32.4 C
Bhubaneswar
Wednesday, August 5, 2026
-Advertisement-

ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ବିଜେଡିର ପ୍ରତିବାଦ

ଘରୋଇ ଗ୍ୟାସ ସିଲିଣ୍ଡର ପିଚ୍ଛା 50 ଟଙ୍କା ଦରବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଫଳରେ ଓଡିଶାରେ ଗ୍ୟାସ ସିଲିଣ୍ଡର ପିଚ୍ଛା 1129 ଟଙ୍କାରେ ପହଞ୍ଚିଛି । ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ଆଜି ବିଜୁ ମହିଳା ଜନତା ଦଳ ପକ୍ଷରୁ...

ଚତୁର୍ଥୀ ପୂର୍ବରୁ ଆଖି ବୁଜିଲା ବର

ବାହାଘର ପରେ ଚତୁର୍ଥୀ ଭୋଜି ପାଇଁ ଚାଲିଥିଲା ପ୍ରସ୍ତୁତି । ପରିବାର, ବନ୍ଧୁବାନ୍ଧବ, ସାଙ୍ଗସାଥୀ ସମସ୍ତେ ଥିଲେ ଖୁସି । ଚତୁର୍ଥୀ ହୋମ ଏବଂ ଚତୁର୍ଥୀ ରାତିର ଅପେକ୍ଷାରେ ଥିଲେ ବର କନ୍ୟା । ମାତ୍ର ଏମିତି ଘଟିବ ବୋଲି...

ଉତ୍ତର-ପୂର୍ବ ରାଜ୍ୟରେ ବଦଳୁଛି ରାଜନୀତି ସମୀକରଣ

ଉତ୍ତରପୂର୍ବ ରାଜ୍ୟର ତିନୋଟି ରାଜ୍ୟ ନାଗାଲାଣ୍ଡ, ମେଘାଳୟ ଓ ତ୍ରିପୁରାରେ ବିଧାନସଭା ନିର୍ବାଚନର ଭୋଟ ଗଣତି ଚାଲିଛି । ମିଳିଥିବା ଟ୍ରେଣ୍ଡ ଅନୁଯାୟୀ, ତ୍ରିପୁରା ଓ ନାଗାଲାଣ୍ଡରେ ବିଜେପି ମେଣ୍ଟ ଆଗରେ ରହିଛି । 60 ଆସନ ବିଶିଷ୍ଟ ନାଗାଲାଣ୍ଡରେ...

ନିର୍ବାଚନ କମିଶନର ଚୟନ ପାଇଁ କମିଟି ଗଠନ କଲେ ସୁପ୍ରିମକୋର୍ଟ

ନିର୍ବାଚନରେ ନିରପେକ୍ଷତା ଅବଲମ୍ବନ ପାଇଁ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ । ନିର୍ବାଚନ କମିଶନର ଭଳି ଦେଶର ଗୁରୁତ୍ବପୂର୍ଣ୍ଣ ପଦବୀରେ କିଏ ଦାୟିତ୍ବ ସଂପାଦନ କରିବେ, ସେଥିପାଇଁ ଏକ କମିଟି ଗଠନ କରାଯିବ । କମିଟିରେ ପ୍ରଧାନମନ୍ତ୍ରୀ, ଲୋକସଭାରେ ବିରୋଧୀ ଦଳ...

ଆଖିବୁଜିଲେ ପିଣ୍ଟୁ ନନ୍ଦ

ଲୋକପ୍ରିୟ ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦଙ୍କର ପରଲୋକ । ଗତକାଲି ବିଳମ୍ବିତ ରାତି ୧୧ଟା ୨୫ରେ ତାଙ୍କର ପରଲୋକ ହୋଇଛି । ଯକୃତ ରୋଗରେ ଆକ୍ରାନ୍ତ ପିଣ୍ଟୁ ନନ୍ଦଙ୍କୁ ପ୍ରଥମେ ଦିଲ୍ଲୀର ଏକ ଘରୋଇ ହସପିଟାଲ ଏବଂ ପରେ ହାଇଦ୍ରାବାଦ...

