ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ପାର୍
ରାଜ୍ୟରେ ଦିନକରେ କରୋନା ଯୋଗୁଁ ୨୧ ଜଣଙ୍କର ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪, ଅନୁଗୁଳରୁ ୩ ଆକ୍ରାନ୍ତ କରୋନାରେ ପ୍ରାଣ ହରାଇଛନ୍ତି । କଳାହାଣ୍ଡି, କେନ୍ଦ୍ରାପଡା, ପୁରୀ ଜିଲ୍ଲାରୁ ୨ ଲେଖାଏଁ କରୋନା ଆକ୍ରାନ୍ତ ପ୍ରାଣ...
ସ୍ଥିତି ମୁକାବିଲା ପାଇଁ ସର୍ବଦଳୀୟ ବୈଠକ ଡାକିଲେ ନବୀନ
ଶେଷରେ ସର୍ବଦଳୀୟ ବୈଠକ ଡାକିବାକୁ ରାଜି ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା 17 ତାରିଖ ଅପରାହ୍ନ ସାଢେ ପାଞ୍ଚଟାରେ ବିଧାନସଭାର ସମ୍ମିଳନୀ କକ୍ଷରେ ଏହି ସର୍ବଦଳୀୟ ବୈଠକ ବସିବ । ଭର୍ଚୁଆଲରେ ଏହି ବୈଠକ ଅନୁଷ୍ଠିତ ହେବ...
ରାଜ୍ୟରେ ଉପରମୁହାଁ କରୋନା ମିଟର, ଖୋର୍ଦ୍ଧାରେ ସର୍ବାଧିକ ମୃତ୍ୟୁ
ରାଜ୍ୟରେ କରୋନା ଦୈନିକ ସଙ୍କ୍ରମଣ ଏବଂ ମୃତ୍ୟୁରେ ସର୍ବକାଳୀନ ରେକର୍ଡ । ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନା ସଙ୍କ୍ରମଣରେ ଯାଇଛି ୨୨ ଜଣଙ୍କର ଜୀବନ । ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୨୭୩କୁ ବୃଦ୍ଧି ପାଇଛି । ଆଜି...
ଜେଲରେ କଏଦୀଙ୍କ ଖୁସି କହିଲେ ନସରେ
ଜେଲ ଚାରିକାନ୍ଥ ଭିତରେ ଚାଲିଛି ମଉଜ ମସ୍ତି । କରୋନା କଟକଣା ଫୁ । ସାମାଜିକ ଦୂରତାର ଖୋଲାଖୋଲି ଧର୍ଯ୍ୟା ଉଡିଛି । ଖୋଦ ରାଜଧାନୀ ଭୁବନେଶ୍ୱର ଝାରପଡା ଜେଲରୁ ଆସିଛି ଭାଇରାଲ ଭିଡିଓ । କେଉଁଠି ସଙ୍ଗୀତର ଆସର...
ସର୍ବାଧିକ ପଜିଟିଭ୍ରେ କଟକ ଦ୍ୱିତୀୟ
କରୋନା ସଙ୍କ୍ରମଣରେ ଆଜି ପୁଣି ଯାଇଛି ୧୯ ଜଣଙ୍କ ଜୀବନ । ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୩ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ପୁରୀ ଓ ସୁନ୍ଦରଗଡ ଜିଲ୍ଲାରୁ ୨ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।...
ଟିକା ନେବେ ସାଧୁ ସନ୍ଥ , ଭିକାରୀ
ଯେଉଁମାନଙ୍କ ପାଖରେ ନିର୍ଦ୍ଦିଷ୍ଟ ପରିଚୟ ପତ୍ର ନାହିଁ କିମ୍ବା ଯେଉଁମାନେ କୋ-ୱିନ୍ ପୋର୍ଟାଲରେ ରେଜିଷ୍ଟ୍ରେସନ କରିବାର କୌଣସି ସୁବିଧା ନାହିଁ । ସେମାନେ କେମିତି ନେବେ ଟିକା । ଏ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଥିଲା ।ରାଜ୍ୟରେ...
କାହିଁକି ବଦଳିଲେ BMCକମିଶନର
ବଦଳିଲେ ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମଚନ୍ଦ ଚୌଧୁରୀ । ୧୯୯୭ ବ୍ୟାଚ୍ ଆଇଏଏସ ସଞ୍ଜୟ କୁମାର ସିଂହ ହୋଇଛନ୍ତି ନୂଆ କମିଶନର । ବର୍ତ୍ତମାନ ସେ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ସଚିବ ଅଛନ୍ତି ସଞ୍ଜୟ...
ଆସୁଛି ‘ତଉକ୍ତେ’
୨୦୨୧ ର ପ୍ରଥମ ବାତ୍ୟା ଆରବ ସାଗରରେ ସୃଷ୍ଟି ହେବାର ସମ୍ଭାବନା । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୧୪ ତାରିଖ ସକାଳ ସୁଦ୍ଧା ବାତ୍ୟା ଲଘୁଚାପର ରୂପ ନେଇପାରେ । ଆସନ୍ତା ୧୬ ତାରିଖ...
ଗଙ୍ଗାରେ ଭାସୁଥିବା ମୃତଦେହ କାହାର ?
ଭୟଙ୍କର ପରିସ୍ଥିତି । କୋଭିଡ ପରିସ୍ଥିତି କେତେ ଭୟଙ୍କର ହୋଇପାରେ, ତାହା ବର୍ଣ୍ଣନା କରୁଛି ଏ ଘଟଣା । ଗତକାଲି ବିହାରର ବକ୍ସର ନିକଟସ୍ଥ ଗଙ୍ଗାକୂଳରେ ଶତାଧିକ ମୃତଦେହ ଆସି ଲାଗିଥିଲା । ଆଜି ଉତ୍ତରପ୍ରଦେଶର ଗାଜିପୁର ସ୍ଥିତ ଗଙ୍ଗା...
କରୋନାରେ ଟଳିଲେ ମାଓବାଦୀ
କରୋନା ଓ ଫୁଡ୍ ପଏଜନିଂରେ ୧୦ରୁ ଅଧିକ ମାଓବାଦୀ ପ୍ରାଣ ହରାଇଛନ୍ତି । ଛତିଶଗଡ ଦନ୍ତେୱାଡା ଜିଲ୍ଲାରେ ୧୦ରୁ ଅଧିକ ମାଓବାଦୀ ମୃତ । ଦନ୍ତେୱାଡା ଏସପି ଅଭିଷେକ ପଲ୍ଲବ ଏହି ସୂଚନା ଦେଇଛନ୍ତି । ମୃତ ସମସ୍ତ ମାଓବାଦୀ...



















