କେମିତି କୋଟିପତି ହେଲେ ନବମ ଛାତ୍ର
ନିଜ ବୁଦ୍ଧିକୁ କମାଲ କରି ଦେଖାଇଛନ୍ତି ଜଣେ ନବମ ଶ୍ରେଣୀ ଛାତ୍ର । ପାଠ ପଢୁଛନ୍ତି ନବମ ଶ୍ରେଣୀ ହେଲେ ତାଙ୍କ ଚିନ୍ତା ଧାରା ଶୁଣିଲେ ଆପଣ ବି ଆଶ୍ଚିର୍ଯ୍ୟ ହୋଇଯିବେ । ବାଲେଶ୍ୱରରେ ରହୁଥିବା ଏହି ଛାତ୍ର ଜଣଙ୍କ...
ପାଓ୍ବାରଷ୍ଟାର ପୁନୀଥ୍ ରାଜକୁମାରଙ୍କ ପରଲୋକ
କନ୍ନଡ ସୁପରଷ୍ଟାର ପୁନିଥ୍ ରାଜକୁମାରଙ୍କ ପରଲୋକ । ଜିମରେ ବ୍ୟାୟାମ କରୁଥିବା ବେଳେ ହଠାତ ସେ ଅସୁସ୍ଥ ଅନୁଭବ କରିଥିଲେ ଏବଂ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସା ସତ୍ତ୍ବେ ତାଙ୍କୁ ଡାକ୍ତରମାନେ ବଞ୍ଚାଇ ପାରି ନ...
ମନ୍ତ୍ରୀଙ୍କ କୁଲ୍ ହୋମ୍ ଷ୍ଟୋରୀ
କଣ ହୋଇଥିଲା କୁଲ୍ ହୋମରେ ?
କୁଲ୍ ହୋମ୍ । ବ୍ଲକ - ଇ । ଫ୍ଲାଟ ନଂ -203 ।
ମମିତା ହତ୍ୟା ଘଟଣାର ପ୍ରଚ୍ଛଦପଟ୍ଟ ସତ୍ୟକୁ ନେଇ ପୋଲିସ ଚୁପ୍ ରହିଥିବା ବେଳେ ବିରୋଧୀ ଘଟଣା ସହ ମନ୍ତ୍ରୀ...
ଚକା ଜାମ କଲେ ଡ୍ରାଇଭର ସଂଘ
ଆଜି ବିଶାଳ ଶୋଭାଯାତ୍ରାରେ ନବୀନ ନିବାସ ଅଭିମୁଖେ ବାହାରିଥିଲେ ଓଡିଶା ଡ୍ରାଇଭର ମହାସଂଘ । ଶହ ଶହ ସଂଖ୍ୟାରେ ଚାଲିଚାଲି ଭୁବନେଶ୍ୱର ଆସିଥିଲେ ଶତାଧିକ ଡ୍ରାଇଭର । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଡ୍ରାଇଭରମାନେ ବିଶାଳ ଶୋଭାଯାତ୍ରା କରି...
ପଦ୍ମ ଛାଡିଲେ ଶଙ୍ଖ ଧରିଲେ
ବିଜେଡିରେ ଯୋଗ ଦେଇଛନ୍ତି ବରି ବିଜେପି ନେତା ବିଶ୍ୱ ରଞ୍ଜନ ମଲ୍ଲିକ । କିଛି ଦିନ ପୂର୍ବରୁ ସେ ବିଜେପି ଛାଡିଥିଲେ। ୨୦୧୯ରେ ବିଜେପିର ବରୀ ବିଧାୟକ ପ୍ରାର୍ଥୀ ଥିଲେ ବିଶ୍ବ ମଲ୍ଲିକ। ସେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀର...
ସମ୍ପତ୍ତିର ପେଡି ଖୋଲୁଛି ଭିଜିଲାନ୍ସ
ଭିଜିଲାନ୍ସ ଜାଲରେ କୋଟିପତି କନେଷ୍ଟବଳ । ଚାକିରୀ ସିନା କନେଷ୍ଟବଳ ହେଲେ କୋଟି କୋଟି ସମ୍ପତ୍ତି ର ମାଲିକ କନେଷ୍ଟବଳ ପ୍ରସନ୍ନ ବେହେରା । ଡୁମୁଡୁମାରେ ଥିବା ସ୍ପାର୍କ ଫର୍ଣ୍ଣିଚର ତିଆରି ହୋଇଛି ୨୫୦ ଏକର ଜାଗାରେ । ୨୦୧୯ରେ...
ଯୋଗୀଙ୍କ ରାଜ୍ୟରେ ପାକିସ୍ତାନ ଜିନ୍ଦାବାଦ୍ ..
ଭାରତରେ ରହିବେ । ଭାରତୀୟ କଲେଜରେ ପାଠ ପଢିବେ । କିନ୍ତୁ ପାକିସ୍ତାନର ଜିନ୍ଦାବାଦ କରିବେ । ଏହାର ପରିଣାମ କଣ ହେବ ?
ଟି ଟୋଣ୍ଟି ବିଶ୍ବକପ୍ ଭାରତ-ପାକିସ୍ତାନ ମ୍ୟାଚରେ ପାକିସ୍ତାନର ବିଜୟ ଲାଭ କରିଥିଲା । ଆଉ ଭାରତର...
କେତେ ନିର୍ଭୟା ଘଟିଲେ ସରକାର ଚେତିବେ
କଂଗ୍ରେସର କେନ୍ଦ୍ରୀୟ ଟିମ୍ ଝରଣୀ ଗାଁରେ ପହଁଞ୍ଚିଛନ୍ତି । ମମିତାଙ୍କ ପରିବାର ସହ ଭେଟ ହେବା ପୂର୍ବରୁ ରାଜ୍ୟ ସରକାରଙ୍କୁ ରଣଦୀପ ସୂର୍ଯ୍ୟେୱାଲା କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, କେତେ ନିର୍ଭୟା ଘଟିଲେ ସରକାର ଚେତିବେ...
ବହିଷ୍କୃତ କନେଷ୍ଟବଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
କମିଶନରେଟ ପୋଲିସର ବହିଷ୍କୃତ ତଥା ଗିରଫ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ । ଏକକାଳୀନ ୫ଟି ସ୍ଥାନରେ ରେଡ କରୁଛି ୫ ଜଣିଆ ଟିମ୍ । କଳ୍ପନା ଛକରେ ଥିବା କ୍ୱାଟର୍ସ , ଡୁମଡୁମାରେ ଥିବା ସ୍ପାର୍କ...
ନଭେମ୍ବର ୧ରୁ ୟୁଜି , ୧୫ରୁ ପିଜି କ୍ଲାସ
ନଭେମ୍ବର ୧ରୁ ପ୍ରଥମ ବର୍ଷ ୟୁଜି ଶ୍ରେଣୀଗୃହ ପାଠପଢା ଆରମ୍ଭ ହେବ । ନଭେମ୍ବର ୧୫ରୁ ଆରମ୍ଭ ହେବ ପ୍ରଥମ ବର୍ଷ ପିଜି ପାଠ ପଢା । ନୂଆକରି ନାମ ଲେଖାଇଥିବା ଛାତ୍ରଛାତ୍ରୀ ଶ୍ରେଣୀଗୃହରେ ପାଠ ପଢିବେ । କୋଭିଡ...