ରନ୍ଧନ ଗ୍ୟାସ 50 ଟଙ୍କା ବଢିଲା

ଦରବୃଦ୍ଧିରେ ନିୟନ୍ତ୍ରଣ ନାହିଁ । ଗ୍ୟାସ ସିଲିଣ୍ଡର ପିଚ୍ଛା 50 ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଫଳରେ ରନ୍ଧନ ଗ୍ୟାସ ମୂଲ୍ୟ ଭୁବନେଶ୍ବରରେ 1129 ଟଙ୍କାରେ ପହଞ୍ଚିଛି । ପୂର୍ବରୁ ଏହାର ଦର 1079 ଟଙ୍କା ରହିଥିଲା...

ଇସ୍ତଫା ଦେଲେ ସିସୋଦିଆ, ସତ୍ୟନ୍ଦ୍ର

ଦିଲ୍ଲୀ ଆପ ସରକାରରୁ ଇସ୍ତଫା ଦେଲେ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡ଼ିଆ ଓ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟନ୍ଦ୍ର ଜୈନ I ଉଭୟଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ I ଆପ ସରକାରର ଅବକାରୀ ନୀତି ସ୍କାମକୁ ନେଇ ଫସିଛନ୍ତି...

ସିବିଆଇ ଗିରଫଦାରିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲେ ସିସୋଦିଆ

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଅବକାରୀ ନୀତି ସ୍କାମ ଅଭିଯୋଗରେ ସିବିଆଇ ଗିରଫ କରିବାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ସିସୋଦିଆ । ଗତକାଲି ସିବିଆଇ ସିସୋଦିଆଙ୍କୁ 5 ଦିନ ରିମାଣ୍ଡରେ ନେଇଛି । ତେବେ ସିସୋଦିଆଙ୍କ ପକ୍ଷରୁ ଓକିଲ ଅଭିଷେକ...

ସିବିଆଇ ତଦନ୍ତ ଦାବିରେ ବିଜେପି ଯୁବମୋର୍ଚ୍ଚାର ବିଧାନସଭା ଘେରାଉ

ନବ ଦାସ ହତ୍ୟାକାଣ୍ଡ ମାମଲାର ସିବିଆଇ ତଦନ୍ତ ଦାବିରେ ବିଜେପି ଯୁବମୋର୍ଚ୍ଚା ଆଜି ବିଧାନସଭା ଘେରାଉ କରିଛି । ଦଳୀୟ କାର୍ଯ୍ୟାଳୟରୁ ହଜାର ହଜାର କର୍ମୀ ବିଶାଳ ଶୋଭାଯାତ୍ରାରେ ଆସି ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟରେ...

ସିସୋଦିଆଙ୍କ ଗିରଫକୁ ଆପ୍ ର ବିରୋଧ

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସିବିଆଇ ଗିରଫ କରିବା ଘଟଣାକୁ ଦେଶବ୍ୟାପୀ ବିରୋଧ କରିଛି ଆପ୍ । ଗତକାଲି ସିସୋଦିଆଙ୍କୁ ସିବିଆଇ ଗିରଫ କରିଥିଲା । ଦିଲ୍ଲୀ ସରକାରଙ୍କ ନୂଆ ଅବକାରୀ ନୀତି ସ୍କାମର ତଦନ୍ତ କରୁଛି ସିବିଆଇ ।...
- Advertisement -

Latest article

ଭୟଙ୍କର ବିମାନ ଦୁର୍ଘଟଣା: ୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ‘ନାଜକା ଲାଇନ୍ସ’ ଦେଖିବାକୁ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ଛୋଟ ପର୍ଯ୍ୟଟନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନିକଟସ୍ଥ ଏକ ବିଲରେ ଖସିପଡ଼ିଛି। ଭୂମିରେ ପଡ଼ିବା ମାତ୍ରେ ବିମାନଟି ଖଣ୍ଡଖଣ୍ଡ ହୋଇ...

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...