଦି ଝୋଟି ଚିତାରେ ପଥ ବି ସଜେଇ ହୋଇଛି । ମହାପ୍ରଭୁଙ୍କୁ ରଥ ଉପରେ ଦର୍ଶନ କରିବାକୁ...

ରଥଯାତ୍ରାରେ କୋଉଠି ଗାଡି ପାର୍କିଂ କରିବେ

ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି । ରଥଯାତ୍ରା ପାଇଁ ପୁରୀକୁ ଲକ୍ଷ ଲକ୍ଷ ଭକ୍ତଙ୍କ ସୁଅ ଛୁଟିବ । ଲକ୍ଷାଧିକ କାର୍, ବାଇକ୍ ପୁରୀ ସହରକୁ ପ୍ରବେଶ କରିବ । ସେଥିପାଇଁ ପୁରୀ ପୋଲିସ କେଉଁ ଗାଡି...

ରାତି ପାହିଲେ ନବଯୌବନ ଦର୍ଶନ

ରାତି ପାହିଲେ ମହାପ୍ରଭୁ୍ଙ୍କ ନବ ଯୌବନ ଦର୍ଶନ । ଜ୍ବରରେ ପୀଡିତ ଚତୁର୍ଦ୍ଧାମୂର୍ତ୍ତି ସୁସ୍ଥ ହୋଇସାରିଥିବାରୁ ଦର୍ଶନ ପାଇଁ ବ୍ୟାକୁଳ ଭକ୍ତ ରାତି ପାହିଲେ ମହାପ୍ରଭୁଙ୍କ ଦର୍ଶନ କରିବ । ହଜାର ହଜାର ଭକ୍ତଙ୍କ ସମାଗମ ହେବ । ଏହାକୁ...

ସମ୍ବଲପୁର 46, ସାତଟି ସହରର ତାପମାତ୍ରା 45 ଉପରେ

ଆଜି ସମ୍ବଲପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର । ଦିନ ସାଢେ ଦୁଇଟା ସୁଦ୍ଧା ସମ୍ବଲପୁରର ତାପମାତ୍ରା 45.4 ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ସର୍ବୋଚ୍ଚ ତାପମାତ୍ରା 46 ଡିଗ୍ରୀରେ ପହଞ୍ଚିଛି । କେବଳ ସମ୍ବଲପୁର ନୁହେଁ, ପଶ୍ଚିମ...

ପୁରୀରେ ନକଲି ଅବଢା !

ପୁରୀରେ ନକଲି ଅବଢା । ଏମିତି ଖବର ଆଜି ଶ୍ରୀଜଗନ୍ନାଥ ଭକ୍ତଙ୍କୁ ବ୍ୟଥିତ କରିଛି । ମିଳିଥିବା ସୂଚନା ଅନୁଯାୟୀ ଶ୍ରୀମନ୍ଦିର ବାହାରେ ଲୋକନାଥ ରୋଡ ପାଇକ ସାହି ସାପୁଆ ମଠ ନିକଟରେ ଏକ ଅସ୍ଥାୟୀ ଟେଣ୍ଟରେ ଖାଦ୍ୟ ରନ୍ଧାଯାଇ...

44 ଟପିଲା ଭୁବନେଶ୍ବର

ଆଜି ରାଜଧାନୀ ଭୁବନେଶ୍ବରର ତାପମାତ୍ରା 44 ଡିଗ୍ରୀ ଟପିଛି । ଦିନ ସାଢେ ଦୁଇଟା ସୁଦ୍ଧା ଭୁବନେଶ୍ବର ଓ ସମ୍ବଲପୁରର ତାପମାତ୍ରା 44.4 ଡିଗ୍ରୀ ସେଲସିୟସ ରହିଥିବା ରେକର୍ଡ କରାଯାଇଛି । ଏହା ଚଳିତବର୍ଷ ରାଜଧାନୀର ସର୍ବୋଚ୍ଚ ଚାପମାତ୍ରା ।...
- Advertisement -

Latest article

ଭୟଙ୍କର ବିମାନ ଦୁର୍ଘଟଣା: ୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ‘ନାଜକା ଲାଇନ୍ସ’ ଦେଖିବାକୁ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ଛୋଟ ପର୍ଯ୍ୟଟନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନିକଟସ୍ଥ ଏକ ବିଲରେ ଖସିପଡ଼ିଛି। ଭୂମିରେ ପଡ଼ିବା ମାତ୍ରେ ବିମାନଟି ଖଣ୍ଡଖଣ୍ଡ ହୋଇ...

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...