ବାଜିଲା ପୌର ନିର୍ବାଚନ ବିଗୁଲ୍
ପଞ୍ଚାୟତ ନିର୍ବାଚନ ସରିଲା ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ହେବ । ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀ ଏହି ସୂଚନା ଦେଇଛନ୍ତି । ୪୭ଟି ମ୍ୟୁନିସପାଲଟି ,...
ଛାତ୍ର ଓ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଅନୁରୋଧ
ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୟୁକ୍ରେନରେ ଫସିଥିବା ଓଡିଆ ଛାତ୍ରଛାତୀଙ୍କ ସୁରକ୍ଷା ସମ୍ପର୍କରେ କଥାହେଲେ । ଫସିଥିବା ଓଡିଆ ପିଲାଙ୍କ ସୁରକ୍ଷିତ ଉଦ୍ଧାର ନେଇ ନିବେଦନ କଲେ । ଫସିଥିବା ଓଡିଆ...
ଭୟଙ୍କର ହେଲାଣି ଯୁଦ୍ଧ
ସାଂଘାତିକ ହେବାରେ ଲାଗିଛି ଯୁଦ୍ଧ । ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ଗୋଟିଏ ଦିନ ବିତିଗଲାଣି । ଦ୍ୱିତୀୟ ଦିନ ସକାଳୁ ସକାଳୁ ରାଜଧାନୀ କିଭ୍ରେ ଶୁଣିବାକୁ ମିଳିଛି ବିସ୍ଫୋରଣର ଭୟଙ୍କର ଶଦ୍ଦ । ଆନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ,...
କାହିଁକି ୟୁକ୍ରେନ ଉପରେ ଆକ୍ରମଣ କରୁଛି ଋଷିଆ
ନାଟୋ ଓ ୟୁରୋପୀୟ ୟୁନିଅନରେ ୟୁକ୍ରେନର ସାମିଲ ହେବା ଉଦ୍ୟମକୁ ଦୀର୍ଘବର୍ଷ ଧରି ବିରୋଧ କରି ଆସୁଛି ଋଷିଆ । ଋଷିଆର ଯୁକ୍ତି ହେଉଛି, ଏହାଦ୍ବାରା ୟୁକ୍ରେନ ୟୁରୋପୀୟ ରାଷ୍ଟ୍ରଗୁଡିକ ହାତରେ ଏକ ଖେଳଣା ହୋଇଯିବ । ନାଟୋ ହେଉଛି...
ୟୁକ୍ରେନର ଏକାଧିକ ସହର ଉପରେ ମିଜାଇଲ ଆକ୍ରମଣ
ରୁଷିଆ ଆକ୍ରମଣରେ ୭ ମୃତ , ୯ ଆହତ । ମୃତାହତ ନେଇ ୟୁକ୍ରେନ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ୟୁକ୍ରେନର ଏକାଧିକ ସହର ଉପରେ ମିଜାଇଲ ଆକ୍ରମଣ କରିଛି ଋଷିଆ । ଉଭୟ ସ୍ଥଳପଥରୁ ଋଷିଆ...
ୟୁକ୍ରେନରେ ଫସିଛନ୍ତି ୨୦ ହଜାର ଭାରତୀୟ
ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କଲା ଋୁଷିଆ । ୟୁକ୍ରେନ ସୈନବାହିନୀଙ୍କୁ ଆତ୍ମସମର୍ପଣ ପାଇଁ ପୁଟିନଙ୍କ ଆହ୍ୱାନ । ଆକ୍ରମଣ ବନ୍ଦ ପାଇଁ ପୁଟିନଙ୍କୁ ମିଳିତ ଜାତିସଂଘ ମୁଖ୍ୟଙ୍କ ପରାମର୍ଶ ।
ୟୁକ୍ରେନର କିଭ୍ ଓ ଖାରକିଭରେ ଋଷିଆର ମିଜାଇଲ...
ଆତ୍ମରକ୍ଷା ପାଇଁ ଅସ୍ତ୍ର ଧର
ଯେକୌଣସି ମୁହୂର୍ତ୍ତରେ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିପାରେ । ୟୁକ୍ରେନ ସୀମାନ୍ତରେ ଯୁଦ୍ଧ ପାଇଁ ପୁରା ପ୍ରସ୍ତୁତି କରିଛି ଋଷିଆ । ଉଭୟ ସ୍ଥଳ ଓ ଆକାଶ ମାର୍ଗରୁ ଆକ୍ରମଣ କରିବା ପାଇଁ ସୈନ୍ୟବାହିନୀ, ବୋମାବର୍ଷୀ ଯୁଦ୍ଧ ବିମାନ...
ଯୁଦ୍ଧ ହେଲେ କେଉଁ ସାମଗ୍ରୀର ବଢିବ ଦର
ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆଶଙ୍କା ବଢି ଚାଲିଥିବାରୁ ଏହାର ପ୍ରଭାବ ନେଇ ବିଶ୍ବବ୍ୟାପୀ ଚିନ୍ତା ବଢିଛି । ତେବେ ଯଦି ଯୁଦ୍ଧ ହୁଏ, ଭାରତୀୟ ବଜାରରେ ଏହାର କି ପ୍ରଭାବ ପଡିବ, ସେ ନେଇ ବିଶେଷଜ୍ଞମାନେ ଆକଳନ...
ନକଲି ଡାକ୍ତରଙ୍କ ରହସ୍ୟମୟ ଅନ୍ଧାରୀ ଭୂତଳ ଗୁପ୍ତ କୋଠରୀ
୧୮ ଜଣ ମହିଳାଙ୍କୁ ବାହା ହେବା ସହିତ ଠକେଇ କରିଥିବା ନକଲି ଡାକ୍ତର ରମେଶ ସ୍ୱାଇଁକୁ ସହଯୋଗ କରୁଥିବା ଅଭିଯୋଗରେ ତାଙ୍କ ଭଉଣୀଙ୍କୁ ଗିରଫ କରିଛି ପୋଲିସ । ରମେଶଙ୍କ ଭଉଣୀଙ୍କୁ ସ୍ପେଶାଲ ସ୍କ୍ୱାର୍ଡ ପକ୍ଷରୁ ପଚରାଉଚରା...
ରୁଷିଆ ସେନା ୟୁକ୍ରେନ ସୀମାର ନିକଟତର
ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଆଶଙ୍କା ବଢୁଛି । ୟୁକ୍ରେନ ସୀମାଠାରୁ ମାତ୍ର ୨୦ କିମି ଦୂରରେ ରୁଷିଆ ସେନା । ଏକ ସାଟେଲାଇଟ ଦ୍ୱାରା ସଂଗୃହିତ ଇମେଜରୁ ସ୍ପଷ୍ଟ ହୋଇଛି । ରୁଷିଆର ପଶ୍ଚିମ ଓ ଦକ୍ଷିଣ ବେଲାଋଷ...
















