କଂଗ୍ରେସର ନୂଆ ମୁଖିଆ
ସବୁ ଚର୍ଚ୍ଚା ଆଲୋଚନାରେ ପୂର୍ଣ୍ଣଛେଦ ପଡିଛି । ଓଡିଶା ପିସିସି ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ଶରତ ପଟ୍ଟନାୟକ । ଶରତ ପଟ୍ଟନାୟକଙ୍କ ନିଯୁକ୍ତି ନେଇ ଏଆଇସିସି ପକ୍ଷରୁ ପ୍ରେସ୍ ରିଲିଜ୍ ହୋଇଛି । ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫାକୁ ଦଳର...
ଶିବାଜୀ ପଟ୍ଟନାୟକଙ୍କ ପରଲୋକ
ଆରପାରିରେ ବିଶିଷ୍ଟ ବାମପନ୍ଥୀ ନେତା କମ୍ରେଡ ଶିବାଜୀ ପଟ୍ଟନାୟକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୯୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଶିବାଜୀ ପଟ୍ଟନାୟକଙ୍କ ପରଲୋକ ସଂପର୍କରେ ସୂଚନା ଦେଲେ ସିପିଆଇ(ଏମ) ରାଜ୍ୟ ସମ୍ପାଦକ ଅଳି...
ସମ୍ପର୍କରେ କାହିଁକି ହେଉଛି ଫାଟ, କାରଣ ଦର୍ଶାଇଲେ ବର୍ଷା
ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା ଏବେ ପୁଣି ଦାଣ୍ଡରେ । ଦିନକୁ ଦିନ ତିକ୍ତ ହେଉଛି ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ । ସ୍ୱାମୀ ଅନୁଭବଙ୍କ ବିରୋଧରେ କଟକ-ପୁରୀ ଘାଟ ଥାନାରେ ଏତଲା ଦେଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । ସୋସିଆଲ ମିଡିଆରେ ଭିଡିଓ...
ରାତିଅଧିଆ ଜିପିଆର ସର୍ଭେ କଣ ପାଇଁ ?
ରାତିଅଧିଆ ଜିପିଆରଏସ କଣ ପାଇଁ ?
ଦିନକୁ ଦିନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ବଢିବାରେ ଲାଗିଛି । ରାଜ୍ୟ ସରକାର ଓ ଏଏସଆଇର କାର୍ଯ୍ୟ ସନ୍ଦେହ ଘେରକୁ ଆସୁଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାଁରେ ରାଜ୍ୟ ସରକାର...
କଏଦୀ ନମ୍ବର 24 ହଜାର 13 ଶହ 83 … ଠୋକୋ ତାଲି
ଶେଷରେ ଜେଲ୍ ଗଲେ ନବଜୋତ ସିଂ ସିଦ୍ଧୁ । ଶୁକ୍ରବାର ଦିନ ସେ କୋର୍ଟରେ ଆତ୍ମସମର୍ପଣ କରିବା ପରେ ତାଙ୍କର ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଥିଲା । ସ୍ବାସ୍ଥ୍ୟ ଯାଞ୍ଚ ପରେ ତାଙ୍କୁ ପାତିଆଲା ଜେଲକୁ ପଠାଇ ଦିଆଯାଇଛି । ରୋଡ୍...
ଗୋ-ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି
ଗୋରୁ ଚାଲାଣକାରୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ଗୋସୁରକ୍ଷା କର୍ମୀ । ମାତ୍ର ଗୋରୁଚାଲାଣ ଟ୍ରକକୁ ଏସକର୍ଟ କରୁଥିବା ସ୍କର୍ପିଓରୁ ବାହାରି ଗୋସୁରକ୍ଷା କର୍ମୀଙ୍କ ଉପରକୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ଗୋସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ଚଳାଇବାକୁ ବି ପଛାଇ...
ମଙ୍କିପକ୍ସକୁ ନେଇ ଚିନ୍ତା
ଦେଶବ୍ୟାପୀ ବଢିବାରେ ଲାଗିଛି ମଙ୍କିପକ୍ସ ଆତଙ୍କ । ୟୁରୋପରେ ରେକର୍ଡ ସଂଖ୍ୟକ ମଙ୍କିପକ୍ସ ମାମଲା ଚିହ୍ନଟ ହେଲେଣି । ଏବେ ସୁଦ୍ଧା ୟୁରୋପରେ ୧୦୦ ଜଣ ମଙ୍କିପକ୍ସ ରୋଗୀ ଚିହ୍ନଟ ହେଲେଣି । ସାଧାରଣତଃ ମୂଷା ଓ ଚୁଚୁନ୍ଦ୍ରାଙ୍କ ଦେହରୁ...
ସିଦ୍ଧୁଙ୍କୁ ସୁପ୍ରିମକୋର୍ଟର ବଡ ଝଟକା
ନବଜୋତ ସିଂ ସିଦ୍ଧୁଙ୍କୁ ରୋଡ୍ ରେଜ ମାମଲାରେ ବଡ ଝଟକା ଲାଗିଛି । ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ବର୍ଷେ ପାଇଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ୧୯୮୮ର ଏହି ମାମଲାରେ ସର୍ବୋଚ୍ଚ କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି । ପାର୍କିଂକୁ ନେଇ...
ହାଇକୋର୍ଟରେ ସ୍ଥାୟୀ ବେଞ୍ଚ୍ ପ୍ରସ୍ତାବକୁ ବିରୋଧ
ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ହାଇକୋର୍ଟ ବେଞ୍ଚ୍ ଗଠନକୁ ହାଇକୋର୍ଟ ଓକିଲ ସଂଘର ବିରୋଧ । ହାଇକୋର୍ଟ ବାର୍ ଆସୋସିଏସନ ପକ୍ଷରୁ ଏନେଇ ଏକ ପ୍ରସ୍ତାବ ପାରିତ ହୋଇଛି । ଏହି ପ୍ରସଙ୍ଗରେ ନିଜର ସୀକୃତି ନଦେବାକୁ ହାଇକୋର୍ଟ ମୁଖ୍ୟ...
31 ବର୍ଷର ସଜ୍ଜା ପରେ ମୁକ୍ତ ହେବ ପେରାରିଭାଲାନ
ଦିବଙ୍ଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ସଜ୍ଜା ଭୋଗୁଥିବା ଏଜି ପେରାରିଭାଲାନ ଜେଲରୁ ମୁକ୍ତ ହେବ । 31 ବର୍ଷ ଜେଲରେ ସଜ୍ଜା ଭୋଗିବା ପରେ ଜେଲରୁ ପେରାରିଭାଲାନଙ୍କୁ ମୁକ୍ତ କରିବା ପାଇଁ ସୁପ୍ରିମକୋର୍ଟ...
















