୮ ଟ୍ରେନ୍ ବାତିଲ
ହାୱଡା- ଭୁବନେଶ୍ୱର ଜନ ଶତାଦ୍ଦୀ ଏକ୍ସପ୍ରେସ ବାତିଲ ।
ହାୱଡା-ପୁରୀ ଶତାଦ୍ଦୀ ଏକ୍ସପ୍ରେସ ବାତିଲ ।
ସାଲିମାର-ପୁରୀ ଓ ପୁରୀ-ସାଲିମାର ଏକ୍ସପ୍ରେସ ବାତିଲ
ସାଲିମାର-ହାଇଦ୍ରାବାଦ ଏକ୍ସପ୍ରେସ ବାତିଲ
କଟକ-ଭଦ୍ରକ-କଟକ ପାସେଞ୍ଜର ସ୍ପେଶାଲ ବାତିଲ
ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ପାସେଞ୍ଜର ସ୍ପେଶାଲ ବାତିଲ
ଭୁବନେଶ୍ୱର-ବାଲେଶ୍ୱର ପାସେଞ୍ଜର ସ୍ପେଶାଲ ବାତିଲ
ବାଜି ମାରିଲା ଟିମ୍ ଇଣ୍ଡିଆ
ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମୁକାବିଲାରେ ବାଜି ମାରିଲା ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡକୁ ୬୫ ରନରେ ମାତ୍ ଦେଇ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡ ମାତ୍ର ୧୨୬ ରନରେ ଅଲଆଉଟ ହୋଇଛି । ଦୀପକ...
ଟାର୍ଗେଟ ହେବା ଭୟରେ ଜାମିନ୍ ଦେବାକୁ କୁଣ୍ଠାବୋଧ
ପ୍ରଧାନବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡଙ୍କ ବିସ୍ଫୋରକ ବୟାନ । ଟାର୍ଗେଟ ହେବା ଆଶଙ୍କା ଥିବାରୁ ବିଚାରପତିମାନେ ଜାମିନ ଦେବାକୁ କୁଣ୍ଠିତ ହେଉଛନ୍ତି ବୋଲି କହିଛନ୍ତି ସିଜେଆଇ । ବାର କାଉନସିଲ ଅଫ ଇଣ୍ଡିଆର ଏକ ଉତ୍ସବରେ ଯୋଗ ଦେଇ ସିଜେଆଇ...
କାର ଖୋଲିବ କି ଗୁମର?
ଚର୍ଚ୍ଚାରେ ଥିବା ଅର୍ଚ୍ଚନାଙ୍କ ୩୩ ଲକ୍ଷ ଟଙ୍କାର ଏଣ୍ଡେଭର କାରକୁ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରୁ ଠାବ କରିଛି ଇଡି । ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ କିଏ ଲୁଚାଇଥିଲା ଅର୍ଚ୍ଚନାଙ୍କ ଏଣ୍ଡେଭର କାର? ତନାଘନା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଯେଉଁ ଅଞ୍ଚଳରୁ କାର...
ଏ ଦୁହିଁଙ୍କ ପ୍ରେମ ଦୁନିଆ ପାଇଁ ଉଦାହରଣ
ଦିଲ୍ଲୀର ଶ୍ରଦ୍ଧା-ଅଫତାବ ଲଭ୍ ଷ୍ଟୋରୀ ଲୋକଙ୍କୁ ଭୟବୀତ କରାଇଛି । ନିଜ ପ୍ରେମିକାକୁ ୩୫ ଖଣ୍ଡ କରି ଏଣେତେଣେ ଫିଙ୍ଗିଦେଇଥିଲା ଜଲ୍ଲାଦ ବୟଫ୍ରେଣ୍ଡ ଅଫତାବ । ବିବାହ ପାଇଁ ପ୍ରେମିକା ଜିଦ୍ କରିବାରୁ ନୃଶଂସ ଭାବେ ହତ୍ୟା କରିଥିଲା ଅଫତାବ...
ଅଫତାବ ଘରୁ ମିଳିଲା ମାରଣାସ୍ତ୍ର
ଦିଲ୍ଲୀର ବହୁ ଚର୍ଚ୍ଚିତ ଶ୍ରଦ୍ଧା ୱାକର ହତ୍ୟା ମାମଲାରେ ପୋଲିସ ହାତରେ ଲାଗିଲା ମାରଣାସ୍ତ୍ର । ଅଭିଯୁକ୍ତ ଅଫତାବଙ୍କ ଫ୍ଲାଟରୁ ଏହି ହତିଆର ଜବତ କରିଛି ପୋଲିସ । ଏହି ଧାରୁଆ ଅସ୍ତ୍ରରେ ହିଁ ଅଫତାବ ପ୍ରେମିକା ଶ୍ରଦ୍ଧାଙ୍କୁ ହତ୍ୟା...
ସଜା ବଦଳରେ ମନ୍ତ୍ରୀଙ୍କୁ ମିଳୁଛି ମଜା
ଜେଲରେ ସଜା ବଦଳରେ ମନ୍ତ୍ରୀଙ୍କୁ ମିଳୁଛି ଭିଭିଆଇପି ମଜା । ଜେଲ ଭିତରେ ପ୍ରତ୍ୟକ ଦିନ ଚାଲୁଛି ମନ୍ତ୍ରୀଙ୍କୁ ମସାଜ୍ । ଫୁଟ ମସାଜ୍ , ହେଡ୍ ମସାଜର ମଜା ନେଉଛନ୍ତି ମନ୍ତ୍ରୀ । ଦିଲ୍ଲୀର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ...
ଶେଷଦିନରେ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ
ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷଦିନରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ତିନି ଦଳର ପ୍ରାର୍ଥୀ । ପ୍ରଥମେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ନାମାଙ୍କନ ଦାଖଲ କରିଥିଲେ । ଦଳୀୟ ନେତାଙ୍କ ଗହଣରେ ଶୋଭାଯାତ୍ରାରେ ଆସି ପଦ୍ମପୁର...
ଶ୍ରଦ୍ଧା ହତ୍ୟାର ନୂଆ ଖୁଲାସା
ଅଭିଯୁକ୍ତ ବୟଫ୍ରେଣ୍ଡ ଅଫତାବ ପୋଲିସ ଆଗରେ ଓଗାଳୁଛି ସତ । ଧିରେ ଧିରେ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସୂଚନା ଅନୁସାରେ, ଅଭିଯୁକ୍ତ ଅଫତାବ ନିଜ ଲିଭ୍ ଇନ୍ ପାର୍ଟନର ଶବକୁ ୩୫ ଖଣ୍ଡ କରିବା...
ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର
ବଙ୍ଗୋପସାଗରରେ ପୁଣି ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ସୂଚନା । ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ଆଜି ସକାଳେ ସୃଷ୍ଟି...
















