ଭାଇରସ୍ ଏଚ୍3ଏନ୍2ରେ ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁ
ଭାରତରେ ପ୍ରଥମ ଏଚ3ଏନ2 ଭାଇରସରେ ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁ ହୋଇଛି । କର୍ଣ୍ଣାଟକ ଓ ହରିୟାଣାରେ ଏହି ଭାଇରସରେ ଆକ୍ରାନ୍ତ ଦୁଇଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଗତ କିଛିମାସ ଧରି...
ବଦଳିଗଲା ପାଣିପାଗ
ରାଜ୍ୟରେ ହଠାତ ବଦଳିଗଲା ପାଣିପାଗ । ପଶ୍ଚିମା ଝଡ ପ୍ରଭାବରେ ଉପକୂଳ ସମେତ ଆଭ୍ୟନ୍ତରୀଣ ଅଞ୍ଚଳରେ ଆଜି ମେଘୁଆ ପାଗ ରହିଛି । ଆସନ୍ତା ୨୪ ଘଣ୍ଟା ଭିତରେ ୫ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । ସୁନ୍ଦରଗଡ, କେନ୍ଦୁଝର,...
ସତୀଶ କୌଶିକଙ୍କ ପରଲୋକ
ପରଲୋକରେ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକ । ୬୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁ ଖବର ଦେଇଛନ୍ତି ଭେଟେରାନ୍ ଷ୍ଟାର ଅନୁପମ ଖେର । ସେ ବଲିଉଡରେ ଏକାଧାରରେ ଜଣେ ଅଭିନେତା ,...
ପୁରୀରେ ଲିଭୁନି ନିଆଁ
ସକାଳୁ ସକାଳୁ ପୁରୀ ଆକାଶରେ ଖେଳିଯାଇଛି କଳା ଧୂଆଁ । ହୁତୁହୁତୁ ହୋଇ ଜଳୁଛି ମାର୍କେଟ କମ୍ପଲେକ୍ସ । ଏ ପର୍ଯ୍ୟନ୍ତ ଆୟତ୍ତକୁ ଆସିପାରିନାହିଁ ନିଆଁ ଲିଭା କାର୍ଯର୍୍ୟ । ପ୍ରଥମ ମହଲାରେ ଲାଗିଥିବା ନିଆଁ ଦ୍ୱିତୀୟ ମହଲାକୁ ବ୍ୟାପିଛି...
ତ୍ରିପୁରାରେ ଶପଥ ନେଲେ ମାଣିକ ଶାହ ସରକାର
ତ୍ରିପୁରାରେ ବିଜେପି ନିର୍ବାଚନ ଜିତିବା ପରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମାଣିକ ଶାହ I ଆଜି ଅଗରତାଲାରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ମାଣିକ ଶାହ ଓ ଆଠଜଣ ମନ୍ତ୍ରୀ ଶପଥ ନେଇଛନ୍ତି I...
ହୋଲି ରଙ୍ଗରେ ମସଗୁଲ ଓଡିଶା
ଆଜି ସାରା ରାଜ୍ୟରେ ହୋଲିର ଆନନ୍ଦ I ରଙ୍ଗର ପର୍ବ ହୋଲିରେ ଉତ୍ସବ ମୁଖର ଓଡିଶା I ସକାଳୁ ସକାଳୁ ହାତରେ ରଙ୍ଗ ଧରି ସାଙ୍ଗସାଥି, ପ୍ରିୟଜନଙ୍କୁ ରଙ୍ଗାୟିତ କରିଛନ୍ତି ସମସ୍ତେ I ଅନ୍ୟର ମୁହଁକୁ ରଙ୍ଗରେ ରଙ୍ଗୀନ କରିବାର...
ଚିନ୍ମୟୀଙ୍କ ମୃତ୍ୟୁ ମର୍ଡର ନୁହେଁ
ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶୀନି ମୃତ୍ୟୁ ମର୍ଡର ନୁହେଁ । ଦୁର୍ଘଟଣା କିମ୍ବା ଅବହେଳାରୁ ଚିନ୍ମୟୀଙ୍କର ମୃତ୍ୟୁ ହୋଇପାରେ । ସମ୍ବଲପୁର ଏସପି ବି. ଗଙ୍ଗାଧର ଏହି ପ୍ରତିକ୍ରୀୟା ଦେଇଛନ୍ତି । ପାଣିରେ ବୁଡି ଚିନ୍ମୟୀଙ୍କର ମୃତ୍ୟୁ ଘଟିଛି ।...
ପଂଚାୟତିରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ଭାବେ ପାଳିଲା ବିଜେପି
ଆଜି ବିଜୁ ପଟନାୟକଙ୍କ ଜନ୍ମଦିନ I ରାଜ୍ୟ ସରକାର ଆଜିର ଦିନକୁ ପଂଚାୟତରାଜ ଦିବସ ଭାବେ ପାଳନ କରି ଆସୁଥିବା ବେଳେ ବିଜେପି ଆଜି ଦିନକୁ ଭ୍ରଷ୍ଟାଚାର ଦିବସ ଭାବେ ପାଳନ କରିଛି I ରାଜ୍ୟର 314ଟି ବ୍ଲକରେ ଦଳ...
ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହେଲା ବିଜୁଙ୍କ ଡାକୋଟା
ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ ଦୁଃସାହାସିକତାର ପ୍ରତୀକ ଡାକୋଟା ଏୟାରକ୍ରାଫ୍ଟକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି I ନିକଟରେ କୋଲକାତା ସୁବାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଓଡିଶା ସରକାର ଡାକୋଟା ଏୟାରକ୍ରାଫ୍ଟକୁ...
ଭାରତୀୟ କଫ୍ ସିରପ୍ ଗାମ୍ବିୟାରେ ଶିଶୁ ମୃତ୍ୟୁର କାରଣ !
ଭାରତରେ ପ୍ରସ୍ତୁତ କଫ୍ ସିରପ୍ ଗାମ୍ବିୟାରେ ଶିଶୁଙ୍କ ମୃତ୍ୟୁର କାରଣ ପାଲଟିଛି । ଯୁକ୍ତରାଷ୍ଟ୍ର ଆମେରିକାର ରୋଗ ନିୟନ୍ତ୍ରଣ ଓ ନିରାକରଣ ସଂସ୍ଥା ସିଡିସି ଓ ଗାମ୍ବିୟାର ସ୍ବାସ୍ଥ୍ୟ ବିଭାଗ ଦ୍ବାରା ମିଳିତ ତଦନ୍ତ ପରେ ଏହି ରିପୋର୍ଟ ପ୍ରକାଶ...


















