ଆରପାରିରେ ଅବସର ବେଉରିଆ
ପୂର୍ବତନ ରାଷ୍ଟ୍ରଦୂତ ତଥା ବିଶିଷ୍ଟ କୁଟନିିିିିିିିତିଜ୍ଞ ଅବସର ବେଉରିଆଙ୍କ ଦେହାନ୍ତ ହୋଇଛି । ଓଡିଶାର ଗର୍ବ ଗୌରବ ଥିଲେ ଅବସର । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ବିଳମ୍ବିତ ରାତିରେ ସେ ତାଙ୍କ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ...
ଅଫିସରଙ୍କୁ ଫାଇଲ ଫିଙ୍ଗି ଚର୍ଚ୍ଚାରେ ଚେୟାରପର୍ସନ
ଭାଇରାଲ ହେଉଛି ଫାଇଲ ଫୋପାଡିବା ଭିଡିଓ । ନିର୍ବାହି ଅଧିକାରୀଙ୍କୁ ଫାଇଲ ଫୋପାଡି ଚର୍ଚ୍ଚାରେ ପୌରାଧ୍ୟକ୍ଷା । ଯାଜପୁର ଜିଲ୍ଲା ବ୍ୟାସନଗର ପୌର ପରିଷଦର ଅଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ନିର୍ବାହୀ ଅଧିକାରୀ ଅଶୋକ ରାଉତଙ୍କ ଉପରକୁ ଫାଇଲ ଫୋପାଡିବାର ଭିଡିଓ...
ପଦ୍ମପୁରକୁ ମିଳିଲା ଜିଲ୍ଲା ମାନ୍ୟତା ପ୍ରତିଶ୍ରୁତି
ପଦ୍ମପୁର ସବଡିଭିଜନକୁ ଜିଲ୍ଲାମାନ୍ୟତା ଦେବା ପାଇଁ ଆଜି ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିଥିଲେ କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ । ବୈଠକ ଶେଷ ହେବା ପରେ କମିଟି ପକ୍ଷରୁ ଏହି...
ନାର୍କୋ ଟେଷ୍ଟ ଖୋଲିବ ସତ
ରାଷ୍ଟ୍ରିୟ ରାଜଧାନୀ ଦିଲ୍ଲୀରେ ହୋଇଥିବା ଶ୍ରଦ୍ଧା ହତ୍ୟା ଘଟଣାରେ ପୋଲିସ ତଦନ୍ତ କରୁଛି । ଦିଲ୍ଲୀ ପୋଲିସ ଏବେ ସୁଦ୍ଧା ଶବର ୧୩ ଖଣ୍ଡ ଟୁକୁଡା ଖୋଜି ପାଇସାରିଛି । କିନ୍ତୁ ଏବେ ସୁଦ୍ଧା ମୁଣ୍ଡ ମିଳୁନି । ମିଳିଥିବା...
ପଦ୍ମପୁର ପାଇଁ ୩ ଦଳର ବ୍ଲୁ ପ୍ରିଣ୍ଟ
ପଦ୍ମପୁର ମଇଦାନ ପ୍ରସ୍ତୁତ । ପ୍ରାର୍ଥୀ ବି ତୟାର ରହିଛନ୍ତି । ବିଜେଡିର ବର୍ଷା ସିଂ ବରିହା, ବିଜେପିର ପ୍ରଦୀପ ପୁରୋହିତ, କଂଗ୍ରେସର ସତ୍ୟ ଭୂଷଣ ସାହୁ । ଆସନ୍ତାକାଲି ନାମାଙ୍କନ ଦାଖଲ କରିବେ ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ...
ତୋମାରଙ୍କ ଟୁଇଟ୍, ନବୀନଙ୍କ ଘୋଷଣା
କୃଷକଙ୍କୁ ସହାୟତା ନେଇ ଶାସକ , ବିରୋଧୀ ଛକାପଞ୍ଝା । ଫସଲ ବୀମା ନେଇ ପଦ୍ମପୁରରେ ଚାଷୀ ଆନ୍ଦୋଳନ ପ୍ରସଙ୍ଗ । ବୀମା କ୍ଲେମ ପାଇଁ ରାଜ୍ୟକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର...
କାହାକୁ ତୀର ମାରିଲେ ସଞ୍ଜୟ ?
ରାଜ୍ୟରୁ ଖଣିଜ ସଂପଦ ଲୁଟିବା ପାଇଁ ଚାଲିଛି ବଡଧରଣର ଷଡଯନ୍ତ୍ର । ବିଦେଶୀ ଶକ୍ତି ଓଡିଶାର ଖଣିଜ ସଂପଦ ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି । ତେବେ ଏହାକୁ ସଫଳ ହେବାକୁ ଦିଆଯିବ ନାହିଁ । ବ୍ରହ୍ମଗିରିରେ ଏକ ଜନସଂପର୍କ...
ଫ୍ରିଜରେ କଟା ଶବ, ଘରେ ଥିଲା ନୂଆ ଗାର୍ଲଫ୍ରେଣ୍ଡ
ଧିରେ ଧିରେ ଖୋଲୁଛି ନିଷ୍ଠୁର ବୟଫ୍ରେଣ୍ଡ ଅଫତାବର ଗୁମର । ଦିଲ୍ଲୀରେ ଚାଞ୍ଚଲ୍ୟ ଖେଳାଇଥିବା ଖବର ଉପରେ ଏବେ ସମସ୍ତଙ୍କ ନଜର । ନିଜ ପ୍ରେମିକାକୁ ଅଫତାବ କିପରି ୩୫ ଖଣ୍ଡ କରିଥିଲା । ତାର ଖୋଳତାଡ କରୁଛି ପୋଲିସ...
ବର୍ଷା ବରିହା ହେଲେ ପଦ୍ମପୁର ବିଜେଡି ପ୍ରାର୍ଥୀ
ବର୍ଷା ବରିହା ହେଲେ ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ l ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ହେଉଛନ୍ତି ବର୍ଷାରାଣୀ । ଇତିହାସରେ ସ୍ନାତକୋତ୍ତର କରିଛନ୍ତି ବର୍ଷାରାଣୀ । ବେଙ୍ଗାଲୁରୁରେ ଆଇନରେ ସ୍ନାତକ କରିଛନ୍ତି ବର୍ଷାରାଣୀ...
ପଦ୍ମପୁର ଭୋଟିଂ ୭ଟାରୁ ୪ଟା
ପଦ୍ମପୁର ଉପନିର୍ବାଚନ ଭୋଟିଂ ଅବଧିରେ ହ୍ରାସ । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ଅପରାହ୍ନ ୪ଟା ଯାଏଁ ଚାଲିବ । ଶୀତ ଦିନ ଓ ମାଓ ଅଞ୍ଚଳ ହୋଇଥିବାରୁ ଅବଧି କମିଛି । ଭୋଟିଂ ଟାଇମ ହ୍ରାସ ନେଇ...















