ସୁଶାନ୍ତ ସିଂ ଙ୍କ ଘରକୁ ଛାତ୍ର କଂଗ୍ରେସର ଟମାଟୋ ମାଡ
ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ପଛରେ ବିଧାୟକ ସୁଶାନ୍ତ ସିଂଙ୍କ ହାତ ! ଏମିତି ଆରୋପ ଲଗାଇ ଆଜି ଛାତ୍ର କଂଗ୍ରେସ ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ସରକାରୀ ବାସଭବନ ଘେରାଉ କରିଛି । ଶତାଧିକ ଛାତ୍ର କଂଗ୍ରେସ କର୍ମୀ...
ମାର୍ଚ୍ଚ ୨୦, ପଖାଳ ଦିବସ
ରାତି ପାହିଲେ ପଖାଳ ଦିବସ । ଓଡିଆ ସଂସ୍କୃତି ଓ ପରମ୍ପରା ସହିତ ଜଡିତ ପଖାଳ । ଶ୍ରୀଜଗନ୍ନାଥଙ୍କ ପାଖରେ ବି ଲାଗି ହୁଏ ପଖାଳ । ପ୍ରତିବର୍ଷ ମାର୍ଚ୍ଚ ୨୦ରେ ପଖାଳ ଦିବସ ପାଳନ ହୋଇ ଆସୁଛି ।...
ରାହୁଲଙ୍କ ଘରେ ପୋଲିସ
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଘରେ ଦିଲ୍ଲୀ ପୋଲିସ । ଭାରତ ଯୋଡୋ ଯାତ୍ରା ବେଳେ ଶ୍ରୀନଗରରେ ମହିଳାଙ୍କ ସଂପର୍କରେ ଦେଇଥିବା ଟିପ୍ପଣୀ ପାଇଁ ରାହୁଲ ଗାନ୍ଧୀଙ୍କୁ ପୂର୍ବରୁ ଦିଲ୍ଲୀ ପୋଲିସ ରାହୁଲ ଗାନ୍ଧୀଙ୍କ ନିକଟକୁ ନୋଟିସ ପଠାଇଥିଲା ।...
ଡ୍ରାଇଭର ଆନ୍ଦୋଳନ ସ୍ଥଗିତ
ରାଜ୍ୟରୁ ଆନ୍ଦୋଳନରୁ ଓହରିଲେ ଡ୍ରାଇଭର । ୩ ଦିନର ଆନ୍ଦୋଳନ ପରେ, ଶେଷରେ ନିଷ୍ପତ୍ତି ନେଲା ଡ୍ରାଇଭର ମହାସଂଘ । ଡ୍ରାଇଭର ମହାସଂଘର ରାଜ୍ୟ ସଭାପତି ଏହି ସୂଚନା ଦେଇଛନ୍ତି । ଲିଖିତ ପ୍ରତିଶ୍ରୁତି ମିଳିବା ପରେ ଆମେ ନିଷ୍ପତ୍ତି...
ଓହରିବାକୁ ନିବେଦନ କଲେ ମୁଖ୍ୟ ସଚିବ, ସହଯୋଗ ଲୋଡିଲେ ମନ୍ତ୍ରୀ
ଆନ୍ଦୋଳନରୁ ଓହରିବାକୁ ଡ୍ରାଇଭରଙ୍କୁ ନିବେଦନ କରିଛନ୍ତି ମୁଖ୍ୟ ସଚିବ । କାଲିର ଆଲୋଚନା ପରେ ବି ଆନ୍ଦୋଳନ କରୁଥିବାରୁ ନିବେଦନ କଲେ । ଯେଉଁମାନେ ପ୍ରତିଶ୍ରୁତି ପରେ ମଧ୍ୟ ଆନ୍ଦୋଳନ କରୁଛନ୍ତି ସେମାନଙ୍କୁ ନିବେଦନ କରିଛନ୍ତି ମୁଖ୍ୟ ସଚିବ...
ଜାରି ରହିବ ଡ୍ରାଇଭର ଆନ୍ଦୋଳନ
ରାଜ୍ୟରେ ଜାରି ରହିବ ଡ୍ରାଇଭର ସଂଘର ଆନ୍ଦୋଳନ । ଡ୍ରାଇଭର ସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି ଏହି ସୂଚନା ଦେଇଛନ୍ତି । ଭିଡିଓ ମାଧ୍ୟମରେ ସ୍ପଷ୍ଟ କରିଛନ୍ତି । ମୁଖ୍ୟ ସଚିବଙ୍କ ଲିଖିତ ପ୍ରତିଶ୍ରୁତିରେ ଖୁସି ନାହାଁନ୍ତି ସଂଘ...
ପେଟ୍ରୋଲ ଟାଙ୍କିରେ ଧର୍ମଘଟର ପ୍ରଭାବ
ସାରା ରାଜ୍ୟରେ ଷ୍ଟିଅରିଂ ଛାଡ ଆନ୍ଦୋଳନର ଆଜି ଦ୍ୱିତୀୟ ଦିନ । ଆନ୍ଦୋଳନ ଯୋଗୁଁ ରାସ୍ତାରେ ଅଟକି ରହିଛି ମାଲବାହୀ ଟ୍ରକ । ଏହାର ପ୍ରଭାବରେ ଏବେ ସାଧାରଣ ଲୋକେ ହନ୍ତସନ୍ତ । ଡ୍ରାଇଭରଙ୍କ ଆନ୍ଦୋଳନ ପ୍ରଭାବ ତେଲ ଟାଙ୍କି...
ଅଭାବନୀୟ, ପରୀକ୍ଷା କେନ୍ଦ୍ରରେ ଚାଲିଗଲା ଜୀବନ
ମାଟ୍ରିକ୍ କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କର ମୃତ୍ରୁ । କୋରାପୁଟ ଦାମନଯୋଡୀ ପରୀକ୍ଷା କେନ୍ଦ୍ରରେ ମାଲୁସାଆନ୍ତା ସ୍କୁଲ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ପରୀକ୍ଷା ଦେବାକୁ ଶ୍ରେଣୀରେ ପହଁଞ୍ଚିବା ସମୟରେ ସେ ଅଚେତ ହୋଇପଡିଥିଲେ । ଗୁରୁତ୍ତର ଅବସ୍ଥାରେ ତାଙ୍କୁ...
ଡ୍ରେସ କୋର୍ଡ ବର୍ଜନ କଲେ ଶିକ୍ଷକ
ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଏକାଠି ହୋଇଛନ୍ତି ଶହ ଶହ ଶିକ୍ଷକ । ଶିକ୍ଷକ ମାନଙ୍କୁ ରାଲି କରିବାକୁ ଅନୁମତି ନମିଳିବାରୁ ପ୍ରଦର୍ଶନୀ ପଡିଆରେଏକାଠି ହୋଇଛନ୍ତି । ଆଜି ବିଭିନ୍ନ ଦାବି ନେଇ ଶିକ୍ଷକମାନେ ଲୋୟର ପିଏମଜିରେ ରାଲି କରିବାର କାର୍ଯ୍ୟକ୍ରମ...
ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ମିଳିଲା ଜାମିନ୍
ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ମିଳିଛି ଜାମିନ୍ । ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ହାଇକୋର୍ଟ ଦେଇଛନ୍ତି ଜାମିନ୍ । ଏ ସର୍ତ୍ତମୂଳକ ଜାମିନ ହାଇକୋର୍ଟଙ୍କ ତରଫରୁ ପ୍ରଦାନ କରାଯାଇଛି । ଖଣ୍ଡଗିରୀ ଥାନାର ଶ୍ରଦ୍ଧାଞ୍ଜଳି...



















